ହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା: ୧୫% ଓ ୧୦% ରିହାତି ପାଇଁ ସୁଯୋଗ

You are currently viewing ହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା: ୧୫% ଓ ୧୦% ରିହାତି ପାଇଁ ସୁଯୋଗ

ଅନୁଗୁଳ: ଅନୁଗୁଳ ପୌରପାଳିକାର ହୋଲଡିଙ୍ଗ କରଦାତାଙ୍କ ପାଇଁ ରିହାତି ଘୋଷଣା କରାଯାଇଛି। ମ୍ୟୁନିସିପାଲ ଆଇନ ୧୯୫୦ ଧାରା ୧୫୯ (କ) ଅନୁଯାୟୀ, ଆର୍ଥିକ ବର୍ଷ ୨୦୨୬ -୨୭ ପାଇଁ ହୋଲଡିଙ୍ଗ କର ସ୍ୱଇଚ୍ଛାରେ ଦେଲେ ରିହାତି ପାଇପାରିବେ।

– ୧.୪.୨୦୨୬ ତାରିଖ ଠାରୁ ୩୦.୪.୨୦୨୬ ତାରିଖ ପର୍ଯ୍ୟନ୍ତ ୧ ଟି କିସ୍ତିରେ କର ଦେଲେ ୧୫% ରିହାତି ପାଇପାରିବେ।

– ୧.୫.୨୦୨୬ ତାରିଖ ଠାରୁ ୩୧.୫.୨୦୨୬ ତାରିଖ ପର୍ଯ୍ୟନ୍ତ ୧ ଟି କିସ୍ତିରେ କର ଦେଲେ ୧୦% ରିହାତି ପାଇପାରିବେ।

ଏଣୁ ଉପରୋକ୍ତ ରିହାତିର ସୁଯୋଗ ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ପୌରପାଳିକା ପକ୍ଷରୁ ଜଣାଇ ଦିଆଯାଇଛି।

Share

Leave a Reply