ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ ନିର୍ମାଣ ହେବାକୁ ଥିବା ଚିତ୍ତବିନୋଦନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ସହିତ କିଶୋରନଗର କଲେଜରେ ନିର୍ମାଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିବେ।
ଆଜି ଆସୁଛନ୍ତି ଅସିତ ତ୍ରିପାଠୀ
- Post published:August 1, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Swagatika Samantray
Tags: Angul
You Might Also Like
ଅବ୍ୟବସ୍ଥାର ନଗ୍ନ ଚିତ୍ର! ଦେଢ଼ ମାସ ହେଲାଣି ମରାମତି ହେଉନି ଛେଳିଆପଡ଼ା ଟାୱାର ଲାଇନ, ପାଖାପାଖି ୧୫ କୋଟିରୁ ଅଧିକ କ୍ଷତି ସହିଲାଣି ରାଜ୍ୟ !!
ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ମଜଭୁତ କରିବାକୁ ଗୁରୁ ମନ୍ତ୍ର ଦେଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ


