୧୫ ରୁ ୨୩ ଯାଏଁ ନାଲ୍କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ
ଅନୁଗୁଳ: ଚଳିତ ମାସ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍କୋନଗର ଠାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଆଜି ଏ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…




