ଅନୁଗୁଳ: ନାଲ୍କୋର ନିର୍ବାହୀ ନିର୍ଦ୍ଦେଶକ ମନ୍ସା ପ୍ରସାଦ ମିଶ୍ର କମ୍ପାନିର ନିେର୍ଦ୍ଦଶକ ରୂପେ ମନୋନୀତ ହୋଇଛନ୍ତି। ଖଣି ମନ୍ତ୍ରାଳୟ ଏଥିପାଇଁ ଶ୍ରୀ ମିଶ୍ରଙ୍କ କାମ ସୁପାରିଶ କରିଥିବା ବେଳେ କ୍ୟାବିନେଟ୍ କମିଟି ଏଥିରେ ମୋହର ମାରିଛି। ଶ୍ରୀ ମିଶ୍ର ୨୦୨୩ ଜୁଲାଇ ପର୍ଯ୍ୟନ୍ତ ଏହି ପଦବିରେ ରହିବେ।
ମନ୍ସା ପ୍ରସାଦ ନାଲ୍କୋ ନିର୍ଦ୍ଦେଶକ
- Post published:October 17, 2020
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:angultvadmin
