ଆସନ୍ତା ୧୦ ତାରିଖରୁ ରାଜ୍ୟସ୍ତରୀୟ ସ୍କୁଲ କ୍ରିକେଟ

0

ଅନୁଗୁଳ: ଆସନ୍ତା ୧୦ ତାରିଖରୁ ୧୪ ତାରିଖ ଯାଏ ଅନୁଗୁଳ ଠାରେ ୧୭ ବର୍ଷରୁ କମ ବାଳିକା ଓ ବାଳକ ବିଭାଗର ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। କଦମ ପଡ଼ିଆରେ ଉଦ୍ଘାଟନ ଓ ଉଦଯାପନ ସମାରୋହ ଅନୁଷ୍ଠିତ ହେବ। ୬ଟି ପଡ଼ିଆରେ ଖେଳ ଅନୁଷ୍ଠିତ ହେବ। ୩୦ଟି ଜିଲ୍ଲା ଓ ଭୁବନେଶ୍ୱର ସର୍କଲରୁ ଖେଳାଳି ମାନେ ଆସିବାର କାର୍ଯ୍ୟକ୍ରମ ରହିଛି।ଟୁର୍ଣ୍ଣାମେଂଟ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।

Leave A Reply

Your email address will not be published.

error: Content is protected !!