ମିରାନିଆ ତେଲ ଟାଙ୍କିରେ ଅପମିଶ୍ରଣ ଅଭିଯୋଗ

ଅନୁଗୁଳ: ଗତ ସୋମବାର ରାତିରେ ଅନୁଗୁଳ ହରିମହୁରୀ ଛକରେ ଥିବା ମିରାନିଆ ତେଲ ଟାଙ୍କିରେ ଡିଜେଲ ଅପମିଶ୍ରଣ ହୋଇଥିବା ନେଇ ଅଭିଯୋଗ ହୋଇଛି। ପ୍ରଗତିନଗରର ବାସିନ୍ଦା ସୁରେଶ ମିଶ୍ର ରାତି ପ୍ରାୟ ସାଢ଼େ ଦଶଟା ସମୟରେ ଉକ୍ତ ତେଲ ଟାଙ୍କିରେ କାର୍…

Continue Readingମିରାନିଆ ତେଲ ଟାଙ୍କିରେ ଅପମିଶ୍ରଣ ଅଭିଯୋଗ

ଲକ୍ଷ୍ମୀ ବଜାର ଗଣେଶଙ୍କ ମୁଣ୍ଡରେ ୧.୩ ଲକ୍ଷ ଟଙ୍କାର ମୁକୁଟ

ଅନୁଗୁଳ: କଳିଙ୍ଗ ଯୁବ ବିକାଶ କେନ୍ଦ୍ର, ଲକ୍ଷ୍ମୀ ବଜାର ପକ୍ଷରୁ ଚଳିତ ବର୍ଷ ୨୨ତମ ଗଣେଶ ପୂଜା ବହୁ ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ଅନୁଗୁଳରେ ପ୍ରଥମ ଥର ଗଣେଶଙ୍କ ପାଇଁ ୧ କେଜି ୬୫୦ ଗ୍ରାମ ଓଜନ ତଥା…

Continue Readingଲକ୍ଷ୍ମୀ ବଜାର ଗଣେଶଙ୍କ ମୁଣ୍ଡରେ ୧.୩ ଲକ୍ଷ ଟଙ୍କାର ମୁକୁଟ

ଅଜଣା ଗାଡ଼ି ଧକ୍କାରେ ବନ ଉନ୍ନୟନ ନିଗମ କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ଅଜଣା ଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ସରକାରୀ କର୍ମଚାରୀ। ମୃତକ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ କର୍ମଚାରୀ ନିରୋଦ କୁମାର ମହାନ୍ତି(୫୮)। ନିରୋଦଙ୍କ ଘର କେନ୍ଦ୍ରାପଡ଼ା ଆଳି ବ୍ଲକ୍‌ ଆଳକଣା ଗାଁରେ। କିନ୍ତୁ ଅନୁଗୁଳରେ ଓଡ଼ିଶା ବନ ଉନ୍ନୟନ…

Continue Readingଅଜଣା ଗାଡ଼ି ଧକ୍କାରେ ବନ ଉନ୍ନୟନ ନିଗମ କର୍ମଚାରୀଙ୍କ ମୃତ୍ୟୁ

ଜାତୀୟ କ୍ରୀଡା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ବରିଷ୍ଠ କ୍ରୀଡ଼ାବିତ ନୀଳମଣି ଦାସ, ପ୍ରକାଶ ଗଡନାୟକ, କ୍ରୀଡା ଶିକ୍ଷକ ବିନୋଦ ବିହାରୀ ସାହୁ ପ୍ରମୁଖ…

Continue Readingଜାତୀୟ କ୍ରୀଡା ଦିବସ ପାଳିତ

ଆକ୍ସନ ମୁଡରେ ପୌରପାଳିକା: ପୁଣି ଏକ ମଲ ସିଲ

ଅନୁଗୁଳ: ଟାମଡ଼ା ଆଇନ ଉଲ୍କଙ୍ଘନ କରି ଅନୁଗୁଳ ସହର ଭିତରେ ଗୋଟାଏ ପରେ ଗୋଟାଏ ମଲ ଗଢ଼ା ଚାଲିଛି। ନା ଅଛି ଅନୁମତି ପତ୍ର, ନା ଅଛି ଟ୍ରେଡ଼ ଲାଇସେନ୍ସ। ସେହିଭଳି ଗୋଟାଏ ମହଲାର ଅନୁମତି ଆଣି ତିନି ମହଲା ଗଢି…

Continue Readingଆକ୍ସନ ମୁଡରେ ପୌରପାଳିକା: ପୁଣି ଏକ ମଲ ସିଲ

ପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା

ଅନୁଗୁଳ: ସହରରେ ଅନେକ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ନ ଥିବାରୁ ଦୋକାନ ସିଲ୍ ହେଉଅଛି। ଏଥିନେଇ ଅନୁଗୁଳ ଜିଲ୍ଲା କେଟ୍ ତରଫରୁ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଆଲୋଚନା କରାଯାଇଛି। ପୌରପାଳିକା ଓ କେଟ୍ ମିଶି ପ୍ରତି ସପ୍ତାହରେ…

Continue Readingପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା

ରେଳ ଧାରଣା କଡରେ କ୍ଷତ ବିକ୍ଷତ ଶବ

ଅନୁଗୁଳ: ଆଜି ସକାଳେ ଜରପଡା ଥାନା ତୁକୁଡ଼ା କୁର୍ତିଗୋଠ ରେଳ ଧାରଣା କଡରେ ଜଣେ ଯୁବକର କ୍ଷତ ବିକ୍ଷତ ଶବ ଦେଖିବାକୁ ମିଳିଥିଲା। ଚାରି ପାଖର ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଯୁବକ ଜଣକର ବୟସ…

Continue Readingରେଳ ଧାରଣା କଡରେ କ୍ଷତ ବିକ୍ଷତ ଶବ

ଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ କୋଚ ଚୟନ ନେଇ କନ୍ଦଳ

ଅନୁଗୁଳ: ଆଜି ଅନୁଗୁଳ କ୍ରିକେଟ ଆସୋସିଏସନ ପକ୍ଷରୁ ଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ ପାଇଁ ପନ୍ଦର ଜଣିଆ ଖେଳାଳି ଚୟନ କରାଯାଇଛି। ଟିମ ସିଲେକ୍ଟର ଶିବ ପ୍ରସାଦ ରାଉତ, ରଞ୍ଜନ ଧୀର ସାମନ୍ତ ଓ ବିରେନ ସାମଲ ପ୍ରାକ୍ଟିସ ମ୍ୟାଚରେ କଡା…

Continue Readingଆନ୍ତଃଜିଲ୍ଲା ଅଣ୍ଡର ୧୯ କ୍ରିକେଟ କୋଚ ଚୟନ ନେଇ କନ୍ଦଳ

ଆସନ୍ତା କାଲି ଠାରୁ ରକ୍ତଦାନ ଶିବିର ବନ୍ଦ

ଅନୁଗୁଳ: ଆସନ୍ତା ଅଗଷ୍ଟ ୨୬ ତାରିଖରୁ ଓଡିଶା ରାଜ୍ୟ ରକ୍ତଭଣ୍ଡାର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଓଡ଼ିଶାର ସମସ୍ତ ସରକାରୀ ରକ୍ତ ଭଣ୍ଡାର କର୍ମଚାରୀ ଆନ୍ଦୋଳନକୁ ଓଲ୍ହାଇବେ। ଏଥିନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ସଭାପତି ମଳୟ କୁମାର ବେହେରା। ସ୍ଥାୟୀ…

Continue Readingଆସନ୍ତା କାଲି ଠାରୁ ରକ୍ତଦାନ ଶିବିର ବନ୍ଦ

କବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ପ୍ରଖ୍ୟାତ ଓଡ଼ିଆ କବି ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଗୁରୁବାର ଜିଲ୍ଲା ସାହିତ୍ୟ ସଂସଦ ଓ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏ ଅବସରରେ ଅନୁଗୁଳ ମହାବିଦ୍ୟାଳୟ ସମ୍ମୁଖରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ…

Continue Readingକବି ରାଧାମୋହନ ଗଡନାୟକଙ୍କୁ ଶ୍ରଦ୍ଧାଞ୍ଜଳି