ତଳମୂଳରୁ ଅପମିଶ୍ରିତ ଅଟା ହଳଦୀ ଜବତ, ଜଣେ ଗିରଫ
ଅନୁଗୁଳ: ରବିବାର ବଅଁରପାଳ ପୁଲିସ ଏକ ମିଲ ଉପରେ ଚଢ଼ାଉ କରି ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ମିଲ ମାଲିକ ପ୍ରମୋଦ ସାହୁଙ୍କୁ ଗିରଫ କରିଛି। ମିଲରୁ ୭ କେଜି ହଳଦୀ ଗୁଣ୍ଡ, ୨୦୦ ପ୍ୟାକେଟ ଆଦର୍ଶ ବ୍ରାଣ୍ଡ…
ଅନୁଗୁଳ: ରବିବାର ବଅଁରପାଳ ପୁଲିସ ଏକ ମିଲ ଉପରେ ଚଢ଼ାଉ କରି ବିଭିନ୍ନ ଅପମିଶ୍ରିତ ସାମଗ୍ରୀ ଜବତ କରିବା ସହ ମିଲ ମାଲିକ ପ୍ରମୋଦ ସାହୁଙ୍କୁ ଗିରଫ କରିଛି। ମିଲରୁ ୭ କେଜି ହଳଦୀ ଗୁଣ୍ଡ, ୨୦୦ ପ୍ୟାକେଟ ଆଦର୍ଶ ବ୍ରାଣ୍ଡ…
ଅନୁଗୁଳ: ଛକ, ବଜାରରେ ଦେଶ ଓ ଜାତିର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ପ୍ରଶାସନ ସବୁବେଳେ ଆଗଭର ହୋଇଥାଏ। କିନ୍ତୁ ସେମାନଙ୍କ ଜନ୍ମ କିମ୍ବା ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଟିକେ ଦେବାକୁ ଭୁଲିଯାଏ। ଧୂଳି ମାଟିରେ ପୋତିହୋଇ ପ୍ରତିମୂର୍ତ୍ତି ସେମିତି ଠିଆ…
ଅନୁଗୁଳ: ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅନୁଗୁଳ ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଅନାମକୁ ଫାଶୀ ଦଣ୍ତାଦେଶ ଦେଇଥିବାବେଳେ ଏହାପରେ ଅଭିଯୁକ୍ତର ଅପିଲ୍ ଉପରେ ମାନ୍ୟବର ହାଇକୋର୍ଟ ତଳ କୋର୍ଟକୁ ରାୟର ପୁନର୍ବିଚାର କରିବା ପାଇଁ କହିଛନ୍ତି।…
ଅନୁଗୁଳ: ସାମୟିକ ଭାବେ ବଦଳିବ ପାଗ। ଗୁରୁବାର ଓ ଶୁକ୍ରବାର ରାଜ୍ୟର କେତେକ ଜାଗାରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ପରେ ରାଜ୍ୟର ଶୀତ ପ୍ରକୋପ ପୁଣି ବଢ଼ିବା ସମ୍ଭାବନା ଅଛି। ସୋଆ ଜଳବାୟୁ ଓ ପରିବେଶ (ସିଇସି) କେନ୍ଦ୍ର…
ଅନୁଗୁଳ: ଛିନ୍ତାଇ କରି ଅନୁଗୁଳ ସହରରେ ଆତଙ୍କ ଖେଳାଇଥିବା ୨ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ସଦର ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ ହେମସୁରପଡ଼ାର ରବି ମିଶ୍ର ଓ ଅନ୍ୟ ଜଣେ ନାବାଳକ ଥିବା ଜଣାପଡ଼ିଛି। ପୁଲିସ୍ ସେମାନଙ୍କ ଠାରୁ ଲୁଟ୍…
ଅନୁଗୁଳ: ୧୯୯୩ରୁ ଅନୁଗୁଳ ଜିଲ୍ଲା ଗଠନ ହେବା ପରେ ଏହାର ବିଭିନ୍ନ ଦିଗରେ ବିକାଶ ହୋଇଛି ସତ କିନ୍ତୁ ଅନୁଗୁଳବାସୀଙ୍କ ଇପ୍ସିତ ସ୍ବପ୍ନ ପୂରଣ ହେବାକୁ ବହୁ ପଥ ବାକି ଅଛି। ଅନେକ ଜିଲ୍ଲାପାଳ ଆସିଛନ୍ତି। ନିତ୍ୟ ନୈମତ୍ତିକ ଶଗଡ଼ଗୁଳାରେ ଫାଇଲ୍…
ଅନୁଗୁଳ: କରୋନା କଟକଣା ଯୋଗୁଁ ଗତ ୮ ରୁ ୯ ମାସ ଧରି ଛାତ୍ରଛାତ୍ରୀ ମାନେ ସ୍କୁଲ ଛାଡି ଅନଲାଇନ ଆପ ମାଧ୍ୟମରେ ପାଠ ପଢୁଛନ୍ତି।ଦିନକୁ ପ୍ରାୟ ୩ ଘଣ୍ଟା ଧରି ମୋବାଇଲ ରେ ପାଠ ପଢ଼ୁଥିବାବେଳେ ମନୋରଞ୍ଜନ ରେ ପ୍ରାୟ…
ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…
ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍ କୋଡ୍କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍…
ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧…