ଜୁଡ଼ିସିଆଲ କ୍ୟାଲେଣ୍ଡରରେ ଅନୁଗୁଳ ଛାତ୍ରଙ୍କ ପେଣ୍ଟିଂ
ଅନୁଗୁଳ: କଟକ ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଗତିକୃଷ୍ଣ ମିଶ୍ର ଅଡିଟରୀୟମରେ ଗତ ୧୭ ତାରିଖରେ ୨୦୨୪ ପାଇଁ ଜୁଡ଼ିଶିଆଲ କ୍ୟାଲେଣ୍ଡର ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। ଏହି କ୍ୟାଲେଣ୍ଡରରେ ୧୨ ଟି ସ୍କୁଲ ପିଲାଙ୍କ ପେଣ୍ଟିଂ ରହିଛି। ଏଥିପାଇଁ ରାଜ୍ୟ ସ୍ତରରେ…
