ନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

ଅନୁଗୁଳ: ନୂଆ ବର୍ଷର ଆରମ୍ଭରୁ ଏକ ଅଭାବନୀୟ ଘଟଣାକ୍ରମରେ ଗୋଟିଏ ଦନ୍ତା ହାତୀ ଶନିବାର ଅନୁଗୁଳ ଜିଲ୍ଲାର ୪ ଗୋଟି ସ୍ଥାନରେ ୪ ଜଣଙ୍କୁ କଚାଡି ମାରିଥିବା ଅଭିଯୋଗ ହୋଇଛି। କିଏ ବିଲକୁ ଯାଇଛି,କିଏ ନିଆଁ ପୁଇଁ ହେଉଛି,କିଏ ଶୌଚ ପାଇଁ…

Continue Readingନରହନ୍ତା ଦନ୍ତା ନେଲା ୪ ଜୀବନ: ଜଙ୍ଗଲ ବିଭାଗ ଜଳକା

ଶୈଳ ଶ୍ରୀକ୍ଷେତ୍ରରେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ, ଯୋଗ ଦେଲେ ହଜାର ହଜାର ଲୋକ

ଅନୁଗୁଳ: ଅନୁଗୁଳରେ ହକି ବିଶ୍ବ କପ୍ ଟ୍ରଫିକୁ ସ୍ବାଗତ କରିଛନ୍ତି ସହରବାସୀ । ଚଳିତ ମାସ ୧୩ ତାରିଖରୁ ପୁରୁଷ ବିଶ୍ବକପ୍ ହକି ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ। ଏ ଅବସରରେ ଆଜି ଅପରାହ୍ନରେ ଶୈଳଶ୍ରୀକ୍ଷେତ୍ରଠାରେ ପୁରୁଷ ହକି ବିଶ୍ବ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ, ଯୋଗ ଦେଲେ ହଜାର ହଜାର ଲୋକ

ବହୁ ପୁରାତନ ଗାଡି ମାଲିକଙ୍କ ପାଇଁ ଖୁସି ଖବର: ଏଣିକି ହେଇ ପାରିବ ପଞ୍ଜୀକରଣ

ଅନୁଗୁଳ: ୫୦ ବର୍ଷ ବା ତଦୁର୍ଦ୍ଧ ସମୟର ସ୍କୁଟର,ମୋଟର ସାଇକଲ,କାର ଯଦି ଭଲ ଅବସ୍ଥାରେ କାହା ପାଖରେ ଥାଏ ଏବଂ ଗାଡି ମାଲିକ ଯଦି ତାହାକୁ ପଞ୍ଜିକରଣ କରିବାକୁ ଚାହୁଁଛନ୍ତି ତେବେ ଏହା ଏବେ ସମ୍ଭବ ହୋଇପାରିବ। ଦେଶରେ ଓଡିଶା ହେଉଛି…

Continue Readingବହୁ ପୁରାତନ ଗାଡି ମାଲିକଙ୍କ ପାଇଁ ଖୁସି ଖବର: ଏଣିକି ହେଇ ପାରିବ ପଞ୍ଜୀକରଣ

ବାଲି ଚୋରା ଚାଲାଣ ବେଳେ ଅତର୍କିତ ଚଢ଼ଉ, ୨ ହାଇୱା ଜବତ

ଅନୁଗୁଳ: ଚୋରାବାଲି ଚାଲାଣ ବେଳେ ସୋମବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଡେରେଙ୍ଗ ଠାରେ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ହାଇୱାକୁ ଜବତ କରାଯାଇଛି। ବ୍ରାହ୍ମଣୀ ନଦୀରୁ ବାରମ୍ବାର ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେବାରୁ…

Continue Readingବାଲି ଚୋରା ଚାଲାଣ ବେଳେ ଅତର୍କିତ ଚଢ଼ଉ, ୨ ହାଇୱା ଜବତ

ଆସନ୍ତା ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ।…

Continue Readingଆସନ୍ତା ୨ ଦିନ ଘନ କୁହୁଡ଼ି

ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ତାକୁ ଯନ୍ତାରେ ରଖିବା ପରେ…

Continue Readingଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ନୂଆ ବର୍ଷରେ ମନ୍ଦିରରେ ଭକ୍ତଙ୍କ ଭିଡ଼

ଅନୁଗୁଳ: ଅନେକଙ୍କ ବିଶ୍ୱାସ ରହିଛି ସେ ଓଡ଼ିଆ ଅବା ଇଂରାଜୀ ନୂଆ ବର୍ଷ ହେଉ ପ୍ରଥମ ଦିନଟି ଯେଭଳି କଟିବ ବର୍ଷ ସାରା ସେହିଭଳି କଟିବ। ଯୋଗକୁ ଆଜି ନୂଆ ବର୍ଷରେ ଶାମ୍ବ ଦଶମୀ ପଡିଥିଲା। ସକଳ ଶକ୍ତିର ଆଧାର ସୂର୍ଯ୍ୟ…

Continue Readingନୂଆ ବର୍ଷରେ ମନ୍ଦିରରେ ଭକ୍ତଙ୍କ ଭିଡ଼

୧୬ ଶିଳ୍ପ ପ୍ରକଳ୍ପକୁ ୪୧୮୩ କୋଟି ଟଙ୍କାର ମଞ୍ଜୁରୀ

ଅନୁଗୁଳ: ରାଜ୍ୟ ସରକାରଙ୍କ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି ନିକଟରେ ୧୬ ଗୋଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୪୧୮୩ କୋଟି ଟଙ୍କା ଏଥିରେ ବିନିଯୋଗ ହେବ। ୧୩ ହଜାରରୁ ଅଧିକ ଲୋକ ଏହି ସବୁ ପ୍ରକଳ୍ପ ଗୁଡିକରେ ନିଯୁକ୍ତି…

Continue Reading୧୬ ଶିଳ୍ପ ପ୍ରକଳ୍ପକୁ ୪୧୮୩ କୋଟି ଟଙ୍କାର ମଞ୍ଜୁରୀ

ନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

ଅନୁଗୁଳ: ଆଜି ନୂଆ ବର୍ଷର ପ୍ରଥମ ଦିନରେ ଖାଲି ଯେ ମନ୍ଦିରରେ ଭିଡ଼ ଥିଲା ତା' ନୁହଁ, ଆମିଷ ବଜାରରେ ବି ନାହିଁ ନ ଥିବା ଲୋକ ଗହଳି ଦେଖିବାକୁ ମିଳିଥିଲା। ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା ହୋଇଥିଲେ…

Continue Readingନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

ନୂଆ ବର୍ଷର ଦୁଇ କାହାଣୀ…

ସତ୍ୟାନାଶ ରାଉତବାବୁ ଗୋଟେ କମ୍ପାନୀରେ ଚାକିରି କରନ୍ତି। ପରିବାରରେ ପିଲାମାନେ ଓ ସ୍ତ୍ରୀ। ଯେତେବେଳେ ସେ ତାଙ୍କ ଘରକୁ ଫେରନ୍ତି ଗୋଟେ ବୁଲା କୁକୁର ତାଙ୍କ ବାଟ ଓଗାଳି ଠିଆ ହୋଇଥାଏ। ମାଈ କୁକୁର ଟାର ନାଁ ଗେଲହି। ଖାଇବାକୁ ଦିଅ…

Continue Readingନୂଆ ବର୍ଷର ଦୁଇ କାହାଣୀ…