ଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ

You are currently viewing ଗୋତମରା ପୂର୍ବତନ ସରପଞ୍ଚଙ୍କ ପରଲୋକ

ବଅଁରପାଳ: ଗୋତମରା ପୂର୍ବତନ ସରପଞ୍ଚ ନଗେନ୍ଦ୍ର କୁମାର ସିଂ (୮୦)ଙ୍କ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।

ସ୍ଵର୍ଗତ ସିଂ ଅନୁଗୁଳର ପୂର୍ବତନ ମନ୍ତ୍ରୀ ତଥା ପାଞ୍ଚଗଡ଼ର ଅଦ୍ବିତୀୟ ନେତା ସ୍ଵର୍ଗତ ଅଦୈତ୍ୟ ପ୍ରସାଦ ସିଂଙ୍କ ଭାଇ ତଥା ଅନୁଗୁଳ ପୂର୍ବତନ ଉପ ବାଚସ୍ପତି ରଜନୀ କାନ୍ତ ସିଂଙ୍କ ଦାଦା। ସ୍ଵର୍ଗତ ସିଂ ଜଣେ ମେଳାପୀ ନେତା ଥିଲେ। ଭୁବନେଶ୍ବରରୁ ତାଙ୍କ ମରଶରୀର ରାତି ୧୦ ଟା ବେଳେ ବଅଁରପାଳ ସ୍ଥିତ ବାସଭବନରେ ପହଞ୍ଚିଥିଲା‌। ତାଙ୍କ ଶେଷ ଦର୍ଶନ କରିବା ପାଇଁ ବଅଁରପାଳ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ଯକ୍ତି ପହଞ୍ଚିଥିଲେ। ତାଙ୍କ ବିୟୋଗରେ ରଜନୀ କାନ୍ତ ସିଂ ଓ ଯୁବନେତା ଅରୁଣାଭ ସିଂ ଶୋକ ବ୍ୟକ୍ତ କରିଛନ୍ତି।

Share

Leave a Reply