ଜାନୁଆରୀ ପହିଲାରୁ ମେଡିକାଲରେ ବାୟୋମେଟ୍ରିକ ଉପସ୍ଥାନ
ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ ଏବଂ ତଳିଆ କର୍ମଚାରୀ ସାବଧାନ। ଆସନ୍ତା ଜାନୁଆରୀ ପହିଲାରୁ ମେଡିକାଲରେ ଆରମ୍ଭ ହେବ ବାଇଓମେଟ୍ରିକ ଉପସ୍ଥାନ। ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ କୁମାର ମହାପାତ୍ର ଗତ ୧୮ ତାରିଖରେ ଜାରି କରିଥିବା…