ଉତ୍କଳ ବାଳାଶ୍ରମ ପକ୍ଷରୁ ହର୍ଘର୍ ତିରଙ୍ଗା
ଅନୁଗୁଳ: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଘରେ ଘରେ ଜାତୀୟ ପତାକା ଉଡ଼ାଇ ତାକୁ ସମ୍ମାନ ଦେବାକୁ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିନେଇ ଶୋଭାଯାତ୍ରା ସଭା ସମିତି ଆୟୋଜିତ ହେଉଛି। ଆଜି…
ଅନୁଗୁଳ: ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ ଘରେ ଘରେ ଜାତୀୟ ପତାକା ଉଡ଼ାଇ ତାକୁ ସମ୍ମାନ ଦେବାକୁ ସାଧାରଣରେ ତତ୍ପରତା ପ୍ରକାଶ ପାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଏଥିନେଇ ଶୋଭାଯାତ୍ରା ସଭା ସମିତି ଆୟୋଜିତ ହେଉଛି। ଆଜି…
ଅନୁଗୁଳ: ସୋମବାର ଅପରାହ୍ନରେ ଟାଉନ୍ ହାଇସ୍କୁଲ ପରିସରରେ ଋତୁବାନ୍ଧବି ଅନୁଷ୍ଠାନ ପକ୍ଷରୁ ଏକ ସ୍ବାସ୍ଥ୍ୟ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା। ହାଇସ୍କୁଲର ଛାତ୍ରୀ ମାନଙ୍କୁ ମାସିକ ଋତୁସ୍ରାବ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କର୍ମଶାଳାରେ ଆଇଏମ୍ଏ ଅନୁଗୁଳ ମହିଳା…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ଗାନ୍ଧୀ ମାର୍ଗରେ ଟାଇଟାନ ୱାଲ୍ଟ ଏବଂ ଟାଇଟାନ ଆଇପ୍ଲସର ନୂଆ ଷ୍ଟୋର ଉଦଘାଟିତ ହୋଇଯାଇଛି। ଜେଏସ୍ପିଏଲ୍ର ନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ ମୁଖ୍ୟ ଅତିଥି ଭାବେ ଏହି ସୋ ରୁମ୍କୁ ଉଦ୍ଘାଟନ କରିଥିଲେ। ଏହି ସମାରୋହରେ…
ଅନୁଗୁଳ: ଆଜି ବଜାରରେ ଆଳୁ କିଲେ ୫୦ ରୁ ୬୦ ଟଙ୍କା ରେ ବିକ୍ରି ହେଉଛି।ସରକାର ଆଶ୍ଵାସନା ଦେଉଛନ୍ତି କିନ୍ତୁ ଅବସ୍ଥା ନିୟନ୍ତ୍ରଣ ବାହାରେ। ୨୦୧୭-୧୮ ପୂର୍ବରୁ ରାଜ୍ୟରେ ଆଳୁର ଏହି ଅବସ୍ଥା ଥିଲା। ସେତେବେଳେ ରାଜ୍ୟ ଉଦ୍ୟାନ କୃଷି ବିଭାଗ…
ଅନୁଗୁଳ: ତୃତୀୟଲିଙ୍ଗୀ ମାନେ ଡାକ୍ତରଖାନାକୁ ଆସିଲେ କେଉଁ ୱାର୍ଡରେ ରହିବେ ସେ ନେଇ ନାନା ସମସ୍ୟା ସୃଷ୍ଟି ହେଉଛି ସେମାନେ କେତେବେଳେ ପୁରୁଷ ୱାର୍ଡରେ ତ କେତେବେଳେ ମହିଳା ୱାର୍ଡ ରଖାଯାଉଛି। କିନ୍ତୁ ଏଥିରେ ତୃତୀୟଲିଙ୍ଗୀ ମାନେ ଅସହଜ ଅନୁଭବ କରୁଛନ୍ତି।…
ଅନୁଗୁଳ: ୭୮ତମ ସ୍ଵାଧୀନତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଗୁଳ ଜିଲ୍ଲାରେ…
ଅନୁଗୁଳ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନୁଗୁଳସ୍ଥିତ ପିଟିସି ନୋଡାଲ ହାଇସ୍କୁଲଠାରେ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଆଜି ଏକ ବ୍ଲକସ୍ତରୀୟ 'ଟ୍ରେନ୍-ଦି-ଟ୍ରେନର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନୁଗୁଳ ଏବଂ ବଅଁରପାଳ ବ୍ଲକର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ…
ଅନୁଗୁଳ: ଅନୁଗୁଳ ସହର ଭିତରେ ଟ୍ରାଫିକ ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡିଛନ୍ତି ବରିଷ୍ଠ ଆଇନଜୀବୀ। ଏଥିନେଇ ଏକ ଦଳ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ସେମାନେ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପିଲାଙ୍କ ସ୍କୁଲ ଯିବା ସମୟରେ ଟ୍ରାଫିକ ବ୍ୟବସ୍ଥା କରାଯିବାକୁ…
ଅନୁଗୁଳ : ରୋଟାରୀ ପବ୍ଲିକ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମନୋନୀତ ଛାତ୍ର ନେତାଙ୍କର ଅଭିଷେକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉତ୍ସବରେ କଳାହାଣ୍ଡିର ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଜଗଦାନନ୍ଦ ଜେନା ମୁଖ୍ୟ ଅତିଥି…
ଅନୁଗୁଳ: ପୂର୍ବ ତଟ ରେଳପଥ ପକ୍ଷରୁ ବାର୍ଷିକ ୧୪ କୋଟି ଟଙ୍କାର ବିଦ୍ୟୁତ୍ ଦେୟ କମାଇବା ପାଇଁ ବିଭିନ୍ନ ରେଳଅଫିସ, ଲେଭଲ କ୍ରଶିଂ, ଷ୍ଟେସନ ଆଦିକୁ ସୌରଚାଳିତ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ମିଳିଥିବା ସୂଚନା ଅନୁସାରେ ପୂର୍ବତଟର…