ଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ଅନୁଗୁଳ: ଅମଲାପଡ଼ା ମା ବାସନ୍ତୀ ଦୁର୍ଗାପୂଜା ମଣ୍ଡପରେ ଆଜି ମହାସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୯ ଘଟିକା ସମୟରେ କଳସ ଯାତ୍ରା,ଦେବୀଙ୍କ ଜୀବନ୍ୟାସ,ପ୍ରାଣ ପ୍ରତିଷ୍ଠା,ଷୋଡଶ ଉପଚାର ପୂଜା,ଚଣ୍ଡୀପାଠ,ହୋମ, ଆଳତୀ ଆଦି ଅନୁଷ୍ଠିତ ହୋଇଥିଲା। ଦୁର୍ଗାପୂଜା ଅବସରରେ ୨୦ରୁ ଅଧିକ ଷ୍ଟଲ…

Continue Readingଆକର୍ଷଣୀୟ ମେଢ଼ ଓ ତୋରଣରେ ଝଲସୁଛି ବାସନ୍ତୀ ଦୁର୍ଗା ପୂଜା ମଣ୍ଡପ

ରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ଅନୁଗୁଳ: ରାଜସ୍ଥାନ ସରକାରଙ୍କ ରାଇଟ୍ ଟୁ ହେଲଥ ବିଲ୍‌କୁ ଦେଶର ଭାରତୀୟ ଡାକ୍ତର ସଂଘ ଘୋର ବିରୋଧ କରିଛି। ରାଜସ୍ଥାନରେ ହଜାର ହଜାର ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଏହି ବିଲ୍ ପ୍ରତ୍ୟାହାର ପାଇଁ ଦାବି ଯୋର ଧରିଛି। ଆଇଏମ୍‌ଏ ସୋମବାର…

Continue Readingରାଜସ୍ଥାନର ଆର୍‌ଟିଏଚ୍ ବିଲ୍‌କୁ ଡାକ୍ତରଙ୍କ ବିରୋଧ

ବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

ଅନୁଗୁଳ: ଆଜି ଅପରାହ୍ନରେ ମା ବାସନ୍ତୀ।ଦୁର୍ଗା ପୂଜା କମିଟି ଅମଲା ପଡ଼ା ପକ୍ଷରୁ ବିଲ୍ଵବରଣ ଆୟୋଜିତ ହୋଇଥିଲା। ବେଲ ଗଛକୁ ନିତିକାନ୍ତି ସହ ପୂଜାର୍ଚ୍ଚନା ପରେ ଦେବୀଙ୍କ ପ୍ରତିମୂର୍ତ୍ତିରେ ଚକ୍ଷୁ ଦାନ କରାଯାଇଥିଲା। ଚକ୍ଷୁଦାନ ପରେ ଦେବୀଙ୍କ ମୁହଁର ଆଭରଣ ଖୋଲାଯାଇ…

Continue Readingବିଲ୍ଵବରଣ ସହ ମା ବାସନ୍ତୀ ଦୁର୍ଗା ପୂଜା ଆରମ୍ଭ

କଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

ଅନୁଗୁଳ: ଅନୁଗୁଳ ସଂସ୍କୃତି ବିଭାଗ ପାଠାଗାର ଠାରେ ଆଜି ଅପରାହ୍ନରେ ବିଶ୍ଵ ନାଟ୍ୟ ଦିବସ ପାଳିତ ହୋଇଯାଇଛି। କଳାକାର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ଭାବେ…

Continue Readingକଳାକାର ପକ୍ଷରୁ ବିଶ୍ଵ ନାଟ୍ୟ ଦିବସ

ଅବସରପ୍ରାପ୍ତ ଡିପିଏସ୍ ଶିକ୍ଷୟିତ୍ରୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଡିପିଏସର ଅବସରପ୍ରାପ୍ତ ଇଂରାଜୀ ଶିକ୍ଷୟିତ୍ରୀ ଦୀପ୍ତି ଗାଙ୍ଗୁଲିଙ୍କ ଶୁକ୍ରବାର କଲିକତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।ସେ ଅମଲାପଡ଼ାରେ ରହୁଥିଲେ।…

Continue Readingଅବସରପ୍ରାପ୍ତ ଡିପିଏସ୍ ଶିକ୍ଷୟିତ୍ରୀଙ୍କ ପରଲୋକ

ବସ୍ ହକର ନଈରେ ଭାସିଗଲେ

ଅନୁଗୁଳ: ଅନୁଗୋଳ ହେମସୁରପଡ଼ା ନିବାସୀ ଟୁଲୁ ରାଉତରାୟ ନାମକ ଜଣେ ଯୁବକ ଗୁରୁବାର ଅପରାହ୍ନରେ ମହାନଦୀରେ ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି। ସେ ଅନୁଗୁଳ ବସ୍ ଷ୍ଟାଣ୍ଡରେ ହକରିଂ କରୁଥିଲେ ବୋଲି ଜଣା ପଡିଛି। ତେବେ କାହିଁକି ବଉଦ ଜିଲ୍ଲାର ମହାନଦୀ…

Continue Readingବସ୍ ହକର ନଈରେ ଭାସିଗଲେ

ସାତକୋଶିଆରେ ରାଜ୍ୟର ପ୍ରଥମ ପକ୍ଷୀ ଗଣନା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସାତକୋଶିଆ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଥମ ଥର ପାଇଁ ପକ୍ଷୀ ଗଣନା କରାଯାଇଥିଲା। ଓଡ଼ିଶା ଓ ଓଡ଼ିଶା ବାହାରର ପକ୍ଷୀ ବିଜ୍ଞାନର ଛାତ୍ର ଛାତ୍ରୀ ଓ ଏଫଇଏସର କର୍ମକର୍ତ୍ତା ଏହି ଗଣନାରେ ଅଂଶ ଗ୍ରହଣ କରିଥିଲେ।…

Continue Readingସାତକୋଶିଆରେ ରାଜ୍ୟର ପ୍ରଥମ ପକ୍ଷୀ ଗଣନା

ସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

ଅନୁଗୁଳ: ଆସନ୍ତା ୨୭ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅମଲାପଡ଼ା ମା ବାସନ୍ତୀ ଦୁର୍ଗା ପୂଜା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଇତି ମଧ୍ୟରେ କଟକର କାରିଗର ମୂର୍ତ୍ତି ନିର୍ମାଣ ଶେଷ କରିଛନ୍ତି। କେବଳ…

Continue Readingସପ୍ତଦଶ ତମ ମା ବାସନ୍ତୀ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ

ଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦଘାଟନ କରିବା ସହ ଏହି ରୋଗର ନିରା କରଣ ପାଇଁ ନିଆ ଯାଉଥିବା ସରକାରୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ…

Continue Readingଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ

ମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ

ଅନୁଗୁଳ: ଆଜି ସନ୍ଧ୍ୟାରେ ସ୍ଥାନୀୟ ସଞ୍ଜୀବନୀ ମାର୍କେଟ ଲକ୍ଷ୍ମୀ ମନ୍ଦିର ସମ୍ମୁଖରେ ଥିବା ଏକ ମୋବାଇଲ ଦୋକାନରୁ ଚୋରି କରି ପଳାଉଥିବା ଯୁବକଙ୍କୁ ଦୋକାନୀ ମାଡ଼ିବସିଛନ୍ତି। ଯୁବକଙ୍କୁ ଧରିବା ପରେ ଦୋକାନ ମାଲିକ ଉତ୍ତମ ମଧ୍ୟମ ଦେଇଥିଲେ। ଚୋରି କରୁଥିବା ଯୁବକ…

Continue Readingମୋବାଇଲ ଚୋରି କରିବା ବେଳେ ଧରାପଡ଼ି ପ୍ରବଳ ଛେଚା ଖାଇଲେ ଯୁବକ, କାନ ଧରି ମାଗିଲେ ଭୁଲ