ଶିକ୍ଷୟିତ୍ରୀଙ୍କ ବିୟୋଗରେ ଶୋକସଭା

ଅନୁଗୁଳ: ବନ୍ତଳା ବେଡା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡ଼ନାୟକଙ୍କ ଅକାଳ ବିୟୋଗରେ ତାଙ୍କ କୋଶଳା ସ୍ଥିତ ବାସ ଭବନରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଆଜି ଆୟୋଜିତ ଏହି ସଭାରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ…

Continue Readingଶିକ୍ଷୟିତ୍ରୀଙ୍କ ବିୟୋଗରେ ଶୋକସଭା

ଅନୁଗୁଳ ଟ୍ରକ ମାଲିକ ସଂଘ ବିବାଦ ତେଜିଲା

ଅନୁଗୁଳ: ଜିଲ୍ଲା ଟ୍ରକ ମାଲିକ ସଂଘରେ ଲକ୍ଷାଧିକ ଟଙ୍କାର ଅନିୟମିତତା ହୋଇଥିବା ନେଇ ଏଟିଭି ରେ ଗତ ୨୦ ତାରିଖରେ ଖବର ପ୍ରକାଶିତ ହେବା ପରେ ଆଜି ଏଥିନେଇ ମୁହଁ ଖୋଲିଛନ୍ତି ସଂଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ। ଏଟିଭି…

Continue Readingଅନୁଗୁଳ ଟ୍ରକ ମାଲିକ ସଂଘ ବିବାଦ ତେଜିଲା

ନବକୃଷ୍ଣଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ଅନୁଗୁଳ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସନ୍ଥ ରାଜନୀତିଜ୍ଞ ତଥା ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୩୮ତମ ପୁଣ୍ୟ ତିଥି ଅବସରରେ  ଶୁକ୍ରବାର ଅନୁଗୁଳ ମେଡ଼ିକାଲ ରକ୍ତଦାନ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନୁଗୁଳ ପୌରାଧ୍ୟକ୍ଷ…

Continue Readingନବକୃଷ୍ଣଙ୍କ ପୁଣ୍ୟତିଥିରେ ରକ୍ତଦାନ ଶିବିର

ବିଦେଶରୁ ଅଜସ୍ର ପ୍ରଶଂସା ସାଉଁଟି ଫେରିଲା ନୃତ୍ୟନିଳୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତଥା ଜିଲ୍ଲା ବାହାରେ ପ୍ରାୟ ତିରିଶ ବର୍ଷ ଧରି ପାଞ୍ଚ ଶହରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀଙ୍କୁ ଓଡ଼ିଶୀ ନୃତ୍ୟ ଶିକ୍ଷା ଦାନ ଦେଇଥିବା ନୃତ୍ୟନୀଳୟ ଏବେ ବିଦେଶରେ ଅଜସ୍ର ପ୍ରଶଂସା ସାଉଁଟିଛନ୍ତି। ଗତ ଜୁନ ୨୦ ରୁ…

Continue Readingବିଦେଶରୁ ଅଜସ୍ର ପ୍ରଶଂସା ସାଉଁଟି ଫେରିଲା ନୃତ୍ୟନିଳୟ

ଜାତୀୟ ମୁଆଥାଈ ପ୍ରତିଯୋଗିତାରେ ଅନୁଗୁଳ ଜିତିଲା ୬ ସ୍ବର୍ଣ୍ଣ, ବିଜୟୀଙ୍କୁ ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଅନୁଗୁଳ: ୟୁନାଇଟେଡ ମୁଆଥାଈ ଆସୋସିଏସନ୍ ପକ୍ଷରୁ ମଧ୍ୟପ୍ରଦେଶ ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇନଡୋର ଷ୍ଟାଡ଼ିୟମରେ ଜୁନ ୧୬ ରୁ ୨୨ ଯାଏଁ ଆୟୋଜିତ ହୋଇଛି ଜାତୀୟ ମୁଆଥାଈ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶା ମୁଆଥାଈ ୟୁନିୟନ ତରଫରୁ…

Continue Readingଜାତୀୟ ମୁଆଥାଈ ପ୍ରତିଯୋଗିତାରେ ଅନୁଗୁଳ ଜିତିଲା ୬ ସ୍ବର୍ଣ୍ଣ, ବିଜୟୀଙ୍କୁ ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ବୁଧବାର ଜବର ଦଖଲ ଉଚ୍ଛେଦ କରାଯାଇଛି। ସୂଚନା ମୁତାବକ, ଗତ ମଙ୍ଗଳବାର ରୋଗୀ କଲ୍ୟାଣ ସମିତିବୈଠକରେ ଏହି ଉଚ୍ଛେଦ ନେଇ ପ୍ରସ୍ତାବ ଗୃହୀତ ହେବ ପରେ ଅନୁଗୁଳ ପୌରପାଳିକା ତରଫରୁ ଏହି ଉଚ୍ଛେଦ କରାଯାଇଛି।…

Continue Readingଜିଲ୍ଲା ଚିକିତ୍ସାଳୟ ପାର୍ଶ୍ବରୁ ଜବର ଦଖଲ ଉଚ୍ଛେଦ

ନାବାଳିକାଙ୍କୁ ଅସଦାଚରଣ କରି ଯୁବକ ଗିରଫ

ଅନୁଗୁଳ: ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଅନୁଗୁଳ ଟାଉନ୍ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସୂଚନା ଅନୁସାରେ, ବନ୍ତଳା ଅଞ୍ଚଳର ଜଣେ ନାବାଳିକାଙ୍କୁ ତାଙ୍କ ଗାଁର ଜଣେ ଯୁବକ ଅନୁଗୁଳ ବସଷ୍ଟାଣ୍ଡରେ ଅସଦାଚରଣ କରିଥିଲେ। ତାଙ୍କୁ…

Continue Readingନାବାଳିକାଙ୍କୁ ଅସଦାଚରଣ କରି ଯୁବକ ଗିରଫ

ଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏନ୍‌ଏଚ୍‌ଏମ୍ ଟ୍ରେନିଂ ହଲ ଠାରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଯାଇଅଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଅତ୍ୟାଧୁନିକ ଚିକିତ୍ସାଳୟରେ ପରିଣତ କରିବା ପାଇଁ ବୈଠକରେ ବହୁ ପ୍ରସ୍ତାବ ଗୃହିତ ହୋଇଛି।…

Continue Readingଜିଲ୍ଲା ରୋଗୀ କଲ୍ୟାଣ ସମିତି ବୈଠକ

ଶିକ୍ଷୟିତ୍ରୀଙ୍କ ଅକାଳ ଵିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ବେଡ଼ା ଶାସନ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଏଲୋରା ଯଶମାଳିନୀ ଗଡନାୟକଙ୍କ ଗତ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା।…

Continue Readingଶିକ୍ଷୟିତ୍ରୀଙ୍କ ଅକାଳ ଵିୟୋଗ

ଟ୍ରକ ମାଲିକ ସଂଘରେ ୧୪ ଲକ୍ଷ ଟଙ୍କାର ଅନିୟମିତତା

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ପ୍ରାୟ ୧୪ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ୨୦୨୦-୨୧ ଆର୍ଥିକ ବର୍ଷ ଆୟ ବ୍ୟୟର ଅଡିଟ କରାଇବା ପାଇଁ ଦଲିଲ ପ୍ରସ୍ତୁତ ବେଳେ ଏହି ବିପୁଳ ଆର୍ଥିକ ଅନିୟମିତତା ପଦାକୁ ଆସିଥିଲା।…

Continue Readingଟ୍ରକ ମାଲିକ ସଂଘରେ ୧୪ ଲକ୍ଷ ଟଙ୍କାର ଅନିୟମିତତା