କିଡନୀ ରୋଗ ଆତଙ୍କ: କରାବିରାଖୋଲରେ ପହଞ୍ଚିଲା ପ୍ରଶାସନ
ଅନୁଗୁଳ: ଅନୁଗୁଳ ବ୍ଲକ ବଡକନ୍ତକୁଳ ପଞ୍ଚାୟତ ଅନ୍ତର୍ଗତ କରାବିରାଖୋଲ ଗାଁରେ ମଙ୍ଗଳାବର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଟିମ୍ ପହଞ୍ଚି ପରିସ୍ଥିତି ବାବଦରେ ଅବଗତ ହୋଇଥିଲେ। ଏହିଁ ଟିମ୍ରେ ଅନୁଗୁଳ ଉପଜିଲ୍ଲାପାଳ ବୈତୁରା ଦୀପଙ୍କ ସମେତ ବନ୍ତଳା ସ୍ବାସ୍ଥ୍ୟ କେନ୍ଦ୍ର କର୍ମଚାରୀ,ଗ୍ରାମ୍ୟ…



