୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକାର ୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ରାଜଗାଙ୍ଗପୁର ସ୍ଥିତ ଡାଲମିଆ ସିମେଣ୍ଟ  କମ୍ପାନୀ ପଠା ଯାଇଛି। ଅନୁଗୁଳ ପୌରପାଳିକାର ବିଭିନ୍ନ ଏମସିସି ସେଣ୍ଟରରେ ପ୍ଲାଷ୍ଟିକ ଆବର୍ଜ୍ଜନାକୁ ଅଲଗା କରିବା ପରେ ଏହି ଆବର୍ଜନାକୁ ସିମେଣ୍ଟ କାରଖାନାରେ ପୁନଃ…

Continue Reading୧୬ ଟନ୍ ପ୍ଲାଷ୍ଟିକ ଆବର୍ଜ୍ଜନା ସିମେଣ୍ଟ କାରଖାନାକୁ ଗଲା

ଜେଏସପିଏଲ ଅଧିକାରୀଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳ ଜେଏସପିଏଲ କର୍ପୋରେଟ କମ୍ୟୁନିକେସନର ବରିଷ୍ଠ ଏଜିଏମ ଭାବେ କାର୍ଯ୍ୟରତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ ଘଟିଛି। ଜୟପୁର ସ୍ଥିତ ବାସ ଭବନରେ ଗତ ୨୫ ତାରିଖରେ ସୁଶାନ୍ତି ପଟ୍ଟନାୟକଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ନିଆ…

Continue Readingଜେଏସପିଏଲ ଅଧିକାରୀଙ୍କ ମାତୃ ବିୟୋଗ

ଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

ଅନୁଗୁଳ: ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲରେ ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ ଆୟୋଜିତ ହୋଇଯାଇଛି।ଏହି ଉତ୍ସବକୁ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ ଆଇ.ଜି.ଆଇ.ଟି ସରାଙ୍ଗ କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଫେସର ଶ୍ରୀନିବାସ ସେଠି। ଶ୍ରୀ ସେଠି "କୃତ୍ରିମ…

Continue Readingଅନୁଗୁଳ ସାହିତ୍ୟ ସଂସଦ ପକ୍ଷରୁ ଶିଶିର ଉତ୍ସବ

ରାସ୍ତା ଖୋଳି ୩୦ ହଜାର ତଣ୍ଡ ଗଣିଲେ

ଅନୁଗୁଳ: ଅନୁଗୁଳ ପୌରପାଳିକା ସହରକୁ ସ୍ଵଚ୍ଛ ସୁନ୍ଦର କରିବା ପାଇଁ ବିବିଧ ପଦକ୍ଷେପ ନେଉଥିଲେ ମଧ୍ୟ କିଛି ଅମାନିଆ ବାସିନ୍ଦା ଆଇନକୁ ମାନୁ ନଥିବାରୁ ପୌର ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି।ଅନୁଗୁଳ ମସଜିଦ ପଛପଟ କଂକ୍ରୀଟ୍ ରାସ୍ତାକୁ ଲକ୍ଷ୍ମୀକାନ୍ତ ନାୟକ ନାମକ…

Continue Readingରାସ୍ତା ଖୋଳି ୩୦ ହଜାର ତଣ୍ଡ ଗଣିଲେ

୧୮ ଦଫା ଦାବିରେ ଅନୁଗୁଳ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅନୁଗୁଳ: ୧୮ ଦଫା ଦାବି ପୂରଣ ନେଇ ଅନୁଗୁଳର ଡାକ୍ତର ମାନେ ଆଜି ଠାରୁ ଅନିର୍ଦିଷ୍ଟ କାଳ ପାଇଁ ଦିନକୁ ଘଣ୍ଟାଏ ଲେଖାଏଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।ଅନୁଗୁଳ ଓମସା ସଭାପତି ଡ଼ା ବିଶ୍ୱଜିତ ସାମଲଙ୍କ ନେତୃତ୍ୱରେ ସମସ୍ତ ଡାକ୍ତର ମାନେ…

Continue Reading୧୮ ଦଫା ଦାବିରେ ଅନୁଗୁଳ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏଡିଭି ଫିଜିକାଲ୍ ଏକାଡେମୀର କୃତୀ ଛାତ୍ରଙ୍କୁ ସମ୍ୱର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଡିଫେନସ୍ ଭେଟେରାନ ସୌଜନ୍ୟରୁ ପରିଚାଳିତ ଫିଜିକାଲ ଏକାଡେମୀର ପ୍ରଥମ କୃତୀ ଛାତ୍ରଙ୍କୁ ଗୁରୁବାର ସମ୍ବର୍ଦ୍ଧନା ଦିଆ ଯାଇଥିଲା। ବନ୍ତଳାର କମଳ ଲୋଚନ ମୁଦୁଲିଙ୍କ ସମେତ ୧୩ ଜଣଙ୍କୁ ସେନାରେ ଅଗ୍ନିବୀର ରୂପେ ନିଯୁକ୍ତି ନିମନ୍ତେ ପରୀକ୍ଷାରେ ସଫଳତା ମିଳିଥିଲା।…

Continue Readingଏଡିଭି ଫିଜିକାଲ୍ ଏକାଡେମୀର କୃତୀ ଛାତ୍ରଙ୍କୁ ସମ୍ୱର୍ଦ୍ଧନା

ତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ଅନୁଗୁଳ: ତାଳଚେର କିଶୋର କ୍ଳବ୍ ପରିସରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇ ଯାଇଛି। ବିଷୁବ ମିଳନ ପାଳନ କମିଟି ସୌଜନ୍ୟରୁ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ…

Continue Readingତାଳଚେରରେ ସାହିତ୍ୟ ଓ ସଙ୍ଗୀତ ମହୋତ୍ସବ

ନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳ: ନିଜକୁ ନବରତ୍ନ ବୋଲାଉଥିବା ନାଲକୋକୁ ନିକଟରେ ଏନ୍‌ଜିଟିର ଜୋରଦାର ଛାଟ ପଡ଼ିଛି। ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗରେ ଏଥିନେଇ ରାଜ୍ୟ ସରକାର, ଜିଲ୍ଲାପାଳ ଏବଂ ନାଲକୋକୁ ନୋଟିସ ଦେଇଛି ଏନ୍‌ଜି ଟି।ଜାତୀୟ ଗଣମାଧ୍ୟମ ଅନୁସାରେ ଗୋଳାବନ୍ଧ ଗାଁର ପ୍ରଦୀପ ବିଶ୍ଵାଳ…

Continue Readingନାଲକୋକୁ ଏନ୍‌ଜିଟି ଛାଟ: ପ୍ରଦୂଷଣ ଆଇନ ଉଲ୍ଲଂଘନ ଅଭିଯୋଗ

ଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟ ରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଜଣେ ୧୧ ବର୍ଷର ପିଲା ଆଜି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଗୋତମରା ଗାଁରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଏହି ପିଲାଟି ୩୦୦୦ ମିଟର ସୌଜନ୍ୟମୂଳକ…

Continue Readingଅନୁଗୁଳର ବୁଦ୍ଧିଆ: ମ୍ରିଗାଙ୍କ

୩୧ଶ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ

ଅନୁଗୁଳ: ଅନୁଗୁଳ ବନରାଜିକ ମହାବିଦ୍ୟାଳୟ ଖେଳ ପଡ଼ିଆରେ ୩୧ଶ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଶ୍ରୀ ପ୍ରଧାନ ମାର୍ଚ୍ଚ ପାଷ୍ଟରେ ଖେଳାଳୀ ମାନଙ୍କ ଅଭିବାଦନ ଗ୍ରହଣ…

Continue Reading୩୧ଶ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟିତ