ତାଳଚେର ଖାଳପାଳରେ ନିର୍ମାଣ ହେବ ଆନିକଟ
ଅନୁଗୁଳ: ତାଳଚେରର ଖାଳପାଳ ଠାରେ ନଦୀ ଗର୍ଭ ଜଳ ସଂରକ୍ଷଣ ପାଇଁ ଏକ ଆନିକଟ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୨୧ କୋଟି ଟଙ୍କା ଅର୍ଥ ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ଏହି ଆନିକଟ ତିଆରି କରାଯିବ। ଏହାଦ୍ୱାରା…
ଅନୁଗୁଳ: ତାଳଚେରର ଖାଳପାଳ ଠାରେ ନଦୀ ଗର୍ଭ ଜଳ ସଂରକ୍ଷଣ ପାଇଁ ଏକ ଆନିକଟ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୨୨୧ କୋଟି ଟଙ୍କା ଅର୍ଥ ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ଏହି ଆନିକଟ ତିଆରି କରାଯିବ। ଏହାଦ୍ୱାରା…
ତାଳଚେର : ତାଳଚେରରେ ଗମନାଗମନରେ ଘୋର ସମସ୍ୟା ହେଉଥିବାରୁ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଅଞ୍ଚଳରେ କୋଇଲା ବୋଝେଇ ଟ୍ରକ ଯୋଗୁ ଟ୍ରାଫିକ ସମସ୍ୟା ହେବା ସହ ରେଳ ପଥରେ କୋଇଲା ୱାଗନ ପରିବହନ ପାଇଁ ରେଳ…
ଅନୁଗୁଳ : ବହୁ ଅବ୍ୟବସ୍ଥା ଘେରରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ହସ୍ପିଟାଲର ହେଲ୍ପ ଡେସ୍କ କାଉଣ୍ଟର ଅନେକ ଦିନ ହେଲାଣି ବନ୍ଦ ପଡିଛି। ଏହି ଡେସ୍କ ବିଭିନ୍ନ ୱାର୍ଡ, ରକ୍ତପରୀକ୍ଷା କେନ୍ଦ୍ର, ଆଖି, ଟିବି, ଅନ୍ୟ ଡାକ୍ତରୀ ସେବା ବିଷୟରେ…
ଅନୁଗୁଳ: ବଦଳିଲେ ଅନୁଗୁଳ ବିଡିଓ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୁଳ ବିଡିଓ ଭାବେ ଅରବିନ୍ଦ ବେହେରା ନିଯୁକ୍ତ ହୋଇଛନ୍ତି। ଏବେ ସେ ଧର୍ମଶାଳା ବ୍ଲକ୍ର ବିଡିଓ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଅନୁଗୁଳରେ…
ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ରକ୍ତଭଣ୍ଡାର କର୍ମଚାରୀମାନେ ଶୁକ୍ରବାର କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ କରିଛନ୍ତି। ଅଗଷ୍ଟ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧିବେ। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ…
ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଶୁକ୍ରବାର ଏକ ସାଇକେଲ ରାଲି ଆୟୋଜିତ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଲଷ୍ମୀପ୍ରିୟା ସାହୁଙ୍କ ତତ୍ୱବାଧାନରେ ସ୍କାଉଟ…
ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ 'ବି’ର ପ୍ରଥମ ମ୍ୟାଚ୍ ଶୁକ୍ରବାର ଅନୁଗୁଳ ମା’ ବୁଢ଼ୀ ଫୁଟବଲ କ୍ଲବ୍ ଏବଂ ବାଗେଡ଼ିଆ ଫୁଟବଲ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଉଭୟ ଦଳ ଦମଦାର ଖେଳ…
ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନା ମ୍ୟାଚ୍ ଆଠମଲ୍ଲିକ ଫୁଟବଲ କ୍ଲବ୍ ଏବଂ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ଦମଦାର ଖେଳ ପ୍ରଦର୍ଶନକରି…
ଅନୁଗୁଳ: ଶିକ୍ଷକପଡା ଇକୋ ପାର୍କ ସାମନାରେ ଥିବା ଏକ ଜମିରେ ଥିବା ପାଉଁଶପଙ୍କରେ ୨୪ ଘଣ୍ଟା ଫସି ରହିଥିବା ଏକ ଗାଈକୁ ସ୍ବେଚ୍ଛାସେବୀ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ୪ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଛନ୍ତି। ଘଟଣାରୁ ପ୍ରକାଶ…
ଅନୁଗୁଳ : ବିଭିନ୍ନ ଦାବି ନେଇ ମିଳିତ ଡାକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଦେଶ ବ୍ୟାପୀ ଧର୍ମଘଟ ଆୟୋଜିତ ହୋଇଛି। ଏ ଅବସରରେ ଡାକଘର ସଞ୍ଚୟ ବିଭାଗ ଏବଂ ଆଇପିପିବିର ମିଶ୍ରଣକୁ ବାତିଲ, ଗ୍ରାମୀଣ ଡାକ ସେବକଙ୍କୁ ନିୟମିତ କରିବା,…