ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକର ପୁରୁଣାମାନ୍ତ୍ରୀ ପଞ୍ଚାୟତର ମାଳିପଦର ଗ୍ରାମର ରଞ୍ଜନ ଖମାରୀ (୪୨) ବୁଧବାର ଅପରାହ୍ନରେ ବଜ୍ରାଘାତରେ ମୃତ୍ୟୁବରଣ କରିଛନ୍ତି। ଚାଷ ଜମିରେ ଘାସ ବାଛୁଥିବା ବେଳେ ଘଡ଼ଘଡ଼ି ସହ ବର୍ଷା ହେବାରୁ ବଜ୍ରାଘାତର ଶିକାର ହୋଇଥିଲେ। ଗ୍ରାମବାସୀ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାରକୁ କ୍ଷତିପୂରଣ ଦାବି ଉଠିଛି।
ଆଠମଲ୍ଲିକରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
- Post published:October 8, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
