ଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

You are currently viewing ଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ଶୁଖିଲା ଅଳିଆକୁ ନ ପୋଡ଼ିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଥିବା ବେଳେ ଖୋଦ୍ ପୌର ସଫେଇ କର୍ମଚାରୀମାନେ ଆଇନକୁ ମାନୁ ନାହାନ୍ତି।ସେମାନେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନାକୁ ଏକାଠି କରି ନିଆଁ ଲଗାଇ ପୋଡ଼ୁ୍ ଥିବା ଦେଖିବାକୁ ମିଳୁଛି। ଏହାଦ୍ୱାରା ପ୍ରଦୂଷଣ ଅଧିକ ବଢୁଛି । ସାରା ସହରବାସୀ ଧୂଳି ଧୂଆଁ ରେ ଅଣନିଶ୍ଵାସୀ ହୋଇପଡୁଛନ୍ତି।ନିର୍ବାହୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share

Leave a Reply