ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଜୟଦୁର୍ଗା ମାର୍କେଟ୍ରେ ଜଣେ ଦୋକାନୀ ପୌରପାଳିକା ଦୋକାନ ଗୃହ ବେଆଇନ ଭାବରେ ପୁନଃ ନିର୍ମାଣ କରିଛନ୍ତି। ପୌରପାଳିକା ଦୋକାନ ଘରକୁ ୨ ଭାଗ କରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଏଟିଏମ୍ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ଏ ସମ୍ପର୍କରେ ଅଭିଯୋଗ ହେବା ପରେ ପୌର ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ତା ତଦନ୍ତ ନିର୍ଦ୍ଦେଶ ଦେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି।
1
f600b249-5c54-442c-a949-d6bc81000fab