ଟାଟା ଷ୍ଟିଲ କାରଖାନାରେ ଗ୍ୟାସ ଲିକ,୧୯ ଆହତ
ଅନୁଗୁଳ: ଆଜି ଦିନ ପ୍ରାୟ ଗୋଟାଏ ବେଳେ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାରଖାନାରେ ବ୍ଲାଷ୍ଟ୍ ଫର୍ଣେସ ୨ର ପାଇପ ଲାଇନ୍ ରେ ଉତ୍ତପ୍ତ ଗ୍ୟାସ ଲିକ୍ କରିବାରୁ ସେଠାରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ପୋଡ଼ି ଗୁରୁତର ଆହତ…
ଅନୁଗୁଳ: ଆଜି ଦିନ ପ୍ରାୟ ଗୋଟାଏ ବେଳେ କଣ୍ଟାବଣିଆ ସ୍ଥିତ ଟାଟା ଷ୍ଟିଲ କାରଖାନାରେ ବ୍ଲାଷ୍ଟ୍ ଫର୍ଣେସ ୨ର ପାଇପ ଲାଇନ୍ ରେ ଉତ୍ତପ୍ତ ଗ୍ୟାସ ଲିକ୍ କରିବାରୁ ସେଠାରେ କାର୍ଯ୍ୟରତ ପ୍ରାୟ ୧୯ ଜଣ କର୍ମଚାରୀ ପୋଡ଼ି ଗୁରୁତର ଆହତ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ସରକାରୀ ଯାଗାରେ ଥିବା କ୍ଳବ୍ ତଥା ଅନୁଷ୍ଠାନ ଗୁଡ଼ିକୁ ବୁଲ୍ଡୋଜର ଲଗାଇ ଭଙ୍ଗା ଯାଉଛି।ଅତୀତରେ ଅନୁଗୁଳର ବହୁ ମୂଲ୍ୟବାନ ଜାଗା ଜବରଦଖଲରେ ଥିବାବେଳେ ଏବେ ସେସବୁକୁ ଉଚ୍ଛେଦ କରାଯାଉଛି। ଏହି କ୍ରମରେ ଆଜି…
ଅନୁଗୁଳ: ସୋମବାର ରାତି ପ୍ରାୟ ଦଶଟା ସମୟରେ ପୁରୁଣା ଗଡ ବଡ଼ଦାଣ୍ଡ ସାହିର ଜନୈକ ଯୁବକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ବଡ଼ ଦାଣ୍ଡ ସାହିର ଜମ୍ବେଶ୍ଵର ଖଟୁଆଙ୍କ ପୁଅ ଲିପୁ ଖଟୁଆ(୩୦) ଘରେ ବସିଥିବା ବେଳେ ପଲେ ହାତୀ ଘର…
ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଗୋପବନ୍ଧୁ ପାର୍କ ନିକଟରେ ଥିବା ପ୍ରେସ କ୍ଳବ୍ କୁ ଅନୁଗୁଳ ଜିଲ୍ଲା ପ୍ରଶାସନ ନିଜ କବଜାକୁ ନେଇଥିଲା। ସ୍ଥାନୀୟ ତହସିଲଦାର ଓ ପୌର ଅଧିକାରୀଙ୍କ ଉପସ୍ଥିତିରେ କ୍ଳବ୍ ର ତାଲା ଭାଙ୍ଗି ନୂଆ…
ଅନୁଗୁଳ: ରଜ ସଂକ୍ରାନ୍ତି ଯେତିକି ପାଖଉଛି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଚି। ଲୁ ପ୍ରବାହ ସାଙ୍ଗକୁ ପବନରେ ଧୂଳି ଓ ପାଉଁଶ ଝଡ଼ ଯୋଗୁଁ ସହର ବାସୀ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ଛକ ବଜାରରେ ଲୋକେ ଲସି ଓ ସରବତ…
ଅନୁଗୁଳ: ଅନୁଗୁଳ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ରେ ୨୯ ତମ ରାଜ୍ୟ ଉଷୁ ଚାମ୍ପିୟନସିପ ଉଦଘାଟିତ ହୋଇଯାଇଛି। ଅନୁଗୁଳ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଷୁ ପରି ମାର୍ଶାଲ ଆର୍ଟ ଛାତ୍ର ଛାତ୍ରୀଙ୍କ ପାଇଁ…
ଅନୁଗୁଳ: ୧୩ ବର୍ଷର ଝିଅ କ୍ରିତିକା,ଘର ଅମଲା ପଡ଼ା,ବାପା ବ୍ରହ୍ମାନନ୍ଦ ସାହୁ,ମା ପୁଷ୍ପଲତା ସାହୁ। ଗତ ଚାରି ତାରିଖରୁ ସାତ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ର ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଆୟୋଜିତ ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଏକାକୀ ପାଞ୍ଚ…
ଅନୁଗୁଳ: ଗତ ତିନି ତାରିଖରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଥିବା ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ (ନାଁନୁ ଭାଇ)ଙ୍କ ସନ୍ଧାନ ମିଳିଛି। ସେ ଆଗ୍ରା ନିକଟବର୍ତ୍ତୀ ଫିରୋଜାବାଦ୍ ଅଞ୍ଚଳରେ ସନ୍ଦେହ ଜନକ ଭାବେ ବୁଲୁଥିବା ବେଳେ ପୋଲିସ ଖବର…
ଅନୁଗୁଳ: ରାଜ୍ୟ ମିଶନ ନିର୍ଦ୍ଦେଶକ ଡି ବୃନ୍ଦା ତାଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୬୩୩୧ ତା ୮.୬.୨୦୨୩ ରେ ରାଜ୍ୟର ସମସ୍ତ ସିଡିଏମଓ ମାନଙ୍କୁ ଏକ ଅଭିନବ ଯୋଜନା ବାବଦରେ ଚିଠି କରିଛନ୍ତି। ଏହି ଚିଠି ଅନୁସାରେ ରାଜ୍ୟର ପ୍ରତ୍ୟେକ ନବ…
ଅନୁଗୁଳ: ଆଜି ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲା କ୍ରୀଡା ସଂସଦର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ସଦସ୍ୟ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ବୈଠକ ଆରମ୍ଭରେ ଉପସଭାପତି ଏନ ମହାକୁଡ ସ୍ବାଗତ ଭାଷଣ ଦେଇଥିଲେ।ସମ୍ପାଦକ ଗୌର ଗୋବିନ୍ଦ…