ଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ବାଇପାସ୍ ଗ୍ରୀନପାର୍କ ହୋଟେଲ୍ ନିକଟରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢେ଼ ବାରଟା ବେଳେ ଏକ କୋଇଲା ବୋଝେଇ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ପରଜଙ୍ଗ ଥାନା ଡ଼ମ୍ୱଳ ଗାଁର ନରୋତ୍ତମ…

Continue Readingଟ୍ରକ୍ ଧକ୍କାରେ ବ୍ୟବସାୟୀ ମୃତ

ପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ଅନୁଗୁଳ: ଫେବୃୟାରୀ ୭ ତାରିଖ ସନ୍ଧ୍ୟାରେ ଦୁର୍ଘଟଣାରେ ଆହତ ଜଣେ ରୋଗୀଙ୍କ ପକେଟ୍‌ରୁ ୮୦୦ ଟଙ୍କା ନେବା ଘଟଣାରେ ଅନୁଗୁଳ ହସ୍ପିଟାଲର ଜଣେ ହେଲ୍ପ ଡେସ୍କ କର୍ମଚାରୀଙ୍କୁ କାମରୁ ବାହାର କରି ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଉକ୍ତ ଦିନ ଅପରାହ୍ନରେ ଜରପଡା…

Continue Readingପକେଟ୍‌ମାର ଅଭିଯୋଗରେ ହସ୍ପିଟାଲ କର୍ମଚାରୀ ବହିଷ୍କୃତ

ଅନୁଗୁଳ ହସ୍ପିଟାଲରେ ଖୋଲିଲା କିନ୍ନର ୱାର୍ଡ, ଓଡ଼ିଶାରେ ପ୍ରଥମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇପିଡି କୋଠାରେ କିନ୍ନରଙ୍କ ପାଇଁ ଗୁରୁବାର ଏକ ସ୍ବତନ୍ତ୍ର ୱାର୍ଡ ଉଦ୍‌ଘାଟିତ ହୋଇଯାଇଛି।କିନ୍ନରଙ୍କ ପାଇଁ ଏଭଳି ସ୍ବତନ୍ତ୍ର ୱାର୍ଡ ଓଡ଼ିଶାରେ ପ୍ରଥମଥର ପାଇଁ ଖୋଲା ଯାଇଛି ବୋଲି କୁହା ଯାଉଛି। ଏଭଳି ଏକ ୱାର୍ଡ…

Continue Readingଅନୁଗୁଳ ହସ୍ପିଟାଲରେ ଖୋଲିଲା କିନ୍ନର ୱାର୍ଡ, ଓଡ଼ିଶାରେ ପ୍ରଥମ

ଗ୍ୟାସ ଦୋକାନ ଜଳିଗଲା

ଅନୁଗୁଳ: ଅନୁଗୁଳ ସହର ଶିକ୍ଷକପଡ଼ା ଇକୋ ପାର୍କ ସାମନାରେ ଥିବା ଏକ ଗ୍ୟାସ ଷ୍ଟୋଭ ମରାମତି ଦୋକାନରେ ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ବେଳେଅ ଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଜଳି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଖବର ପାଇ ଅନୁଗୁଳ…

Continue Readingଗ୍ୟାସ ଦୋକାନ ଜଳିଗଲା

ହୋଟେଲରୁ ସାପ ଉଦ୍ଧାର କଲେ ଆଦିତ୍ୟ

ଅନୁଗୁଳ: ଅନୁଗୁଳ ବିଏଡ୍ କଲେଜ୍ ନିକଟସ୍ଥ ଶ୍ରୀକ୍ଷେତ୍ର ହୋଟେଲରୁ ବୁଧବାର ସକାଳେ ଏକ ବିଷ ହୀନ ସର୍ପକୁ ଉଦ୍ଧାର କରାଯାଇଛି। ସକାଳ ବେଳା ହୋଟେଲର ରୋଷେଇ କାମ ଚାଲିଥିବା ବେଳେ ହଠାତ୍ ଏକ ତିନି ଫୁଟିଆ ସାପକୁ ଦେଖି କର୍ମଚାରୀମାନେ ଡରିଯାଇଥିଲେ।…

Continue Readingହୋଟେଲରୁ ସାପ ଉଦ୍ଧାର କଲେ ଆଦିତ୍ୟ

ଘର କବାଟ ଭାଙ୍ଗି ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ପେଟିଗାଡ଼ିଆ ଗାଁରେ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି। ସୂଚନା ମୁତାବକ, ଗାଁର ଦିଲିପ କୁମାର ସାହୁଙ୍କ ଘର କବାଟ ଭାଙ୍ଗି ଆଲମାରୀରୁ ଗୋଟିଏ ସୁନା ଚେନ୍, କାନ ଫୁଲ ଗୋଟିଏ ସେଟ୍,…

Continue Readingଘର କବାଟ ଭାଙ୍ଗି ଚୋରି

ଫେବୃଆରୀ ୧୦ ତାରିଖରେ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର

ଅନୁଗୁଳ: ଆସନ୍ତା ଫେବୃୟାରୀ ୧୦ ତାରିଖରେ ଅନୁଗୁଳ ଶଙ୍କର ସିନେମା ରୋଡସ୍ଥିତ କାମଧେନୁ ଆୟୁର୍ବେଦ ଭବନ ଠାରେ ଏକ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର ଆୟୋଜିତ ହେଉଚି। ଶ୍ରୀ ଶ୍ରୀ ରବିଶଙ୍କରଙ୍କ ବାଙ୍ଗାଲୋର ସ୍ଥିତ ଆଶ୍ରମର ସୂପ୍ରସିଦ୍ଧ ବୈଦ୍ୟରାଜ୍ ଡା…

Continue Readingଫେବୃଆରୀ ୧୦ ତାରିଖରେ ନାଡି ପରୀକ୍ଷଣ ଓ ଚିକିତ୍ସା ଶିବିର

ସ୍କୁଲ ଖୋଲିଲା ପ୍ରଥମ ଦିନର ଉପସ୍ଥାନ ଉତ୍ସହପ୍ରଦ

ଅନୁଗୁଳ: ଦୀର୍ଘଦିନର ବ୍ୟବଧାନ ପରେ ସୋମବାର ରାଜ୍ୟରେ ଅଷ୍ଟମ ରୁ ଦ୍ଵାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିଛି। ଅନେକ ଅଭିଭାବକ ସ୍କୁଲ ଖୋଲିବାକୁ ପସନ୍ଦ କରିଥିବାବେଳେ ଅନୁଗୁଳ ଜିଲ୍ଲାରେ ପ୍ରଥମ ଦିନର ଉପସ୍ଥାନକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ବେଶ୍ ଉତ୍ସାହିତ…

Continue Readingସ୍କୁଲ ଖୋଲିଲା ପ୍ରଥମ ଦିନର ଉପସ୍ଥାନ ଉତ୍ସହପ୍ରଦ

ମଦ ମାଫିଆ ଜୟପ୍ରକାଶର ପତ୍ତାମିଳୁନି

ଅନୁଗୁଳ: କୁଖ୍ୟାତ ମଦ ମାଫିଆ ଜୟପ୍ରକାଶ ଅନୁଗୁଳରୁ ଫେରାର ହେବା ପ୍ରାୟ ୩୬ ଘଣ୍ଟା ହେଲାଣି ହେଲେ ଅବକାରୀ ବିଭାଗର ହାତ ଖାଲି। ଜଣେ ଅଧିକାରୀ କହିଛନ୍ତି ବାଲେଶ୍ଵର, ଭଦ୍ରକ, କଟକ, ଅନୁଗୁଳ ଓ ସମ୍ବଲପୁରର ଅବକାରୀ ବିଭାଗ ଦିନରାତି ଏକ…

Continue Readingମଦ ମାଫିଆ ଜୟପ୍ରକାଶର ପତ୍ତାମିଳୁନି

ଗାଇଡଲାଇନ୍ ଉଲ୍ଲଂଘନ, ସୁରକ୍ଷାକୁ ଫୁ

ଅନୁଗୁଳ: ଅନୁଗୁଳ ସହରରେ ଗାଇଡଲାଇନ ଉଲ୍ଲଂଘନ କରି ଅତ୍ୟନ୍ତ ବିପଦସଙ୍କୁଳ ଭାବେ ୧୧ କେଭି ତାର ଟଣା ଚାଲିଛି। କିଛି ପ୍ରତିଷ୍ଠିତ ବ୍ୟବସାୟିକ ସଂସ୍ଥାକୁ ବିଦ୍ୟୁତ୍ ସଂଯୋଗ ଦେବା ପାଇଁ ଏଭଳି କାରସାଦି କରାଯାଉଥିବା ଅଭିଯୋଗ ହେଉଛି। ପ୍ରଥମେ ବସ ଷ୍ଟାଣ୍ଡ…

Continue Readingଗାଇଡଲାଇନ୍ ଉଲ୍ଲଂଘନ, ସୁରକ୍ଷାକୁ ଫୁ