ବିଚିତ୍ର କଥା: ଛେଳି ଦେଇଛି ମଣିଷ ଛୁଆ !

ଅନୁଗୁଳ: ଆଜି ଅନୁଗୁଳ ବ୍ଲକ ଟାଇଁସି ଗାଁର ନାଣ୍ଡୁ ପେଣ୍ଠେଇଙ୍କ ଘରେ ଗୋଟିଏ ଛେଳି ଏକ ବିଚିତ୍ର ଛୁଆକୁ ଜନ୍ମ ଦେଇଥିଲା।ଛେଳି ଛୁଆଟି ମଣିଷ ଛୁଆ ଭଳି ଦିଶୁଥିଲା। ହାତ ଗୋଡ ମୁଣ୍ଡ ମଣିଷ ଭଳି ଦିଶୁଥିଲା।ଏହି ଅଦ୍ଭୁତ ଜିବକୁ ଦେଖିବା…

Continue Readingବିଚିତ୍ର କଥା: ଛେଳି ଦେଇଛି ମଣିଷ ଛୁଆ !

ସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

ଅନୁଗୁଳ: ସେବାରେ ତୃଟି ହେତୁ ଜଣେ ଗ୍ରାହକଙ୍କୁ ୩୦ ହଜାର ଜରିମାନା ଗଣିବାକୁ ଏକ କୋରିଆର ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ।ଘଟଣାରୁ ପ୍ରକାଶ ଯେ ଏନ୍‌କେ ଇଞ୍ଜିନିୟରସ୍‌ର ଜଣେ ଅଧିକାରୀ ଶିବ ନାରାୟଣ ଦାସ ୫.୮.୨୦୧୬…

Continue Readingସେବାରେ ତ୍ରୁଟି ଯୋଗୁଁ ଫ୍ଲାଏକିଙ୍ଗ କୋରିଆରକୁ ୩୦ ହଜାର ଜରିମାନା

ପରଲୋକରେ ଡାକ୍ତର ଗୋକୁଳାନନ୍ଦ ବେହେରା

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ମେଡିସିନ ସ୍ପେଶାଲିଷ୍ଟ ଡ଼ା ଗୋକୁଳାନନ୍ଦ ବେହେରାଙ୍କ ଅନୁଗୁଳ ଡାକ୍ତରଖାନା ପରଲୋକ ଘଟିଛି। ଆଜି ସନ୍ଧ୍ୟା ସାଢେ଼ ଆଠଟା ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ହୋଇଥିଲା। ସେ କିଛି ଦିନ ଧରି…

Continue Readingପରଲୋକରେ ଡାକ୍ତର ଗୋକୁଳାନନ୍ଦ ବେହେରା

ତ୍ରୁଟିପୂର୍ଣ୍ଣ ଡିଏଲ୍ ଦେଇ ଆରଟିଓ ତଣ୍ଡ ଗଣିବେ ୩୦ ହଜାର

ଅନୁଗୁଳ: ତ୍ରୁଟିପୂର୍ଣ୍ଣ ଡିଏଲ ଦେଇ ଏବେ ହରଡ଼ଘଣାରେ ପଡିଛନ୍ତି ଅନୁଗୁଳ ଆରଟିଓ। ଘଟଣାଟି ହେଲା କାଣ୍ଡଶର ନାଲକୋନଗର ଅଞ୍ଚଳର ଜଣେ ବ୍ୟକ୍ତି ଯାହାଙ୍କ ନାଁ ଚନ୍ଦ୍ରଶେଖର ସାହୁ ଅନୁଗୁଳ ଆରଟିଓ ଅଫିସରୁ ଏକ ଡ୍ରାଇଭିଂ ଲାଇସେନ୍ସ ନେଇଥିଲେ ଯାହାର ଭାଲିଡିଟି ୨୩.୨.୨୦୦୪…

Continue Readingତ୍ରୁଟିପୂର୍ଣ୍ଣ ଡିଏଲ୍ ଦେଇ ଆରଟିଓ ତଣ୍ଡ ଗଣିବେ ୩୦ ହଜାର

ଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଶିଶୁ ବିଦ୍ୟା ମନ୍ଦିର ଅଡିଟୋରିୟମରେ ଉତ୍କଳ କ୍ୟୁକୋସିନ କରାଟେ ଓ ଯୋଗ ସଂଗଠନ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଅନୁଗୁଳ ଶିଶୁ ବିଦ୍ୟାମନ୍ଦିରର ପ୍ରିନ୍ସିପାଲ ଡ଼ା ସିଦ୍ଧାନ୍ତ ସାହୁ ସମାରୋହକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ…

Continue Readingଉତ୍କଳ କରାଟେ ସଂଗଠନ ପକ୍ଷରୁ ବାର୍ଷିକ ପ୍ରତିଯୋଗିତା

ସରିଲା ୧୪ ତମ ଟାଇକୋଣ୍ଡୋ ରଙ୍ଗୀନ୍ ବେଲ୍ଟ ପରୀକ୍ଷା, ଯୋଗ ଦେଲେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ

ଅନୁଗୁଳ: ଅନୁଗୁଳ ଟାଇକୋଣ୍ଡୋ ସଂଘର ସମ୍ପାଦକ ଓ ପ୍ରତିଷ୍ଠାତା ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ଆୟୋଜିତ ୧୪ ତମ ରଙ୍ଗୀନ୍ ବେଲ୍ଟ୍ ପରୀକ୍ଷା ସମାପନ ହୋଇଛି। ଏହି ପରୀକ୍ଷା ନାଲକୋ ସିଆଇଏସଏଫ୍ କଲୋନୀ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା…

Continue Readingସରିଲା ୧୪ ତମ ଟାଇକୋଣ୍ଡୋ ରଙ୍ଗୀନ୍ ବେଲ୍ଟ ପରୀକ୍ଷା, ଯୋଗ ଦେଲେ ସିଆଇଏସଏଫ୍ କମାଣ୍ଡାଣ୍ଟ ହେମନ୍ତ କୁମାର ବର୍ମହ

ଅଶ୍ରୁ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଅନୁଗୁଳ: ଓଡିଶା ସେଲ୍ସ୍ ରିପ୍ରେଜେଣ୍ଟିଭ ୟୁନିଅନ୍(ଅଶ୍ରୁ) ଅନୁଗୁଳ ଶାଖା ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଗୁରୁବାର ସ୍ଥାନୀୟ ରକ୍ତଦାନ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ୟୁନିଅନ୍ ସଭାପତି ପ୍ରହଲ୍ଲାଦ ରଥ,ସମ୍ପାଦକ…

Continue Readingଅଶ୍ରୁ ଆନୁକୂଲ୍ୟରେ ରକ୍ତଦାନ ଶିବିର

ଡ୍ରାଇଭର ଆନ୍ଦୋଳନ: ପେଟ୍ରୋଲ ପାଇଁ ତେଲ ଟାଙ୍କିରେ ଭିଡ

ଅନୁଗୁଳ: ଦଶ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନ ର ଡାକରା ଦ୍ଵିତୀୟ ଦିନରେ ପହଞ୍ଚି ଥିବା lବେଳେ ଲୋକମାନେ ପେଟ୍ରୋଲ ସରିଯିବାର ଆଶଙ୍କାରେ ତେଲ ଟାଙ୍କିରେ ଭିଡ଼ ଜମାଇ ତେଲ କିଣି ନେଉଛନ୍ତି। ଏଥିନେଇ ଏକ…

Continue Readingଡ୍ରାଇଭର ଆନ୍ଦୋଳନ: ପେଟ୍ରୋଲ ପାଇଁ ତେଲ ଟାଙ୍କିରେ ଭିଡ

ଭୁଜାଲି ଆକ୍ରମଣରେ ଦୁଇ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଏକ ଘରୋଇ ଉଦ୍ୟୋଗର ଆସପଣ୍ଡ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଦୁଇ ଯୁବକ ଗୁରୁତର ହୋଇଛନ୍ତି। ବଡକେରଜାଙ୍ଗ ସିଧୁବଣୀ ସାହିର ବବୁଲ ସାହୁ ଓ ମାନସ ସାହୁଙ୍କୁ ଅପର…

Continue Readingଭୁଜାଲି ଆକ୍ରମଣରେ ଦୁଇ ଗୁରୁତର

ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର

ଅନୁଗୁଳ: ଦଶ ଦଫା ଦାବି ନେଇ ଆଜି ରାଜ୍ୟ ଡ୍ରାଇଭର ସଂଘ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନକୁ ଓହ୍ଲାଇଛି। ଆସନ୍ତା ୪୮ ଘଣ୍ଟା ଭିତରେ ଦାବି ପୂରଣ ନହେଲେ ପରିସ୍ଥିତି ଅଣାୟତ୍ତ ହେବ ବୋଲି ସଂଘ କହିଛି। ଆନ୍ଦୋଳନ ନେଇ ଅନୁଗୁଳ…

Continue Readingଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପରିବହନ ଠପ୍, ବଢ଼ିପାରେ ପନିପରିବା ଦର