ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: ଅନୁଗୁଳ ଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତା ମହାସଚିବ ସ୍ୱପ୍ନଦର୍ଶୀ ସୁରଜ ପ୍ରକାଶଜୀଙ୍କ ୧୦୩ ତମ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ଜରପଡାସ୍ଥିତ ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ " ଏନିମିଆ ମୁକ୍ତ ଭାରତ "…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ସଂସ୍ଥାର ପ୍ରତିଷ୍ଠାତାଙ୍କ ୧୦୩ ତମ ଜୟନ୍ତୀରେ ରକ୍ତହୀନତା ପରୀକ୍ଷଣ ଶିବିର ଆୟୋଜିତ

ଅନୁଗୁଳ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ

ଅନୁଗୁଳ : ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ଏକ ଗ୍ୟାଙ୍ଗର ୪ ଜଣଙ୍କୁ ଗିରଫ କରିଛି ଅନୁଗୁଳ ଥାନା ପୋଲିସ। ଗିରଫ ବ୍ୟକ୍ତିମାନେ ହେଲେ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ପରେଶ୍‌ ମାଲି, କାଜଲ ଦାସ, ମନୁ ସ୍ବାମୀ ଓ ରେଖା…

Continue Readingଅନୁଗୁଳ ପୋଲିସ କବ୍‌ଜାରେ ଲୁଟେରା ଗ୍ୟାଙ୍ଗ: ରଥ ଯାତ୍ରାରେ ଚେନ୍ ଚୋରି କରୁଥିବା ୪ ଜଣ ଗିରଫ

ମାନବ ସେବାଶ୍ରମକୁ ଆସିବେ ରାଜ୍ୟପାଳ- ଚିନ୍ମୟୀ ଦାସ

ଅନୁଗୁଳ: ସବୁବେଳେ ଅସହାୟ,ଦୁସ୍ଥ, ଗରିବ ଲୋକଙ୍କୁ ସେବା ଯୋଗାଇ ଦେଇ ଆସୁଥିବା କିନ୍ନର ଚିନ୍ମୟୀ ରାଜ୍ୟରେ ପ୍ରଥମ କିନ୍ନର ଆଶ୍ରମ ପରିଚାଳିକା। ସାରା ଓଡିଶାରେ ରହିଛି ତାଙ୍କୁ ଅନେକ ପ୍ରଶଂସା ମିଳିଛି। ସେଥିପାଇଁ ବିଭିନ୍ନ ଅନୁଷ୍ଠାନ,ପ୍ରଶାସନ,ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ମହଲରୁ…

Continue Readingମାନବ ସେବାଶ୍ରମକୁ ଆସିବେ ରାଜ୍ୟପାଳ- ଚିନ୍ମୟୀ ଦାସ

ରୋଟାରୀ ପବ୍ଲିକ ସ୍କୁଲରେ ଵନ ମହୋତ୍ସବ

ଅନୁଗୁଳ: ରୋଟାରୀ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଗୁଳ ବନ ଖଣ୍ଡ ଅଧିକାରୀ ନୀତିଶ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗଛ ଲଗେଇବା ସହ ଗଛର ସୁରକ୍ଷା…

Continue Readingରୋଟାରୀ ପବ୍ଲିକ ସ୍କୁଲରେ ଵନ ମହୋତ୍ସବ

ଜୁଇରେ ଜଳିଲା ସଂସ୍କାର ଗୃହ ନାବାଳକ ଶବ

ଅନୁଗୁଳ: ଗତ ପାଞ୍ଚ ତାରିଖ ବଡି ଭୋର ସମୟରେ ଅନୁଗୁଳ ପରିଵୀକ୍ଷଣ ଛାତ୍ରାବାସ ବା ସଂସ୍କାର ଗୃହର ନାବାଳକ ଅନ୍ତେବାସୀ ଗାଧୁଆ ଘରେ ବେକରେ ଗାମୁଛା ଗୁଡ଼ାଇ ଆତ୍ମହତ୍ୟା କରିବା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଦୁଃଖର କଥା ପିଲାଟିର ବାପା…

Continue Readingଜୁଇରେ ଜଳିଲା ସଂସ୍କାର ଗୃହ ନାବାଳକ ଶବ

ଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ କ୍ରିକେଟ ରେଷ୍ଟ୍ ଅଫ ଓଡ଼ିଶା ପକ୍ଷରୁ ଅନୁଗୁଳର ୨ ଖେଳାଳୀ

ଅନୁଗୁଳ: ଆସନ୍ତା ଜୁଲାଇ୧୩ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ ଆନ୍ତଃ ଜିଲ୍ଲା ସୁପର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରେଷ୍ଟ ଅଫ ଓଡ଼ିଶା ତରଫରୁ ଖେଳିବା ପାଇଁ ଅନୁଗୁଳର ଦୁଇ ଯୁବ ପ୍ରତିଭାବାନ ଖେଳାଳୀ ମନୋନୀତ ହୋଇଛନ୍ତି। ମନୋନୀତ ଦୁଇ…

Continue Readingଆନ୍ତଃ ଜିଲ୍ଲା ୧୯ ବର୍ଷରୁ କମ କ୍ରିକେଟ ରେଷ୍ଟ୍ ଅଫ ଓଡ଼ିଶା ପକ୍ଷରୁ ଅନୁଗୁଳର ୨ ଖେଳାଳୀ

ସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ନୂଆ ସରକାର କ୍ଷମତାକୁ ଆସିବାପରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି। ତେବେ ଏକ ଉଚ୍ଚ ସ୍ତରୀୟ ବୈଠକରେ ହୋଇଥିବା ଆଲୋଚନାରୁ ରାଜ୍ୟର ବିକାଶ ରେ ସରକାରୀ ଜମି ଜବର ଦଖଲ ସମସ୍ୟା ଏକ ଗୁରୁତର କାରକ ଭାବେ ଦେଖା…

Continue Readingସରକାରୀ ଜମି ଜବରଦଖଲକାରୀ ହୁସୀୟାର:ନୂଆ ସରକାର ନେବେ କଡା କାର୍ଯ୍ୟାନୁଷ୍ଠାନ

ଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ରଥରେ ବସି ମାଉସୀ ଘରକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି, ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଗୁଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ଏ ଅବସରରେ ବଡି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ସେନାପଟା ଲାଗି,…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ରଥରେ ବସି ମାଉସୀ ଘରକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି, ୫୦ ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଆଜିର ଦିନରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା, ପାକିସ୍ତାନକୁ ଦେଖାଇଥିଲେ ଔକାତ୍

ଅନୁଗୁଳ: ୧୯୯୯ ମସିହାର ଆଜିର ଦିନରେ ଦ୍ରାସ ସବ ସେକ୍ଟରରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା। ତାଙ୍କର ଅମର କାହାଣୀ ଆଜି ବି ଭାରତୀୟ ସୈନିକଙ୍କୁ ଉତ୍ସାହିତ ଓ ଉନ୍ମାଦିତ କରେ। ଆଉ ତାଙ୍କ ବୀରତ୍ୱ ସିନେ…

Continue Readingଆଜିର ଦିନରେ ସହିଦ ହୋଇଥିଲେ ଭାରତର ଶେରଶାହ କ୍ୟାପଟେନ ବିକ୍ରମ ବାତ୍ରା, ପାକିସ୍ତାନକୁ ଦେଖାଇଥିଲେ ଔକାତ୍

କାମଦେଲା‌ ଫାଷ୍ଟ ଏଡ୍ ତାଲିମ,ଗୁରୁତରକୁ ବଞ୍ଚାଇଲେ ପମ୍ପ ଅପରେଟର୍‌

ଅନୁଗୁଳ: ଅନୁଗୁଳ ସହର ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଜଣେ ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଇଥିଲେ ଜଣେ ଅଗ୍ନିଶମ ବିଭାଗର ଚାଳକ ତଥା ପମ୍ପ ଅପରେଟର୍‌ ଆଜି ଅପରାହ୍ନ ପ୍ରାୟ ସାଢେ଼ ୪ଟା ସମୟରେ ବୁଢ଼ୀ ଠାକୁରାଣୀ ଛକରୁ ନିଉ ଡେଲି ମାର୍କେଟ…

Continue Readingକାମଦେଲା‌ ଫାଷ୍ଟ ଏଡ୍ ତାଲିମ,ଗୁରୁତରକୁ ବଞ୍ଚାଇଲେ ପମ୍ପ ଅପରେଟର୍‌