ବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

0

ଅନୁଗୁଳ: ରବିବାର ପୁର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠରେ ଥିବା ବେଲଶୁଣ୍ଠା କୁଷ୍ଠ କଲୋନୀରେ ଅନୁଗୁଳ ଲୟନ୍ସ ପ୍ରାଇଡ଼ର ପୂର୍ବତନ ସଭାପତି ତଥା ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ପକ୍ଷରୁ ଚାଳିଶ ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଫିଜିଓଥେରାପିଷ୍ଟ ସୁନୀଲ କୁମାର ମିଶ୍ର ସହଯୋଗ. କରିଥିଲେ ।

online coaching

Leave A Reply

Your email address will not be published.