ଗ୍ରେଡ ପେ’ ବୃଦ୍ଧି ଦାବି: ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚର ଧାରଣା
ଅନୁଗୁଳ: ଗ୍ରେଡ ପେ ଓ ସ୍କେଲ ବୃଦ୍ଧି ଦାବିରେ ସାରା ରାଜ୍ୟରେ ଅମଲାମାନେ ଧାରଣାରେ ବସିଛନ୍ତି। ଅନୁଗୁଳ ଜିଲ୍ଲାର ଅମଲା ସଂଘ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି। ଏ ଅବସରରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ଜଣାଇଛନ୍ତି ଯେ, ରାଜ୍ୟ…




