ଦିନ ଦ୍ୱିପ୍ରହରରେ ବେପାରୀଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ତଦନ୍ତ କରୁଛି ପୋଲିସ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ସ୍ଥାନୀୟ ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି। ଶୁକ୍ରବାର ବଲାଶିଙ୍ଗା ବାଲି ସାହିର ବେପାରୀ ପ୍ରକାଶ ବିଶ୍ଵାଳ ଦୋକାନ ପାଇଁ ରାସନ୍ ସାମଗ୍ରୀ ନେବାକୁ ଶାନ୍ତି ବଜାର…

Continue Readingଦିନ ଦ୍ୱିପ୍ରହରରେ ବେପାରୀଠୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ତଦନ୍ତ କରୁଛି ପୋଲିସ

କୋରିଅର ବୟ କହି ଲୁଟ ଉଦ୍ୟମ

ଅନୁଗୁଳ: ଅନୁଗୁଳ ସହରରେ ଦିନକୁ ଦିନ ନୂଆ ନୂଆ ତରିକାରେ ଲୁଟପାଟ ଓ ଚୋରି ବଢ଼ି ଚାଲିଛି। ଶିମିଳିପଡ଼ା ଖ୍ରୀଷ୍ଟିଆନ ବସ୍ତିରେ ଏଭଳି ଏକ ଲୁଟ ଉଦ୍ୟମ ଦେଖିବାକୁ ମିଳିଥିଲା। ଗୋଟିଏ ଘରେ ଜଣେ ବୃଦ୍ଧା ରହୁଥିଲେ। ସ୍ବାମୀ ଓ ପୁତ୍ରର…

Continue Readingକୋରିଅର ବୟ କହି ଲୁଟ ଉଦ୍ୟମ

ଅଭିନବ ଉପାୟରେ ମୋବାଇଲ ଲୁଟ୍

ଅନୁଗୁଳ: ଅନୁଗୁଳ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଏକ ପ୍ରତିଷ୍ଠିତ ହୋଟେଲ ସମ୍ମୁଖରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢେ଼ ସାତଟାରେ ଅଭିନବ ଉପାୟରେ ମୋବାଇଲ ଲୁଟ ହୋଇଥିବା ଖବର ମିଳିଛି। ହୋଟେଲ ମାଲିକ ସଞ୍ଜୟ ଅଗ୍ରୱାଲ ସାମନା ଦୋକାନକୁ ଯାଇ…

Continue Readingଅଭିନବ ଉପାୟରେ ମୋବାଇଲ ଲୁଟ୍

ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଅନୁଗୁଳ: ଜିଲ୍ଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକରେ ପି.ସି ଆଣ୍ଡ ପି.ଏଚ.ଡି.ଟି ଆଇନର ସଠିକ କାର୍ଯ୍ୟକାରିତାକୁ ନେଇ ଆଜି ଅପରାହ୍ନରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅଲଟ୍ରାସାଉଣ୍ଡ କ୍ଲିନିକ୍ ଗୁଡିକର ସମୀକ୍ଷା…

Continue Readingଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକ: ନିୟମ ମାନୁନଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ଆଜି ଅପରାହ୍ନରେ ସ୍ଥାନୀୟ ଏକ ହୋଟେଲରେ ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆଦାନୀ ମଧ୍ୟରେ ଥିବା ମଧୂଚନ୍ଦ୍ରିକା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଆଡଭୋକେଟ ଗୋପାଳ ନାଥଙ୍କ ସଭାପତିତ୍ଵରେ ଆୟୋଜିତ ଏହି ବୈଠକରେ…

Continue Readingଆଦାନୀ ଓ ପ୍ରଧାନମନ୍ତ୍ରୀ ଙ୍କ ମଧୁଚନ୍ଦ୍ରିକା ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ମାର୍ଚ୍ଚ ୧୫ରେ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେବ!

ଅନୁଗୁଳ: ସ୍ଥାନୀୟ ତାମ୍ରିତ୍ କଲୋନୀ ବା ୱାର୍ଡ ନମ୍ବର ୧୫ରେ ପିପିପି ମୋଡରେ ନିର୍ମାଣ ହୋଇଥିବା ନୂଆ ବସ୍ ଷ୍ଟାଣ୍ଡ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ଏଥି ନେଇ ଅନୁଗୁଳ ପୌରପାଳିକା ପକ୍ଷରୁ ଅନୁଗୁଳ ବସ୍…

Continue Readingମାର୍ଚ୍ଚ ୧୫ରେ ନୂଆ ବସ୍ ଷ୍ଟାଣ୍ଡ କାର୍ଯ୍ୟକାରୀ ହେବ!

ସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଅନୁଗୁଳ: ଚଳିତ ମାସ ୧୬ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ସ୍କୁଲ୍ ସମୂହ ସମର କଳା (ସ୍କୋଏ) ପ୍ରତିଯୋଗିତା କଟକର ସହିଦ୍ ସେମିନାର ସ୍କୁଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ବାଳକ…

Continue Readingସମର କଳା ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ୭ ପଦକ

ଜାଗର ଯାତ୍ରା ହେଲା ମହା ଯାତ୍ରା: ସଡକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖାଲଗାଁ ମୋଡ ରାସ୍ତାରେ ଶନିବାର ରାତି ପ୍ରାୟ ୧୧:୪୫ ବେଳେ ଏକ ଅଟୋକୁ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଆରୋହୀଙ୍କ ସମେତ ଅଟୋରେ ଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ତିନି ଜଣଙ୍କ…

Continue Readingଜାଗର ଯାତ୍ରା ହେଲା ମହା ଯାତ୍ରା: ସଡକ ଦୁର୍ଘଟଣାରେ ୩ ମୃତ

ଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘର ଏକ ଜରୁରୀ ବୈଠକ ଆଜି ହୋଟେଲ ଦୁର୍ଗା ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ଅନେକ ପ୍ରତିଷ୍ଠାତା ସଦସ୍ୟ ଯୋଗ ଦେଇଥିଲେ। ସଭା ଆରମ୍ଭରେ ସଦସ୍ୟମାନେ ମୁଷ୍ଟିମେୟ କର୍ମକର୍ତ୍ତା ସଂଘକୁ ନିଜ ସ୍ୱାର୍ଥ…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘର ଜରୁରୀ ବୈଠକ, ନିର୍ବାଚନ ପାଇଁ ସୁନା କଏନ ଥୋପ !!

ଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ

ଅନୁଗୁଳ: ଅନୁଗୁଳ ସଭାଘର ନିକଟରେ ଦୀର୍ଘଦିନ ହେଲା ଟୋପି ରୁମାଲ ବେଲଟ ଆଦି ବିକୁଥିବା ଦୋକାନୀ ଜଣକର ବେଳା ଆଜି ଭଲ ନଥିଲା ବୋଧ ହୁଏ। ଦୋକାନୀର ଟିକେ ଦୋଷ ମଧ୍ୟ ଅଛି। ମଉକା ଦେଖି ଝିଅ ବୋହୂଙ୍କୁ କମେଣ୍ଟ ମାରିବା…

Continue Readingଭାଲେଣ୍ଟାଇଁନ ଡେ’ ମହଙ୍ଗା ପଡିଲା: ଚପଲ ମାଡ଼ରେ ଦୋକାନୀ ଘାୟଲ