୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର କ୍ରିକେଟ ଟୁର୍ଣ୍ଣାମଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି।ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଭାରତରେ କ୍ରିକେଟର ଲୋକପ୍ରିୟତା ଏବଂ ପିଲାମାନେ…

Continue Reading୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଜିଲ୍ଲାସ୍ତରୀୟ ହ୍ୟାକାଥନ: ୨୦୨୨-୨୩ ଆୟୋଜିତ

ଅନୁଗୁଳ: ଅନୁଗୁଳ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ସକାଳେ ହ୍ୟାକାଥନ କର୍ମଶାଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ଉଦଘାଟନ କରିଥିଲେ। ସମ୍ମନିତ ଅତିଥି…

Continue Readingଜିଲ୍ଲାସ୍ତରୀୟ ହ୍ୟାକାଥନ: ୨୦୨୨-୨୩ ଆୟୋଜିତ

ସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ୩ ଟା ବେଳେ କୁରୁଡୋଲ ଆର୍ୟା ଢାବା ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସିଦ୍ଧାନ୍ତ(୩୫) ନାମକ ଯୁବକ କୁରୁଡୋଲରୁ ସ୍କୁଟର ଯୋଗେ ଅନୁଗୁଳ ଆଡକୁ ଆସୁଥିବାବେଳେ ବିପରୀତ ଦିଗରୁ ପିଣ୍ଟୁ…

Continue Readingସଡ଼କ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଅନୁଗୁଳକୁ ମଶା ମୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

ଅନୁଗୁଳ: ଅନୁଗୁଳ ପୌରପାଳିକାରେ ଲାଗି ରହିଥିବା ସମସ୍ୟାକୁ ନେଇ ଜିଲ୍ଲା କଂଗ୍ରେସ ତରଫରୁ ସାଧାରଣ ସମ୍ପାଦକ ତଥା ପୂର୍ବତନ କାଉନସିଲର ବଲବୀର ସିଂଙ୍କ ନେତୃତ୍ବରେ ନଗରପାଳଙ୍କ ଅନୁପସ୍ଥିତିରେ ପୌର ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। କଂଗ୍ରେସ କର୍ମୀଙ୍କ ଅଭିଯୋଗ…

Continue Readingଅନୁଗୁଳକୁ ମଶା ମୁକ୍ତ କରିବାକୁ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର

ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଅନୁଗୁଳ : ପାଠଶାଳା ଅନୁଷ୍ଠାନ ପକ୍ଷରୁ ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏହି ପାଠାଗାର ପକ୍ଷରୁ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ…

Continue Readingଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ଅନୁଗୁଳ: ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଯାଏ ଅନୁଗୁଳ ଠାରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗର ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। କଦମ ପଡ଼ିଆରେ ଉଦ୍ଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ ହେବ।…

Continue Readingଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

ଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ

ଅନୁଗୁଳ: ଅନୁଗୁଳ ଜିଲ୍କା ଏକ ଭୂମିକମ୍ପ ପ୍ରବଣ ଜିଲ୍ଲା। ଯୋନ ୩ ମୋଡ଼ରେଟ ରିସ୍କ ଯୋନ ଭିତରେ ଏହା ରହିଛି। ବିଶେଷକରି ବ୍ରାହ୍ମଣୀ ନଦୀର ଅବବାହିକା ଅର୍ଥାତ ଆମ ଜିଲ୍ଲାରେ ତାଳଚେର ସହର ଏଭଳି ଚଳନ ଶିଳ ଶିଳା ଉପରେ ଅବସ୍ଥିତ…

Continue Readingଭୂମିକମ୍ପରୁ ଅନୁଗୁଳ କେତେ ନିରାପଦ

ଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୋଳ ଆକାଶରେ ପଶ୍ଚିମ ଦିଗରୁ ପୂର୍ବ ଦିଗକୁ ଗତି କରୁଥିବା ଏକ ବେଲୁନ ଭଳି ପଦାର୍ଥ ଦେଖିବାକୁ ମିଳିଥିଲା । ଜଣେ ସ୍ଥାନୀୟ ଯୁବକ ଏହି ଦୃଶ୍ୟର ଭିଡିଓ ମୋବାଇଲରେ ଉତ୍ତୋଳନ କରିଥିବା ଦାବି କରିଛନ୍ତି। ଏହି…

Continue Readingଅନୁଗୁଳ ଆକାଶରେ ସନ୍ଦିଗ୍ଧ ବେଲୁନ!!

ପୂର୍ବତନ କାଉନସିଲରଙ୍କ ପରଲୋକ

ଅନୁଗୁଳ: ଅମଲା ପଡ଼ା ନିବାସୀ ଅନୁଗୁଳ ଏନ୍ଏସିର ପୂର୍ବତନ କାଉନସିଲର,ବର୍ଷୀୟାନ ସମାଜସେବୀ ସାହି ପୂଜା କମିଟିର ପ୍ରତିଷ୍ଠାତା ସଦସ୍ୟ ଏବଂ ଷ୍ଟାମ୍ପ ଭେଣ୍ଡର ବିଶ୍ଵନାଥ ଦାସଙ୍କ ଆଜି ସକାଳେ ନିଜ ବାସ ଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨…

Continue Readingପୂର୍ବତନ କାଉନସିଲରଙ୍କ ପରଲୋକ

ଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ

ଅନୁଗୁଳ: ଅନୁଗୁଳ ସଦର ଥାନା ଛେଳିଆପଡ଼ା ଗାଁରେ ଆଜି ପୂର୍ବ ଶତ୍ରୁତାକୁ ନେଇ ପଡ଼ୋଶୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ପଡ଼ୋଶୀ। ଘରକୁ ଲାଗିଥିବା ରାସ୍ତାକୁ ନେଇ ଗାଁର ଯୁଧିଷ୍ଠିର ପ୍ରଧାନଙ୍କର ପଡ଼ୋଶୀ ଜିତୁ ପ୍ରଧାନଙ୍କ ସହ ପୂର୍ବରୁ ବିବାଦ ଥିଲା।…

Continue Readingଜମି ବାଡ଼ି ବିବାଦ: ପଡ଼ୋଶୀଙ୍କ ଠେଙ୍ଗା ମାଡ଼ରେ ଗଲା ଜଣକ ଜୀବନ