ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନର ମ୍ୟାଚ୍ ନାଲକୋ ଜୁନିଅର ଏବଂ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଝାରସୁଗୁଡା ଦମଦାର ଖେଳ ପ୍ରଦର୍ଶନ କରି ୩-୧ ଗୋଲରେ ନାଲକୋ ଜୁନିଅରକୁ ହରାଇଥିଲା। ଦିଲୀପ…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଲିଟିଲ ହାର୍ଟସରେ ବନ୍ଧୁତା ଦିବସ

ଅନୁଗୁଳ: ଲିଟିଲ ହାର୍ଟସ ଟଡଲର୍ସ ଏକାଡେମୀ ସିମିଳିପଡା ଠାରେ ବନ୍ଧୁତା ଦିବସ ପାଳିତ ହୋଇଯାଇଛି। ସ୍କୁଲର ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଭାଇସ ପ୍ରିନ୍ସିପାଲ ଅଜୟ କୁମାର ବେହେରା ଓ ଅନ୍ୟ ସହକାରୀ ଶିକ୍ଷୟିତ୍ରୀ ମାନେ…

Continue Readingଲିଟିଲ ହାର୍ଟସରେ ବନ୍ଧୁତା ଦିବସ

ଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟଗୁଡ଼ିକର ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚିତ କରାଯିବ। ଏହାପରେ ପରୀକ୍ଷାର୍ଥୀ www.orissaresults.nic.in ୱେବସାଇଟ୍‌ରେ…

Continue Readingଆଜି ପ୍ରକାଶ ପାଇବ ଯୁକ୍ତ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଅପରାହ୍ନରେ ଅନୁଗୁଳ ଷ୍ଯାଡ଼ିୟମଠାରେ ଉଦଘାଟିତ ହୋଇଯାଇଛି। ଜେଏସପିଏଲ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର…

Continue Readingଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’, ନୌସେନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ :ଦେଶର ପ୍ରଥମ ଯାତ୍ରୀବାହୀ ଡ୍ରୋନ ବରୁଣ। ପୁଣେର ଏକ ଷ୍ଟାର୍ଟଅପ ସାଗର ଡିଫେନ୍ସ ଇଂଜିନିୟରିଂ କମ୍ପାନି ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି। ଏହାର ବିଶେଷତା ହେଉଛି ଏଥିରେ ଜଣେ ଯାତ୍ରୀ ବସି ପାରିବେ, କିନ୍ତୁ କେହି ପାଇଲଟ ରହିବେ…

Continue Readingଭାରତର ପ୍ରଥମ ଯାତ୍ରୀବାହୀ ଡ୍ରୋନ ‘ବରୁଣ’, ନୌସେନା ପାଇଁ ପ୍ରସ୍ତୁତ

ଝାଡୁଦାରଙ୍କୁ ରେନକୋଟ ବଣ୍ଟନ

ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩୩ଜଣ ଠିକା ଝାଡୁଦାରଙ୍କୁ ପୋୖରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଆଜି ରେନକୋଟ ବଣ୍ଟନ କରିଥିଲେ।ଖରା ବର୍ଷାରେ ଝାଡୁଦାର ମାନେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଯେଭଳି ସଫଳ କରାଇଛନ୍ତି ତାହା ବେଶ ପ୍ରଶଂସନୀୟ ବୋଲି ଶ୍ରୀ ସାମନ୍ତ ପ୍ରକାଶ…

Continue Readingଝାଡୁଦାରଙ୍କୁ ରେନକୋଟ ବଣ୍ଟନ

ମହଙ୍ଗା ପଡ଼ିଲା ନଦୀରେ ଡିନାମାଇଟ ଫଟାଇ ମାଛ ମାରିବା, ହାତରେ ହେଲା ବିସ୍ଫୋରଣ

ଅନୁଗୁଳ: ନଦୀରେ ଡିନାମାଇଟ୍ ଫଟାଇ ମାଛ ମାରିବା ପଡ଼ିଲା ମହଙ୍ଗା। ବିସ୍ଫୋରଣରେ ଡିନାମାଇଟ୍ ପକାଇଥିବା ବ୍ୟକ୍ତି ଗୁରୁତର। ଆଜି ତାଳଚେରର ପାଇକ ସାହିରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ସ୍ଥାନୀୟ ପାଇକ ସାହିର ଗଣେଶ୍ୱର ଥମ୍ବ ବ୍ରାହ୍ମଣୀ ନଦୀକୁ ମାଛ…

Continue Readingମହଙ୍ଗା ପଡ଼ିଲା ନଦୀରେ ଡିନାମାଇଟ ଫଟାଇ ମାଛ ମାରିବା, ହାତରେ ହେଲା ବିସ୍ଫୋରଣ

ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

ଅନୁଗୁଳ: ଅନୁଗୁଳ ପ୍ରଗତି ନଗରରେ ରହୁଥିବା ଜଣେ ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଗୁରୁବାର ରାତି ୯ଟା ସମୟରେ ଜଣେ ଦୁର୍ବୁତ୍ତ ଭୁଜାଲିରେ ହାଣି କ୍ଷତାକ୍ତ କରିଛି। ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ସୂଚନା ମୁତାବକ, ଇଣ୍ଡସଇଣ୍ଡ ବ୍ୟାଙ୍କ ସହକାରୀ ପରିଚାଳକ…

Continue Readingସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

ଜଡ଼ିବୁଟି ଦିବସରେ ବୃକ୍ଷରୋପଣ

ଅନୁଗୁଳ:ଜାତୀୟ ଜଡ଼ିବୁଟି ଦିବସ ଅବସରରେ ସ୍ଥାନୀୟ ବିଏଡ଼ କଲେଜ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପତଞ୍ଜଳି ଯୋଗ ସମିତି ଓ ସ୍ୱାଭିମାନ ଟ୍ରଷ୍ଟ ପକ୍ଷରୁ ଗୁରୁବାର ସକାଳେ ବିଭିନ୍ନ ଔଷଧୀୟ ଗଛ କଲେଜ ପରିସରରେ ଲଗାଯାଇଥିଲା।ଟ୍ରଷ୍ଟ ର ମୁଖ୍ୟ ଅଭୟ…

Continue Readingଜଡ଼ିବୁଟି ଦିବସରେ ବୃକ୍ଷରୋପଣ

କାଉନସିଲରଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଅନୁଗୁଳ: ଅନୁଗୁଳ ପୌର ପରିଷଦର କାଉନସିଲରଙ୍କ ଉପରେ ଆକ୍ରମଣକୁ ପୌର ପରିଷଦ ତରଫରୁ ନିନ୍ଦା କରାଯାଇଛି। ସୂଚନା ଯେ, ବୁଧବାର ରାତି ପ୍ରାୟ ୧୦ଟାବେଳେ କାଉନସିଲର ରଣଜିତ ମାଣ୍ଡୋଠିଆ ବଜାରରେ ଥିବା ତାଙ୍କ ଦୋକାନ ବନ୍ଦକରି ଘରକୁ ଫେରିବାବେଳେ ଗାନ୍ଧିମାର୍ଗ ନିଜ…

Continue Readingକାଉନସିଲରଙ୍କ ଉପରେ ଆକ୍ରମଣକୁ ନିନ୍ଦା