ସମ୍ଭାବ୍ୟ ତୃତୀୟ ଲହର ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଅନୁଗୁଳ: ସମ୍ଭାବ୍ୟ ତୃତୀୟ ଲହରରେ ଛୋଟ ପିଲାମାନଙ୍କ ସୁରକ୍ଷା ନେଇ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମେଡିସିନ…
Read More...

୬୫୦ ଲିଟର ଦେଶୀମଦ ଜବତ

ଅନୁଗୁଳ: ବୁଧବାର ରାତି ୮ଟା ବେଳେ ତାଳଚେର ଅବକାରୀ ବିଭାଗ ସନ୍ଥପଡ଼ା ଛକରେ ଏକ ଟାଟା ଏସି ଗାଡି (ଓଡି୧୯ ଏନ୍ ୭୧୪୦)ଜବତ କରିଛି। ଗାଡିଟି ପରଜଙ୍ଗ ଆଡୁ ତାଳଚେର ଅଞ୍ଚଳକୁ ଚୋରା ଦେଶୀମଦ ନେଇ ଆସୁଥିଲା ବେଳ ଅବକାରୀ କର୍ମଚାରୀ…
Read More...

ଆଧାର ତ୍ରୁଟି ଯୋଗୁଁ ଚାକିରୀ ଗଲା

ଅନୁଗୁଳ: ଆଧାର କାର୍ଡରେ ମୁଦ୍ରଣ ଜନିତ ତ୍ରୁଟି ଯୋଗୁଁ ଅନୁଗୁଳ ପୌରପାଳିକାର ଜଣେ ଠିକା ଝାଡୁଦାର ସନ୍ତୋଷ ମୁଖୀଙ୍କୁ ଚାକିରୀ ହରାଇବାକୁ ପଡିଛି। ସେ ପ୍ରାୟ ତେର ଚଉଦ ବର୍ଷ ହେଲା କାର୍ଯ୍ୟ କଲେଣି । କିନ୍ତୁ ପ୍ରାୟ ତିନି ମାସ…
Read More...

ଅମଲାପଡା ପଡିଆ ପବ୍ଲିକଙ୍କ ପାଇଁ ଖୋଲିଲା

ଅନୁଗୁଳ: ବହୁ ବିବାଦୀୟ ହୋଇପଡିଥିବା ଅନୁଗୁଳ ଅମଲା ପଡ଼ା ପଡିଆ ପ୍ରାୟ ଏକ ମାସ ସିଲ ହେବା ପରେ ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଜନସାଧାରଣ ଙ୍କ ପାଇଁ ସିଲ ଖୋଲି ଦିଆଯାଇଛି।ଏଠାରେ ପ୍ରକାଶ ଯୋଗ୍ୟ ଅମଲାପଡା କ୍ଲବର…
Read More...

ଡାକ୍ତରଖାନା କୋଠାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଚାରି ମହଲା ବିଶିଷ୍ଟ ଅନ୍ତର୍ବାସି କୋଠାର ପଛପଟେ ଥିବା ପାଇପ ଲାଇନ ଦେଇ ଜଣେ ଯୁବକ ଷାଠିଏ ଫୁଟ ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା।ବୁଧବାର ସକାଳ…
Read More...

ଏମସିଏଲର ଆରପିଡିଏସି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମସିଏଲର ବିଭିନ୍ନ କୋଇଲା ଖଣି ପାଇଁ ମଙ୍ଗଳବାର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି(ଆରପିଡିଏସି) ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ…
Read More...

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବାରଗୌଣିଆ ଗାଁରେ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ରବିବାର ରାତିରେ ଗାଁର ଧୃବ ସାହୁଙ୍କ ସ୍ତ୍ରୀ ବିମଳା(୬୫)ଙ୍କୁ ସାପ କାମୁଡ଼ି ଥିଲା।…
Read More...

ଆଜି ୪ଟି ସ୍ଥାନରେ ଟିକାକରଣ

ଅନୁଗୁଳ: ୧୮ ବର୍ଷରୁ ଅଧିକଙ୍କ ପାଇଁ କରୋନା ଟିକାକରଣ ଲାଗି ସୋମବାର ଅନୁଗୋଳ ପୌରପାଳିକାର ୪ଟି ସ୍ଥାନକୁ ମନୋନୀତ କରାଯାଇଛି । ଏହିକ୍ରମରେ ପୌରପାଳିକାର ୱାର୍ଡ ନମ୍ବର ୧୪ ଏଲାଇଟ୍ କ୍ଲବ, ୱାର୍ଡ ନମ୍ବର ୧୫ର ବିଜୁ ୟୁଥ୍ କ୍ଲବ,…
Read More...

କ୍ରୀଡା ଦିବସରେ ଶିଷ୍ୟଙ୍କୁ ସମ୍ବର୍ଦ୍ଧିତ କଲେ ଗୁରୁ

ଅନୁଗୁଳ: ଜାତୀୟ କ୍ରୀଡା ଦିବସରେ ଜିଲ୍ଲା ପ୍ରଶାସନ ଶୋଇ ପଡିଥିବାବେଳେ ଗୁରୁ ଶିଷ୍ୟ ମାନକୁ ଡାକି ସମ୍ବର୍ଦ୍ଧିତ କରିବା ବେଶ ଚର୍ଚ୍ଚାର ବିଷୟ ହୋଇଛି। ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଆମ ଦେଶରେ ଜାତୀୟ…
Read More...

ଡାକ୍ତରଖାନାରୁ ରୋଗୀ ନିଖୋଜ

ଅନୁଗୁଳ: ତିନି ଦିନ ତଳେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଜଣେ ମହିଳା ରୋଗୀ ନିଖୋଜ ହୋଇଯାଇଥିବା ଜଣାପଡିଛି।ଖଲାରି ଗାଁ ର ସ୍ବର୍ଗତ ବସନ୍ତ ନଏକଙ୍କ ସ୍ତ୍ରୀ ବିଦୁଲତା ନାଏକ ଗତ ୨୬ ତାରିଖ ଅପରାହ୍ନରେ ଗୋଡ଼ରେ…
Read More...
error: Content is protected !!