ବାଲି ଚୋରା ଚାଲାଣ ବେଳେ ଅତର୍କିତ ଚଢ଼ଉ, ୨ ହାଇୱା ଜବତ
ଅନୁଗୁଳ: ଚୋରାବାଲି ଚାଲାଣ ବେଳେ ସୋମବାର ଅନୁଗୁଳ ସଦର ଥାନା ଅନ୍ତର୍ଗତ ଡେରେଙ୍ଗ ଠାରେ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ହାଇୱାକୁ ଜବତ କରାଯାଇଛି। ବ୍ରାହ୍ମଣୀ ନଦୀରୁ ବାରମ୍ବାର ଚୋରା ବାଲି ଚାଲାଣ ହେଉଥିବା ଅଭିଯୋଗ ହେବାରୁ…



