ଅନୁଗୁଳ ଉପଖଣ୍ଡ କ୍ରୀଡା ସଂସଦ ପାଇଁ ଟଣାଓଟରା
ଅନୁଗୁଳ: ଗତ କିଛି ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦ ଓ ଉପଖଣ୍ଡ କ୍ରୀଡା ସଂସଦର ନିର୍ବାଚନ ନ ହେବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଉପଖଣ୍ଡ କ୍ରୀଡା…
ଅନୁଗୁଳ: ଗତ କିଛି ବର୍ଷ ଧରି ଜିଲ୍ଲା କ୍ରୀଡା ସଂସଦ ଓ ଉପଖଣ୍ଡ କ୍ରୀଡା ସଂସଦର ନିର୍ବାଚନ ନ ହେବା ଯୋଗୁଁ ଉପୁଜିଥିବା ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଉପଖଣ୍ଡ କ୍ରୀଡା…
ଅନୁଗୁଳ: ନାଲକୋ ଦ୍ଵାରା କ୍ଷତିଗ୍ରସ୍ତ ଓ ବିସ୍ଥାପିତ ଗୋପିବଲଭପୂର ଓରଫ ନାଣ୍ଡିଛୋଡ ଗାଁର ପ୍ରଜାମାନେ ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନି ଦଫା ଦାବି ନେଇ ଧାରଣାରେ ବସିଛନ୍ତି। ନାଲକୋ କମ୍ପାନୀ ଉତ୍କଳ ଡି ଓ ଇ କୋଲ ବ୍ଲକ…
ଅନୁଗୁଳ: ଅନୁଗୁଳ ହେମସୁରପଡ଼ାର ସାହି ମୂରବୀ ଗଙ୍ଗାଧର ସ୍ୱାଇଁଙ୍କ ଆଜି ସକାଳେ ତାଙ୍କ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ଅଶି ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଭୋଗି ଆସୁଥିଲେ। ସେ ଅନୁଗୁଳ ଟ୍ରକ ମାଲିକ ସଂଘର…
ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରଙ୍କାସୀଙ୍ଗା ଗାଁର ଅଙ୍କୁର ପ୍ରଧାନ (୫୫) ଅପରାହ୍ନରେ ଗାଧୋଇବା ବେଳେ ନନ୍ଦିରା ନାଳରେ ଭାସି ଯାଇଥିଲେ। ବହୁ ଖୋଜା ଖୋଜି ପରେ କୁକୁଡ଼ାଙ୍ଗ ନିକଟରେ ତାଙ୍କ ଶବ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଖବର…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି-ବିଶ୍ଵାଳ ସାହିର ବାସିନ୍ଦା ଚରଣ ଗଡ଼ନାୟକ(୬୫) ସୋମବାର ରାତିରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ, ସେ ଘରେ ପଙ୍ଖା ସଜାଡୁଥିବା ବେଳେ ବିଦ୍ୟୁତ୍ ଆଘାତ ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ୫୫ ନମ୍ବର ଜାତୀୟ ରାଜପଥରୁ ଶିକ୍ଷକ ଭବନ ରାସ୍ତାଟି ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଏଥିନେଇ ଥାନାକୁ ଲିଖିତ ଭାବେ ଜଣାଇଛନ୍ତି ଜିଲ୍ଲା ଖାଉଟି ବିବାଦ ବିଚାର ମଞ୍ଚ କର୍ତ୍ତୃପକ୍ଷ। ଯେଉଁ ଖାଉଟି ମାନେ ବିଚାର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡ଼ା ମାଛ ମାର୍କେଟ ନିକଟରେ ମଙ୍ଗଳବାର ସକାଳେ ଏକ ବଡ଼ ଅଜଗର ସାପ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ସାପଟିକୁ ଏକ ଅଜଣା ଗାଡ଼ି ମାଡ଼ିଯିବାରୁ ତାର ମୃତ୍ୟୁ ଘଟିଥିବା…
ଅନୁଗୁଳ:ରାଷ୍ଟ୍ରୀୟ ସ୍ତରରେ ବିଭିନ୍ନ ଗଣ ସଙ୍ଗଠନମାନେ ସମ୍ମିଳିତ ହୋଇ 'ନଫରତ୍ ଛାଡ଼ ସମ୍ବିଧାନ ବଞ୍ଚାଅ ଅଭିଯାନ' ଆରମ୍ଭ କରିଛନ୍ତି। ମୁମ୍ବାଇ ସ୍ଥିତ କ୍ରାନ୍ତି ମୈଦାନ ଓ ଦିଲ୍ଲୀର ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପରିସରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡଃ ଜିଜି ପାରିଖ,…
ଅନୁଗୁଳ: ନାଗପୁର ଅଞ୍ଚଳର ଜଣେ ଅବସରପ୍ରାପ୍ତ କର୍ମଚାରୀ ଦିଲୀପ ଭରତ ମଲିକ ନିଶା ମୁକ୍ତି , ନାରୀ ସୁରକ୍ଷା , ବେଟି ବଚାଓ ବେଟି ପଢ଼ାଓ, ଯୋଗ ଦ୍ୱାରା ସୁସ୍ଥ ଶରୀର ଏବଂ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନ ମାନଙ୍କୁ…
ଅନୁଗୁଳ: ସ୍ଥାନୀୟ ଟାଉନ ହଲରେ ଆଜି ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଆୟୋଜିତ ହୋଇଯାଇଛି।ବୈଠକରେ ଆରମ୍ଭରୁ ୯ ଜଣ ସଦସ୍ୟଙ୍କ ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଘଟି ଥିବାରୁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ବୈଠକରେ…