ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ବୁଧବାର ଜବର ଦଖଲ ଉଚ୍ଛେଦ କରାଯାଇଛି। ସୂଚନା ମୁତାବକ, ଗତ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିବୈଠକରେ ଏହି ଉଚ୍ଛେଦ ନେଇ ପ୍ରସ୍ତାବ ଗୃହୀତ ହେବ ପରେ ଅନୁଗୁଳ ପୌରପାଳିକା ତରଫରୁ ଏହି ଉଚ୍ଛେଦ କରାଯାଇଛି।…




