ଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ

ଅନୁଗୁଳ: ଅନୁଗୁଳ ସହର ଥାନା ଛକରେ ଗୋଟିଏ ବଡ ଗର୍ତ୍ତ ଦେଖିବାକୁ ମିଳୁଛି। ଦେଢ଼ ଫୁଟର ଏଇ ଗାତ ଦୀର୍ଘ ଦିନ ହେଲାଣି ରହିଛି। ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ। ପ୍ରତିଦିନ ଏଇ ରାସ୍ତାରେ ଶହ ଶହ ଗାଡି ଚାଳ…

Continue Readingଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ

ବାର ବର୍ଷ ପରେ ଅନ୍ଧାର କୋଠରୀରୁ ବାହାରିଲେ ମାନସିକ ବିକାରଗ୍ରସ୍ତ ରଶ୍ମିତା

ଅନୁଗୁଳ: ବାର ବର୍ଷ ଧରି ଏକ କୋଠରୀରେ ବନ୍ଦ ଥିବା ଜଣେ ଯୁବତୀଙ୍କୁ ଆଜି ଉଦ୍ଧାର କରିଛନ୍ତି ସ୍ବେଚ୍ଛାସେବୀ। ଅସହାୟ ଯୁବତୀଙ୍କୁ ଆଜି ସେମାନେ ଚମ୍ପାପୋସି ସ୍ଥିତ ମିଶନ ଆଶ୍ରାରେ ଭର୍ତ୍ତି କରାଇଛନ୍ତି। ସୂଚନା ମୁତାବକ, ତାଳଚେର ସଦର ଲୁହୁଣ୍ଡି ଗାଁର…

Continue Readingବାର ବର୍ଷ ପରେ ଅନ୍ଧାର କୋଠରୀରୁ ବାହାରିଲେ ମାନସିକ ବିକାରଗ୍ରସ୍ତ ରଶ୍ମିତା

ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଠାରେ ଗୁରୁବାର ସହିଦ ଦେବାଶିଷ ସେଠୀଙ୍କ ପ୍ରତି ମୂର୍ତି ଉନ୍ମୋଚିତ କରିଛନ୍ତି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଏସ୍‌ପି ଜଗମୋହନ ମୀନା । ଏ ଅବସରରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସ୍ଥାନୀୟ ବାସିନ୍ଦା…

Continue Readingସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତି ଉନ୍ମୋଚିତ

ଅନୁଗୁଳ ପୌରପାଳିକାରୁ ବିଦା ହେଲେ ୩ କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ତଥା ଡୁଡାର ଅଧ୍ୟକ୍ଷ ସିଦ୍ଧର୍ଥ ଶଙ୍କର ସ୍ୱାଇଁ ଜିଲ୍ଲାର ବିଭିନ୍ନ ଅର୍ବାନ ଲୋକାଲ ବଡିର କର୍ମଚାରୀ ମାନଙ୍କୁ ବଦଳି କରିଛନ୍ତି। ଜିଲ୍ଲାର ମୋଟ ଆଠ ଜଣଙ୍କୁ ସେମାନଙ୍କ ସିଟରୁ ସ୍ଥାନାନ୍ତର କରାଯାଇଛି।ଅନୁଗୁଳ ପୌରପାଳିକାର ସିଓ ପ୍ରୀତିନନ୍ଦା ପ୍ରଧାନଙ୍କୁ…

Continue Readingଅନୁଗୁଳ ପୌରପାଳିକାରୁ ବିଦା ହେଲେ ୩ କର୍ମଚାରୀ

ଅନୁଗୁଳରେ ୭ ସନ୍ଦିଗ୍ଧ ଏଚ୍‌ଏଫ୍‌ଏମ୍ ରୋଗୀ

ଅନୁଗୁଳ:ଭୁବନେଶ୍ୱରରେ ପିଲାମାନଙ୍କୁ ହେଉଥିବା ଏଚ୍‌ଏଫ୍‌ଏମ୍ ରୋଗ ଦେଖାଯିବା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସବୁ ଜିଲ୍ଲାକୁ ଏଥିନେଇ ଆଲର୍ଟ କରିଥିଲା। ଏହି କ୍ରମରେ ଜିଲ୍ଲା ସମନ୍ବିତ ରୋଗ ସତର୍କତା ବିଭାଗ ପକ୍ଷରୁ ଅନୁଗୁଳର ସାତ ଜଣ ସନ୍ଦିଗ୍ଧ ରୋଗୀଙ୍କ ସ୍ୱାବ ଭୁବନେଶ୍ୱର…

Continue Readingଅନୁଗୁଳରେ ୭ ସନ୍ଦିଗ୍ଧ ଏଚ୍‌ଏଫ୍‌ଏମ୍ ରୋଗୀ

‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

ଅନୁଗୁଳ: ରଚନା ଲେଖି ଚର୍ଚ୍ଚାରେ ଛାତ୍ର। ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଇଂରାଜୀରେ ଏମିତି ରଚନା ଲେଖିଲେ ଯେ ରାତାରାତି ହୋଇଗଲେ ଭାଇରାଲ। ଆଉ ତାଙ୍କ ଲେଖାର ଚର୍ଚ୍ଚା ଏବେ ଚାରିଆଡ଼େ ହେଉଛି। ସୂଚନା ମୁତାବକ, ମାଟ୍ରିକ ପରୀକ୍ଷାରେ ଇଂରାଜୀରେ ରଚନା ପଡ଼ିଥିଲା…

Continue Reading‘ସେ ବ୍ରାହ୍ମଣ ଆଉ ମୁଁ ଗୁଡ଼ିଆ, ଏଇଟା ବୋଧେ ଆମ ପ୍ରେମରେ ସାଜୁଛି ଅଡ଼ୁଆ… ‘; ରଚନାରେ ପ୍ରେମିକା କଥା ଲେଖି ଚର୍ଚ୍ଚାରେ ମାଟ୍ରିକ ପରୀକ୍ଷାର୍ଥୀ

ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଇନଡୋର ହଲରେ ଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ଯୋଗାସନ ଦେହ ଓ ମନକୁ ସୁସ୍ଥ ରଖେ, ତେଣୁ ପିଲାମାନେ…

Continue Readingଜିଲ୍ଲା ସ୍ତରୀୟ ଯୋଗ ଅଲିମ୍ପିଆଡ଼ ଅନୁଷ୍ଠିତ

କରୋନା କଷଣ : ପରିବା ବିକୁଛନ୍ତି ପାଲା ଗାୟକ

ଅନୁଗୁଳ: ଧୀରେ ଧୀରେ କରୋନା କଟକଣା କମୁଥିଲେ ବି ଏହି ମହାମାରୀ ଅନେକ ଲୋକଙ୍କ ବେଉସା ଉଜାଡ଼ି ଦେଇଛି। ଫଳରେ ତଳିତଳାନ୍ତ ହୋଇଯାଇଛି ଅନେକ ପରିବାର। କରୋନା ମାଡ଼ରେ ଅନେକ ଲୋକଙ୍କ ବୃତ୍ତି ଓ ପେସା ବଦଳିଯାଇଛି। ଆର୍ଥିକ ମେରୁଦଣ୍ଡ ଭାଙ୍ଗି…

Continue Readingକରୋନା କଷଣ : ପରିବା ବିକୁଛନ୍ତି ପାଲା ଗାୟକ

ରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଚିନ୍ମୟୀ

ଅନୁଗୁଳ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଓଡିଶା ରାଜଭବନ ପରିସରରେ ରାଜ୍ୟର କିଛି ପ୍ରତିଭାସଂପନ୍ନ ବ୍ୟକ୍ତିବିଶେଷଙ୍କ ସହ ମହାମହିମ ରାଜ୍ୟପାଳ ଗଣେଶି ଲାଲଙ୍କ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୋମବାର ଅପରାହ୍ନ ସାଢେ ଚାରିଟାରେ ଆୟୋଜିତ ଏହି ବୈଠକରେ…

Continue Readingରାଜ୍ୟପାଳଙ୍କ ସହ ଭାବ ବିନିମୟ କଲେ ଚିନ୍ମୟୀ

ଅଂଶୁଘାତରେ ବରିଷ୍ଠ ଗୋଇନ୍ଦା ଅଧିକାରୀଙ୍କ ମୃତ୍ୟୁ

ଅନୁଗୁଳ: ଭୁବନେଶ୍ୱର ସେଣ୍ଟ୍ରାଲ ଇନଟେଲିଜେନ୍ସ ବ୍ୟୁରୋର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ ପାତ୍ରଙ୍କ ଅଂଶୁଘାତରେ ଶନିବାର ମୃତ୍ୟୁ ହୋଇଥିବା ପରିବାରପକ୍ଷରୁ ଅଭିଯୋଗ ହେଇଛି। ସୂଚନା ମୁତାବକ, ସେ ଶନିବାର ସକାଳେ ଭୁବନେଶ୍ୱରରୁ ଏକ ସ୍କୁଟରରେ ଅନୁଗୁଳ ରାଣୀଗୋଡ଼ାରେ ଥିବା ଶ୍ୱଶୁର ଘରକୁ…

Continue Readingଅଂଶୁଘାତରେ ବରିଷ୍ଠ ଗୋଇନ୍ଦା ଅଧିକାରୀଙ୍କ ମୃତ୍ୟୁ