ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର: ରୋଗୀ ବାପାକୁ ବାଡେଇଲେ ଜବରଦସ୍ତ ଡିଶ୍ଚାର୍ଜ୍ କରିଦେଲେ
ଅନୁଗୁଳ: ୱାର୍ଡ ଭିତରେ ରୋଗୀକୁ ବାନ୍ଧି ଝଡାଫୁଁଙ୍କା କରିବା ଘଟଣାର ଚବିଶି ଘଣ୍ଟା ନ ପୁରୁଣୁ ଆଉ ଏକ ଘଟଣା ଅନୁଗୁଳ ମେଡ଼ିକାଲକୁ ବଦନାମର ରାଜ ରାସ୍ତାରେ ଠିଆ କରିଛି। ମିଳିଥିବା ସୂଚନା ଅନୁସାରେ ନିଶା ଥାନା ଅନ୍ତର୍ଗତ ଜାମୁଣ୍ଡା ଗାଁର…




