ଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

ଅନୁଗୁଳ:ଦୀର୍ଘଦିନର ପ୍ରତୀକ୍ଷା ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅସ୍ଥି ଶଲ୍ୟ ଜନିତ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ସି ଆର୍ମ ମେସିନ ସଂସ୍ଥାପନ କରଯାଇଛି। ଅତ୍ୟାଧୁନିକ ଏକ୍ସରେ ଇମେଜିଙ୍ଗ ବ୍ୟବସ୍ଥା ଥିବା ଏହି ଯନ୍ତ୍ର ଦ୍ୱାରା ଜଟିଳ ଅସ୍ଥିଶଲ୍ୟ ସମସ୍ୟାର…

Continue Readingଅନୁଗୁଳ ମେଡିକାଲକୁ ଆସିଲା ସି ଆର୍ମ ମେସିନ

ମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଅନୁଗୁଳ:ଅନେକ ସମୟରେ ବିବାଦ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ଏକ କମିଟି ଗଢାଯାଇ ବ୍ୟବସ୍ଥାରେ ପରିବର୍ତନ ଅଣାଯାଉଛି। ନିକଟରେ କିଛି ନୂଆ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି…

Continue Readingମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ଦୁର୍ବ୍ୟବହାର। କେହି ବାହାର ଲୋକ ନୁହେଁ ବରଂ ଖୋଦ୍ ଡାକ୍ତରଙ୍କ ନାଁ ରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ରୋଗୀକୁ ଚିକିତ୍ସା ପାଇଁ ହସ୍ପିଟାଲକୁ ଆଣିଥିବା ଜଣେ ଆଶା କର୍ମୀଙ୍କୁ ରୁମରେ ତାଲା…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଶା କର୍ମୀଙ୍କୁ ତାଲା ପକାଇଲେ ଡାକ୍ତର, ସିଡିଏମଓଙ୍କୁ ଗୁହାରୀ କଲେ ମହିଳା

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଅଚାନକ ଚଢ଼ଉ କରାଯାଇଛି। ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କ ନେତୃତ୍ଵରେ ହୋଇଥିବା ଏହି ଚଢ଼ଉରେ ଅଗ୍ନି ନିରାପତ୍ତା ଦୃଷ୍ଟିରୁ ଅଡିଟ୍ କରାଯାଇଛି। ଏ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିଶମ ବିଭାଗର ଚଢ଼ଉ

ଅନୁଗୁଳ ଡ଼ାକ୍ତରଖାନା ମୁଖ୍ୟ ଫାଟକ ଛାତ ଭୁଷୂଡ଼ିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଉପରେ ଥିବା ଏକ ଛାତ ରବିବାର ଅପରାହ୍ନରେ ଭୁଷୁଡ଼ି ପଡ଼ିଛି। ଜନଗହଳି ପୂର୍ଣ୍ଣ ଏହି ଫାଟକ ଦେଇ ସେତେବେଳେ କୌଣସି ରୋଗୀ କି’ ସମ୍ପର୍କୀୟ ଯାତାୟାତ କରୁନଥିଲେ। ଫଳରେ ଏକ ବଡ…

Continue Readingଅନୁଗୁଳ ଡ଼ାକ୍ତରଖାନା ମୁଖ୍ୟ ଫାଟକ ଛାତ ଭୁଷୂଡ଼ିଲା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଚାଳନା ପାଇଁ କମିଟି ଗଠିତ, ୭ ଦିନ ଭିତରେ ସମାଧାନ ହେବ ସବୁ ସମସ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସୁପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଛି। ସିଡିଏମଓ ଡା. ତ୍ରିଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଗଠିତ ଏହି କମିଟିରେ ଏଡ଼ିଏମଓ ମେଡିକାଲ, ଦୁଇ ମ୍ୟାନେଜର, ଦୁଇ ନର୍ସ, ଦୁଇ ଫାର୍ମାସିଷ୍ଟ,ଏନଏଚଏମ, ଡିପିଏମ, ଡ୍ୟାମ ଓ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁପରିଚାଳନା ପାଇଁ କମିଟି ଗଠିତ, ୭ ଦିନ ଭିତରେ ସମାଧାନ ହେବ ସବୁ ସମସ୍ୟା

କାୟାକଳ୍ପ ପୁରସ୍କାରରୁ ଅନୁଗୁଳ ମେଡ଼ିକାଲ ବାଦ୍ ପଡ଼ିଲା

ଅନୁଗୁଳ: ରାଜ୍ୟ ସରକାରଙ୍କ ମିଶନ ନିର୍ଦ୍ଦେଶାଳୟ ପକ୍ଷରୁ ସରକାରୀ ସ୍ବାସ୍ଥ୍ୟ ସେବା ପାଇଁ ପ୍ରଦାନ କରାଯାଉଥିବା କାୟ।କଳ୍ପ ପୁରସ୍କାର ଆଜି ୨୯ ମାର୍ଚ୍ଚ ରେ ଘୋଷଣା କରାଯାଇଛି।ଚଳିତ ବର୍ଷ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…

Continue Readingକାୟାକଳ୍ପ ପୁରସ୍କାରରୁ ଅନୁଗୁଳ ମେଡ଼ିକାଲ ବାଦ୍ ପଡ଼ିଲା

ଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର

ଅନୁଗୁଳ: ରାଜ୍ୟ ସରକାରଙ୍କ ଗତ ଜାନୁୟାରୀ ୨୮ ତାରିଖର ନୋଟିଫିକେଶନ ଅନୁଯାୟୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନୂଆ ଆକାଉଣ୍ଟସ ଅଫିସର ଯୋଗଦାନ କରିଛନ୍ତି। ଯୋଗଦାନ କରିଥିବା ନୂଆ ଅଧିକାରୀ ଦିବ୍ୟ ସିଂହ ନାୟକ, ଓଏଫଏସ-୧ ହିଞ୍ଜିଳିକାଟୁ ବ୍ଲକ୍ ଅଫିସରୁ…

Continue Readingଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର

ଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

ଅନୁଗୁଳ: ଚଳିତ ଜାନୁୟାରୀ ପହିଲାରେ ପରଜଙ୍ଗ ବ୍ଲକ ଡମଳ ଗାଁର ବାସୁଦେବ ବଳଙ୍କ ସ୍ତ୍ରୀ ମାମିନା ବଳ ଗର୍ଭ ଯନ୍ତ୍ରଣା ହେତୁ ପ୍ରସବ ନିମନ୍ତେ ତାଳଚେର ଡାକ୍ତରଖାନାକୁ ଯାଇଥିଲେ କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୁଳ ସ୍ଥାନାନ୍ତର କରାଯାଇଥିଲା। ଏଠାରେ…

Continue Readingଟଙ୍କା ନ ଦେଲେ ପ୍ରସବ ମନା: ତଦନ୍ତ କଲେ ଏଡିଏମ୍ଓ

କାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରବିବାର ରାତିରେ ଜଣେ ପ୍ରସୂତୀଙ୍କ କାଜୁଆଲିଟିରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ହିନ୍ଦୋଳ ଶରଧା ପୁର ଅଂଚଳର ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପା ଖିଲାର ରବିବାର ପ୍ରସୂତୀ ଯନ୍ତ୍ରଣା ହେତୁ ହିନ୍ଦୋଳ ଡାକ୍ତର ଖାନା…

Continue Readingକାଜୁଆଲିଟିରେ ପ୍ରସୂତୀର ମୃତ୍ୟୁ