ସାହିତ୍ୟ ପରିଷଦ ପକ୍ଷରୁ କବି ସମ୍ମିଳନୀ ଓ କବିତା ପାଠ

ଅନୁଗୁଳ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ସଂସ୍କୃତି ପାଠାଗାର ଠାରେ ଏକ କବି ସମ୍ମିଳନୀ ଓ କବିତା ପାଠ ଉତ୍ସବ ଆୟୋଜିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ସମାବେଶ ଲକୁ ମୁଖ୍ୟ ଅତିଥି ରୂପେ…

Continue Readingସାହିତ୍ୟ ପରିଷଦ ପକ୍ଷରୁ କବି ସମ୍ମିଳନୀ ଓ କବିତା ପାଠ

ଇଗ୍ନୁର ୩୯ତମ ଦୀକ୍ଷାନ୍ତ ସମାରୋହ

ଅନୁଗୁଳ: ପ୍ରଥମ ଥର ପାଇଁ ଆସନ୍ତା ୭ ତାରିଖ ଦିନ ବ୍ଲIକ  ଡାଏମଣ୍ଡ, ଅନୁଗୁଳ ଠାରେ ଇଗ୍ନୁ ତାର ୩୯ତମ ଦୀକ୍ଷାନ୍ତ ସମାରୋହ ଆୟୋଜନ କରିବାକୁ ଯାଉଛିI ଏହି ଦୀକ୍ଷାନ୍ତ ସମାରୋହ ମୁଖ୍ୟତଃ ବିଶ୍ବବିଦ୍ୟାଳୟର ଦିଲ୍ଲୀ କ୍ଯାମ୍ପସରେ ବାବା ସାହେବ ଆମ୍ବେଦକର…

Continue Readingଇଗ୍ନୁର ୩୯ତମ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ସ୍ୱଚ୍ଛ ଦିବସରେ ସଫେଇ କାର୍ଯ୍ୟକ୍ରମ

ଅନୁଗୁଳ: ଓଡ଼ିଶା ସ୍ୱଚ୍ଛ ଦିବସ ପାଳନ ଅବସରରେ ଅନୁଗୋଳ ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ନଗରପାଳ ଅକ୍ଷୟ କୁମାର ସାମନ୍ତ ଏବଂ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଓ…

Continue Readingଓଡ଼ିଶା ସ୍ୱଚ୍ଛ ଦିବସରେ ସଫେଇ କାର୍ଯ୍ୟକ୍ରମ

ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସଫଳତାର ଗୁରୁମନ୍ତ୍ର

ଅନୁଗୁଳ: ଅନୁଗୁଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର କ୍ୟାରିୟର କାଉଁନ୍ସେଲିଂ ଆଣ୍ଡ ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ୟୁନାଇଟେଡ ସ୍କୁଲ ଅଫ୍ ବିଜନେସ ମ୍ୟାନେଜମେଣ୍ଟ ର ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍ଘାଟନ କରିଥିଲେ କଲେଜର ପ୍ରିନ୍ସିପାଲ ଡ଼ା ବସନ୍ତ…

Continue Readingଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ସଫଳତାର ଗୁରୁମନ୍ତ୍ର

ବିଶ୍ୱ ବନ୍ୟପ୍ରାଣୀ ଦିବସ: ସଙ୍କଟରେ ଅନୁଗୁଳର ବନ୍ୟପ୍ରାଣୀ

ଅନୁଗୁଳ: ବନ୍ୟଜୀବ ମାନେ ପରିବେଶର ଅଭିନ୍ନ ଅଂଶ। ଜୈବ ବିବିଧତା ଓ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ସରକାର ଅନେକ ସ୍ଲୋଗାନ ଦେଉଛନ୍ତି। ଅନେକ କଟକଣା ବି ଅଛି ହେଲେ ବନ୍ୟ ଜୀବ ମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହଁନ୍ତି। ଆମ ଜିଲ୍ଲାରେ…

Continue Readingବିଶ୍ୱ ବନ୍ୟପ୍ରାଣୀ ଦିବସ: ସଙ୍କଟରେ ଅନୁଗୁଳର ବନ୍ୟପ୍ରାଣୀ

ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଅନୁଗୁଳ: ପ୍ରସିଦ୍ଧ ଗୋପାଳପ୍ରସାଦ ହିଙ୍ଗୁଳା ଯାତ୍ରା ଅବସରରେ ମହାରାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ଖୋଲା ଯାଇଥିଲା। ପୂର୍ବତନ କାଉନସିଲର ତଥା ବିଶିଷ୍ଟ ବ୍ୟବସାୟୀ ସତ୍ୟାନନ୍ଦ ଦଳବେହେରା ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ସ୍କୁଲ ଏସ…

Continue Readingହିଙ୍ଗୁଳା ଯାତ୍ରା ଉପଲକ୍ଷେ ମହାରାଣୀ ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ

ଅନୁଗୁଳ: ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।ଏହି କର୍ମଶାଳାକୁ କଲେଜ୍ ଅଧ୍ୟକ୍ଷ ଡ଼ା ବସନ୍ତ କୁମାର ସାହୁ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟବକ୍ତା ରୂପେ ଆଞ୍ଚଳିକ…

Continue Readingକୃତ୍ରିମ ବୁଦ୍ଧିମତା ଦ୍ଵାରା ହାତୀ ମଣିଷ ବିବାଦର ସମାଧାନ

୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

ଅନୁଗୁଳ: ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ କଲାବେଳେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଭାବନା ମନକୁ ଆସୁଛି। ୩୩ ବର୍ଷର ଜିଲ୍ଲା, ଗୋଟିଏ ଲମ୍ବା ରାସ୍ତା ଦେଇ ଅନୁଗୁଳ ବାସୀ ଆଗକୁ ଅଗ୍ରସର…

Continue Reading୩୩ ବର୍ଷରେ ଯୌବନଯୁକ୍ତ ଅନୁଗୁଳ: ଆଶା ଅସୁମାରୀ…..

ଅମଲାପଡ଼ା ବାସନ୍ତୀ ଦୁର୍ଗା: ଆୟୋଜିତ ହେଲା ରକ୍ତଦାନ ଶିବିର, କୁମାରୀ ପୂଜନ ଓ ସାମୁହିକ ଦାଣ୍ଡିଆ

ଅନୁଗୁଳ: ଅମଲାପଡ଼ା ବାସନ୍ତୀ ଦୁର୍ଗାପୂଜା ଅବସରରେ ଆଜି ମହା ନବମୀରେ ସୂର୍ଯ୍ୟପୂଜା,କଳସ ପୂଜା,ଚଣ୍ଡୀ ହୋମ ଓ ନବ କୁମାରୀ ପୂଜା ଅନୁଷ୍ଠିତ ହୋଇଥିଲା। ୯ ଜଣ କୁମାରୀ କନ୍ୟାଙ୍କୁ ଦେବୀ ଦୁର୍ଗାଙ୍କ ଅବତାର ରୂପେ ଚିତ୍ରଣ କରାଯାଇ ଏହି ପୂଜା କରାଯାଇଥାଏ।…

Continue Readingଅମଲାପଡ଼ା ବାସନ୍ତୀ ଦୁର୍ଗା: ଆୟୋଜିତ ହେଲା ରକ୍ତଦାନ ଶିବିର, କୁମାରୀ ପୂଜନ ଓ ସାମୁହିକ ଦାଣ୍ଡିଆ

ମୃଣ୍ମୟୀ ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା: ସମରକଳା ଓ ଲୋକନୃତ୍ୟ ବାନ୍ଧି ରଖିଲା ଦର୍ଶକଙ୍କୁ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ବାସନ୍ତୀ ଦୁର୍ଗା ମଣ୍ଡପରେ ଆଜି ଦେବୀଙ୍କ ମହାଷ୍ଟମୀ ପୂଜା ସମ୍ପନ୍ନ ହୋଇ ଯାଇଛି। ଏଥିପାଇଁ ସକାଳେ ସୂର୍ଯ୍ୟପୂଜା,କଳସ ପୂଜା, ଅଷ୍ଟଚଣ୍ଡୀଙ୍କ ପୂଜନ,ବିଶେଷ ଯୋଗିନୀ ହୋମ,ଚଣ୍ଡୀପାଠ,ସନ୍ଧି ପୂଜା ଆଦି ପର୍ଯ୍ୟାୟକ୍ରମେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଅନୁଗୁଳ ଟାଇକୁଣ୍ଡୁ ଆସୋସିଏସନ୍…

Continue Readingମୃଣ୍ମୟୀ ବାସନ୍ତୀ ଦୁର୍ଗା ମଣ୍ଡପରେ ମହାଷ୍ଟମୀ ପୂଜା: ସମରକଳା ଓ ଲୋକନୃତ୍ୟ ବାନ୍ଧି ରଖିଲା ଦର୍ଶକଙ୍କୁ