ଅନୁଗୁଳ: ତାଳଚେର କୋଲିୟରୀ ଥାନା ଅଞ୍ଚଳରେ ପିଉସୀଙ୍କଠାରୁ ୧୨ ଲକ୍ଷ ଟଙ୍କା ନେଇ ଯାଇଛି ସମ୍ପର୍କୀୟ ପୁତୁରା। ଏ ନେଇ ପିଉସୀଙ୍କ ପକ୍ଷରୁ ଥାନାରେ ଏତଲା ହେବା ପରେ ପୁଲିସ ପୁଲିସ ଅନୁସନ୍ଧାନ ଚଳାଇଛି । ହାଣ୍ଡିଧୂଆ ଅଞ୍ଚଳରେ ରହୁଥିବା ପଟିମରା ପୁତୁରା ତାଙ୍କର ୭୫ ବର୍ଷୀୟା ପିଉସୀଙ୍କ ଠାରୁ ଏହି ଟଙ୍କା ନେଇଥିବା ଅଭିଯୋଗରେ ହୋଇଛି । ପୁଲିସ ତଦନ୍ତ ଚଳାଇଥିବା ବେଳେ ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା କରି ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିଛି।
ପିଉସୀକୁ ୧୨ ଲକ୍ଷ ଟଙ୍କା ଚୂନ
- Post published:July 23, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
