ଅନୁଗୁଳ କପ କ୍ରିକେଟ: ଅନୁଗୁଳକୁ ହରାଇ ୟୁନିଅନ ସ୍ପୋର୍ଟିଂ ଚମ୍ପିୟାନ
ଅନୁଗୁଳ: କଦମ ପଡ଼ିଆରେ ପାଞ୍ଚ ହଜାରରୁ ଅଧିକ ଦର୍ଶକଙ୍କ କରତାଳି,ଆତସବାଜି ଓ ହ୍ୟୁମାନ ସାଗରଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନୁଗୁଳ କପ କ୍ରିକେଟ ଉଦଯାପିତ ହୋଇଯାଇଛି। ଟସ ଜିତି ପ୍ରଥମେ ଅନୁଗୁଳ ଏକାଦଶ ୨୦ଓ ଭରରେ ୪ ୱିକେଟ୍ ହରାଇ…



