ଅବସରପ୍ରାପ୍ତ ଶିକ୍ଷା ଅଧିକାରୀଙ୍କ ପରଲୋକ
ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଆଠମଲ୍ଲିକର ପୂର୍ବତନ ଶିକ୍ଷା ଜିଲ୍ଲା ଅଧିକାରୀ ସହଦେଵ ଦାସଙ୍କ ଶନିବାର ସକାଳେ ଅମଲାପଡ଼ାସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ଘଟିଛି।ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଆଦର୍ଶ…



