ଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

You are currently viewing ଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଅନୁଗୁଳ: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ରାଜ୍ୟ ସରକାର ୨୦୧୮- ୨୧ ବ୍ୟାଚ ପୋଷ୍ଟ ପିଜି ୪୪୮ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି।
ଏହି ନିଯୁକ୍ତି ତାଲିକା ଅନୁସାରେ। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜଣେ ଶିଶୁ ରୋଗ, ଚର୍ମ, ଆଖି ଏବଂ ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ଦିଆଯାଇଛି। ଆଶା ଏହି ଡାକ୍ତରମାନେ ଯୋଗଦାନ କଲାପରେ ଅନୁଗୁଳ ଡାକ୍ତରଖାନାର ସାସ୍ଥ୍ୟ ସେବାରେ ନିଶ୍ଚୟ ଉନ୍ନତି ଆସିବ।

Share

Leave a Reply