ବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

ଅନୁଗୁଳ: ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। ଏଥରକ ପାର୍କିଂ ସ୍ଥଳରେ ଗଜ୍ କନା ବାନ୍ଧି ଚର୍ଚ୍ଚାରେ ରହିଛି ବଡ଼ ମେଡିକାଲ। ଏଠାରେ…

Continue Readingବାଃରେ ଡାକ୍ତରଖାନା! ରୋଗୀଙ୍କ ଗଜ୍ କପଡ଼ା ଗୁଡ଼ାଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ପାର୍କିଂ ସ୍ଥଳ

ଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ

ଅନୁଗୁଳ: ସୋମବାର ଅପରାହ୍ନରେ ଅନୁଗୁଳ ଥାନା ଛକ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ସ୍କୁଲ ଛାତ୍ରର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ, ତେର ବର୍ଷୀୟ ସ୍କୁଲ ଛାତ୍ର ଆୟୁଷ କୁମାର ଯାଦବ ତାଙ୍କ ସାନ ଭାଇ ସହ ଦୁଇଟି ସାଇକଲ…

Continue Readingଟ୍ରକ ଧକ୍କାରେ ସ୍କୁଲ ଛାତ୍ର ମୃତ

ଅନୁଗୁଳ କ୍ରିକେଟ ସଙ୍ଘ କୋଷାଧ୍ୟକ୍ଷଙ୍କ ଇସ୍ତଫା

ଅନୁଗୁଳ: ବାରବାଟୀରେ ରବିବାର ଭାରତ ବନାମ ଦକ୍ଷିଣ ଆଫ୍ରିକା ୨୦-୨୦ କ୍ରିକେଟ ମ୍ୟାଚ ପାଇଁ ଅନୁଗୁଳ କ୍ରିକେଟ ଆସୋସିଏସନକୁ ଆସିଥିବା ପାସ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ସଂଘର କୋଷାଧ୍ୟକ୍ଷ ରଞ୍ଜନ କୁମାର ଧୀରସାମନ୍ତ ନିଜ ପଦବୀରୁ ଇସ୍ତଫା ଦେଇଥିବା ଏଟିଭିକୁ…

Continue Readingଅନୁଗୁଳ କ୍ରିକେଟ ସଙ୍ଘ କୋଷାଧ୍ୟକ୍ଷଙ୍କ ଇସ୍ତଫା

ପ୍ରେମରେ ଅନ୍ଧ ପ୍ରେମୀଯୁଗଳ ବିଷ ପିଇଲେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡ଼ା ଅଞ୍ଚଳର ପ୍ରେମୀ ଯୁଗଳ ବିଷ ପିଇ ଗୁରୁତର। ସୂଚନା ଯେ, ତୁକୁଡ଼ା ଅଞ୍ଚଳର ମହିଳାଙ୍କ ବୟସ ପ୍ରାୟ ଚାଳିଶି। ସ୍ୱାମୀ ବାଙ୍ଗାଲୋରରେ ଚାକିରୀ କରନ୍ତି। ଘରେ ଦୁଇଟି ଛୋଟ ଝିଅ ସହ…

Continue Readingପ୍ରେମରେ ଅନ୍ଧ ପ୍ରେମୀଯୁଗଳ ବିଷ ପିଇଲେ

ଜିଲ୍ଲାରେ ପ୍ରଚଳନ ହେବ ଓଡ଼ିଆ ନୋଟିଙ୍ଗ ଓ ଡ୍ରାଫଟିଂ

ଅନୁଗୁଳ: ଓଡିଶା ଭାଷା ପ୍ରତିଷ୍ଠାନ ପକ୍ଷରୁ ରାଜ୍ୟର ସବୁ କାର୍ଯ୍ୟାଳୟରେ ଫାଇଲ କାର୍ଯ୍ୟ ଏଣିକି ଓଡ଼ିଆରେ କରାଯିବାକୁ ନିଷ୍ପତ୍ତି ନିଆଯିବା ପରେ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠି ସଂଖ୍ୟା ୨୩୪ ତା ୪.୬.୨୦୨୨ ଅନୁସାରେ ସବୁ ବିଭାଗକୁ ଚିଠି କରାଯାଇ…

Continue Readingଜିଲ୍ଲାରେ ପ୍ରଚଳନ ହେବ ଓଡ଼ିଆ ନୋଟିଙ୍ଗ ଓ ଡ୍ରାଫଟିଂ

ଯୁବତୀକୁ ଫ୍ଲାଇଂକିସ ଦେଇ ନିର୍ଧୁମ ଛେଚା ଖାଇଲେ

ଅନୁଗୁଳ: ଗୁରୁବାର ସମୟ ସକାଳ ପ୍ରାୟ ୬ଟା, ଅନୁଗୁଳ ବସ ଷ୍ଟାଣ୍ଡରେ ମହାନ୍ତି ବସରେ ଯିବା ପାଇଁ ଅପେକ୍ଷା କରିଥାନ୍ତି ଜଣେ ଯୁବତୀ। ସୁନ୍ଦରୀ ଯୁବତୀଙ୍କୁ ଏକୁଟିଆ ଦେଖି ସେଠାରେ ବୁଲୁଥିବା ଜଣେ ଗଞ୍ଜୋଡ ଯୁବକ ଯୁବତୀ ଜଣ କୁ ଫ୍ଲାଇଂକିସ…

Continue Readingଯୁବତୀକୁ ଫ୍ଲାଇଂକିସ ଦେଇ ନିର୍ଧୁମ ଛେଚା ଖାଇଲେ

ଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ଅନୁଗୁଳ:ଦୀର୍ଘଦିନ ଧରି ଉଠା ଫଳ ଦୋକାନୀଙ୍କ ବିରୁଦ୍ଧରେ ଅଭିଯୋଗ ହେବା ପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଆଜି ସେମାନଙ୍କୁ ହଟାଇ ଦିଆଯାଇଛି। ଅନୁଗୁଳ ପୋଷ୍ଟ ଅଫିସ ସାମନା, ବସ ଷ୍ଟାଣ୍ଡ ଭିତରେ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଠେଲାରେ ବିକୁଥିବା…

Continue Readingଉଠା ଫଳ ଦୋକାନୀଙ୍କୁ ହଟାଇଲା ପୌରପାଳିକା

ସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ସ୍ଥାନୀୟ ମାନବ ସେବାଶ୍ରମର ମୁଖ୍ୟ ଚିନ୍ମୟୀ ଦାସଙ୍କୁ ଡାକ୍ତରଖାନାରେ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଚିନ୍ମୟୀ ଦାସ ଆଶ୍ରମର ଜଣେ ମହିଳା ଅନ୍ତେବାସୀ ରେଣୁବାଳା ସାହୁ(୭୦) ଙ୍କୁ ଅସୁସ୍ଥ ଅବସ୍ଥାରେ…

Continue Readingସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଅନୁଗୁଳ: ଗତ କିଛିଦିନ ଧରି ଓଡିଶା ସାରା ଶିଶୁ ଶ୍ରମିକ ନିୟୋଜନ ବିରୁଦ୍ଧରେ ଶ୍ରମ ବିଭାଗ ପକ୍ଷରୁ ଅପରେସନ ଆରମ୍ଭ ହୋଇଛି। ଏହି କ୍ରମରେ ଅନୁଗୁଳରେ ବର୍ତମାନ ସୁଦ୍ଧା ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ଚାଇଲଡ଼ ଲାଇନ ରେ…

Continue Readingଛେଣ୍ଡିପଦାରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

ଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’

ଅନୁଗୁଳ: ବିଶ୍ୱ ପରିବେଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତଥା ଅନୁଗୁଳ ପୌରପାଳିକା ପକ୍ଷରୁ ଏକ ଇକୋ ଫ୍ରେଣ୍ଡଲି ଆଉଟ ଲେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅମଲାପଡ଼ା ଥାର୍ଡ ଲାଇନରେ ଖୋଲିବାକୁ ଥିବା ଏହି ବହୁମୁଖୀ ଆଉଟଲେଟ ଖାଲି ଜିଲ୍ଲା…

Continue Readingଖୁବ ଶୀଘ୍ର ଉଦ୍‌ଘାଟିତ ହେବ ବହୁମୁଖୀ ଦୋକାନ ‘‌ସାଇକ୍ଲୁ’