ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ଥିଲେ ମହାତ୍ମା ଗାନ୍ଧୀ
ଅନୁଗୁଳ: ମାହାତ୍ମା ଗାନ୍ଧିଜୀଙ୍କର ୭୫ତମ ସହିଦ ଦିବସ ସୋମବାର ଗାନ୍ଧୀ ପାର୍କ ଠାରେ ପାଳିତ ହୋଇଯାଇଛି । ଗାନ୍ଧୀଙ୍କ ବିଚାରରେ 'ସତ୍ୟ' ହିଁ ଈଶ୍ୱର ସଦୃଶ ପରିଗଣିତ ହେଉଥିଲା । ୫.୧୭ ମିନିଟ ସମୟରେ ସର୍ବ ଧର୍ମ ପ୍ରାର୍ଥନା ଗାନ କରାଯାଇଥିଲା,…




