CADLAB
Browsing Tag

DHH Angul

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ବାଲିମି ଥାନା ବାଙ୍କୀଡି ଗାଁର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁକୁ ନେଇ ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ସୋମବାର ଅପରାହ୍ନରେ ବାଙ୍କୀଡି ଗାଁର ଆଲୋକ ନାଏକ ଏବଂ ଚନ୍ଦନ ନାଏକ ଗାଁ ପୋଖରୀକୁ…
Read More...

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ଅଭ୍ୟାସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରେ ମଙ୍ଗଳବାର ସକାଳେ ଅଗ୍ନି ନିର୍ବାପନ ଅଭ୍ୟାସ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଦ୍ବାରା ଏହା ଆୟୋଜିତ ହୋଇଥିଲା। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀଙ୍କ ନେତୃତ୍ବରେ…
Read More...

ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶିଶୁକନ୍ୟା ଆନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥୀ ଭାବେ…
Read More...

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ବିଶ୍ଵ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସଚେତନତା ରଥ ପରିକ୍ରମା କରିଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ…
Read More...

ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାରେ ମଙ୍ଗଳବାର ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁରକ୍ଷିତ ଗର୍ଭପାତ ଓ ଉଭୟ ମା’ ଓ ଶିଶୁର…
Read More...

ମେଡ଼ିସିନ ଘୋଟାଲା:ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏକ ପରିତ୍ୟକ୍ତ କ୍ୱାର୍ଟର୍ସରୁ ଲକ୍ଷ ଲକ୍ଷ ଟଙ୍କାର ଏକ୍ସପାରୀ ଔଷଧ ବାହାରିବା ଘଟଣାର ତଦନ୍ତ ଦବି କାରି ଆଜି ଜିଲ୍ଲା କଂଗ୍ରେସର କର୍ମକର୍ତା ମାନେ ଜିଲ୍ଲାପାଳ…
Read More...

ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧ ବାହାରିବା ଘଟଣା…

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ଫାର୍ମାସିଷ୍ଟଙ୍କ ଘରୁ ବାହାରିଥିବା ଗାଡ଼ି ଗାଡ଼ି ଏକ୍ସପାରି ଔଷଧକୁ ବ୍ୟବସ୍ଥିତ ଢଙ୍ଗରେ ନଷ୍ଟ କରିବା କଥା । ଏନେଇ ଖୋଦ୍ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା କହୁଛନ୍ତି ।…
Read More...

ଫାର୍ମାସିଷ୍ଟ କ୍ୱାର୍ଟର ଭଙ୍ଗା ବେଳେ ବାହାରିଲା ପେଟି ପେଟି ଏକ୍ସପାଏରି ଔଷଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ପୁରୁଣା କ୍ୱାର୍ଟର ଗୁଡ଼ିକ ରବିବାର ସନ୍ଧ୍ୟାରେ ଭଙ୍ଗା ବେଳେ ଜଣେ ଅବସରପ୍ରାପ୍ତ ଫର୍ମାସିଷ୍ଟଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ ବାହାରିଥିଲା। ଶିଶୁ ମାନକ…
Read More...

କଂଗ୍ରେସ ପକ୍ଷରୁ ଏଡିଏମ୍ଓ ମେଡିକାଲଙ୍କୁ ସ୍ମାରକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଚାଲି ଥିବା ବିଭିନ୍ନ ଅନିୟମିତତା ଏବଂ ଅବ୍ୟବସ୍ଥା ଦୂର କରିବା ଦାବିରେ କଂଗ୍ରେସ ଓବିସି ସେଲ ମୁଖ୍ୟ ଜିତେନ୍ଦ୍ର ସାହୁଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଏଡିଏମ୍ଓ ମେଡିକାଲ…
Read More...

ସିକ୍ୟୁରୀଟି ଇଂଜେକସନ ମାରିବା ଘଟଣା:ଏଡିଏମଓ କଲେ ତଦନ୍ତ

ଅନୁଗୁଳ: ଅନଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କାଜୁଆଲିଟି ରେ ଜଣେ ସିକ୍ୟୁରୀଟି ରୋଗୀକୁ ଇଂଜେକ୍ସନ ମାରିବା ଘଟଣା ର ଭିଡିଓ ଭାଇରଲ ହେବା ପରେ ଏଡିଏମଓ ମେଡିକାଲଙ୍କ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ଗତ ୭ ତାରିଖ ବିଳମ୍ବିତ…
Read More...