ଡିଏମଏଫ୍ଟି ପକ୍ଷରୁ ଖର୍ଚ୍ଚ ହେଲାଣି ୨୦୫୮କୋଟି
ଅନୁଗୁଳ: ଅନୁଗୁଳ ଜିଲ୍ଲା ମିନେରାଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଜିଲ୍ଲାରେ ହେଉଥିବା ବିଭିନ୍ନ ପ୍ରକଳ୍ପ ବାବଦକୁ ଖର୍ଚ୍ଚ ନେଇ ସାମାଜିକ ଗଣ ମାଧ୍ୟମରେ ଭିନ୍ନଭିନ୍ନ ମତ ମନ୍ତବ୍ୟ ପ୍ରକାଶିତ ହେଉଥିବା ବେଳେ ଅସଲରେ ଜିଲ୍ଲାର ବିକାଶ ପାଇଁ କେଉଁ ବାବଦକୁ କେତେ…



