ଦୀପାବଳିର ଧୁମ: ବାଣ ଫୁଟେଇ ୨୫ ଆହତ ଜଣେ ଗୁରୁତର
ଅନୁଗୁଳ: କରୋନ ଯୋଗୁଁ ଗତ ଦୁଇ ଦୀପାବଳିର ମଜା ଲୋକେ ଉଠାଇ ପାରିନଥିବା ବେଳେ ଚଳିତ ଥର ଆଲୋକର ପର୍ବକୁ ମନ ଭରି ଉପଭୋଗ କରିଛନ୍ତି। ଦୀପାବଳି ଅବସରରେ ଲୋକମାନେ ନିଜ ନିଜ ଘରକୁ ମାଟି ଦୀପ ରଙ୍ଗୋଲିରେ ସଜାଇଥିବା ବେଳେ…
ଅନୁଗୁଳ: କରୋନ ଯୋଗୁଁ ଗତ ଦୁଇ ଦୀପାବଳିର ମଜା ଲୋକେ ଉଠାଇ ପାରିନଥିବା ବେଳେ ଚଳିତ ଥର ଆଲୋକର ପର୍ବକୁ ମନ ଭରି ଉପଭୋଗ କରିଛନ୍ତି। ଦୀପାବଳି ଅବସରରେ ଲୋକମାନେ ନିଜ ନିଜ ଘରକୁ ମାଟି ଦୀପ ରଙ୍ଗୋଲିରେ ସଜାଇଥିବା ବେଳେ…
ଅନୁଗୁଳ: ଲକ୍ଷ୍ମୀପୂଜାର ଭଷାଣି ସରୁ ସରୁ ସହରରେ କାଳୀପୂଜା ଆରମ୍ଭ ହୋଇଛି। ଅନୁଗୁଳ ବସ ଷ୍ଟାଣ୍ଡ, ହେମସୁରପଡା, ଡେଲି ମାର୍କେଟ, ଇରିଗେସନ କଲୋନୀ ଛକ ଆଦି ଅଞ୍ଚଳରେ ସୁଦୃଶ୍ୟ ମେଢ଼ ସାଙ୍ଗକୁ ଆଲୋକ ତୋରଣ କରାଯାଇଛି। ମଣ୍ଡପ ଗୁଡିକରେ ଚଣ୍ଡୀପାଠ ସାଙ୍ଗକୁ…
ଅନୁଗୁଳ: ବୁଧବାର ଅନୁଗୁଳ ଲକ୍ଷ୍ମୀ ପୂଜାର ସମ୍ମିଳିତ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନିଟା ରୁ ରାତି ଏଗାର ଟା ପର୍ଯ୍ୟନ୍ତ ବାଜା ରୋଷଣୀରେ ସହର ପଡୁଥିଲା ଉଠୁଥିଲା। ତେବେ ଗୋଟିଏ କଥା ଲକ୍ଷ କରାଗଲା କେନ୍ଦ୍ରୀୟ ପୂଜା କମିଟି…
ଅନୁଗୁଳ : ଅନୁଗୁଳ ଜିଲ୍ଲାର ସବୁଠାରୁ ବଡ଼ ଗଣପର୍ବ ଲକ୍ଷ୍ମୀ ପୂଜାର ଆଜି ଶେଷ ଦିନ। ଆଜି ମେଲାଣି ନେଇଛନ୍ତି ଧନଦାତ୍ରୀ ମା' ମହାଲକ୍ଷ୍ମୀ। ଦଶ ଦିନର ପୂଜା ପରେ ଆଜି ପୂଜା କମିଟି ପକ୍ଷରୁ ମା' ଲକ୍ଷ୍ମୀଙ୍କୁ ଭବ୍ୟ ବିଦାୟ…
ଅନୁଗୁଳ: ମଙ୍ଗଳବାର ଅନୁଗୁଳ ଲକ୍ଷ୍ମୀ ପୂଜାର ଶେଷ ଦିନରେ ସଂଜୀବନି ମାର୍କେଟ ପକ୍ଷରୁ ତିରିଶ କାନ୍ଧି କଦଳୀରେ ଏକ ସେଲ୍ଫି ପଏଣ୍ଟ କରାଯାଇଥିଲା । ବହୁ ଦର୍ଶକ ଏହି ପଏଣ୍ଟରେ ଫଟୋ ଉଠାଉଥିବା ଦେଖି ବାକୁ ମିଳିଥିଲା। ଧନଦାତ୍ରୀଙ୍କ ସନ୍ଧ୍ୟା ଆଳତି…
ଅନୁଗୁଳ: ଗ୍ରାହକଙ୍କୁ ସେବା ପ୍ରଦାନରେ ତ୍ରୁଟି ନିମନ୍ତେ ଗତ ୧୨ ତାରିଖରେ ଅନୁଗୁଳ ଖାଉଟି ବିବାଦ ବିଚାର ଆୟୋଗ ପକ୍ଷରୁ ଅନୁଗୁଳ କାନାଡ଼ା ବ୍ୟାଙ୍କକୁ ଦଣ୍ଡିତ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ମିଶ୍ରପଡାର ମନୋରମା ପଟ୍ଟନାୟକ ଓ ତାଙ୍କ ସ୍ୱାମୀ…
ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ପ୍ରତି ଗଳି କନ୍ଦିରେ ମାଛ-ମାଂସ ଦୋକାନ। ନନ୍ଭେଜ ମାର୍କେଟରେ କେବଳ ୫୦ ପାଖାପାଖି ଦୋକାନ ଥିବା ବେଳେ ୨୩ଟି ଯାକ ୱାର୍ଡରେ ପ୍ରାୟ ଶହେରୁ ଅଧିକ ଦୋକାନ ରହିଛି। ତେବେ ଛେଳି ଓ କୁକୁଡ଼ା…
ଅନୁଗୁଳ: ଆଜି ସକାଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜେରିଆଟିକ ୱାର୍ଡରେ ଖଟରୁ ପଡି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ସୁଲୋଚନା ନନ୍ଦ (୯୦)ଙ୍କ ପେଟ ଖରାପ ଥିବାରୁ ତାଙ୍କୁ ଗତ ସୋମବାର ସନ୍ଧ୍ୟାରେ ମେଡିକାଲରେ ଭର୍ତି କରାଯାଇଥିଲା।ସୁଲୋଚନାଙ୍କ…
ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦିନ ଏଗାରଟା ବେଳେ ମେଲ ମେଡ଼ିସିନ ୱାର୍ଡରୁ ଜଣେ ରୋଗୀ ଫେରାର ହୋଇଯାଇଥିବା ଜଣା ପଡ଼ିଛି। ସୂଚନା ଯେ, କଣିହା ପଥର ମୁଣ୍ଡା ଅଞ୍ଚଳର କୁଶଧ୍ୱଜ ସାହୁ(୩୮) ମୁଣ୍ଡ ଦୋଷରେ ପୀଡିତ ହୋଇ ଗତ…
ଅନୁଗୁଳ: ତିନିଦିନ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲି ଆସିଥିବା ଫିଫା ୱାଲଡ଼ କପ ସ୍ମାରକୀ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଶନିବାର ଉଦଯାପିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫୁଟବଲର…