ବସ ଧକ୍କାରେ ଯୁବକ ମୃତ
ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୁମଣ୍ଡ ଅଲେଖ ପାଟଣା ଅଞ୍ଚଳର ତ୍ରିଲୋଚନ ବେହେରା ନାମକ…
ଅନୁଗୁଳ: ରବିବାର ଅପରାହ୍ନ ପ୍ରାୟ ଦୁଇଟା ବେଳେ ହେମସୁରପଡା ଶିବା ଖେଳ ପଡ଼ିଆ ନିକଟରେ ଏକ ଘରୋଇ କମ୍ପାନୀର ଷ୍ଟାଫ ବସ ଧକ୍କାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ସୂଚନା ମୁତାବକ, କୁମଣ୍ଡ ଅଲେଖ ପାଟଣା ଅଞ୍ଚଳର ତ୍ରିଲୋଚନ ବେହେରା ନାମକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଡାଇବେଟିସ ଔଷଧ ମିଳୁନଥିବା ଅଭିଯୋଗ ହେଉଛି।ଡାଇବେଟିସ ଔଷଧ ମେଟଫର୍ମିନ, ଆଣ୍ଟିବାଇଓଟିକ ସେଫିକ୍ସଜିମ, ସେଫାଡ୍ରୋକସିଲ, ଆଜିଥ୍ରୋମଇସିନ ସିରପ, ସେଟ୍ରିଜିନ ସିରପ ଆଦି ଔଷଧ ମିଳୁନଥିବା ଅଭିଯୋଗ ହେଉଛି। ଔଷଷ ଅଭାବରୁ…
ଅନୁଗୁଳ: ଆଜି ସକାଳେ ସିମିଳିପଡା ଗାନ୍ଧୀ ସ୍ମାରକୀ ନିକଟରେ ପ୍ରେମିକର କାର୍ରୁ ପ୍ରେମିକାର ବାପା ପ୍ରେମିକାକୁ ଘୋଷାରି ନେଇ ଦି ଥାପଡ଼ କଷିଦେବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସମୟ ସକାଳ ପ୍ରାୟ ସାଢ଼େ ଛ' ଟା ଝିଅ ଟିଏ…
ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ବାଣୀରୂପା ଷ୍ଟଡି ସେଣ୍ଟରର ଛାତ୍ରଛାତ୍ରୀଙ୍କୁ ବିଶେଷ ସଫଳତା ମିଳିଛି। ଏହି ପରୀକ୍ଷାରେ ଷ୍ଟଡି ସେଣ୍ଟରର ୨୦ ଛାତ୍ର ଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏହି ସେଣ୍ଟରର ଛାତ୍ର…
ଅନୁଗୁଳ: ଗତ ଗୁରୁବାର ସଂଧ୍ୟାରେ ସାଇବର ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ବିଜେପି ନେତା। ଖବର ଟି ଜଣାପଡ଼ିବା ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ନେତାଙ୍କର ଗୋଟିଏ ହୋଟେଲ୍ ରହିଛି। ସନ୍ଧ୍ୟାବେଳେ ଗୋଟେ ଅଜଣା ନମ୍ବରରୁ ଜଣେ ମହିଳାଙ୍କ…
ଅନୁଗୁଳ: ଆଜି ଅପରାହ୍ନ ପ୍ରାୟ ଦୁଇଟା ବେଳେ ଭିଜିଲାନ୍ସ କୋର୍ଟର ପିଅନ ସଞ୍ଜୟ ଜେନା ଦେଖିଲେ କୋର୍ଟ ରୁମ୍ ଭିତରେ ପ୍ରାୟ ଛ' ଫୁଟ୍ ଲମ୍ବର ଏକ ସାପ ଘୁରି ବୁଲୁଛି। ଖବର ଜଣାପଡିବା ପରେ କୋର୍ଟ ସାରା ହଇଚଇ ସୃଷ୍ଟି…
ଅନୁଗୁଳ: ଅନୁଗୁଳ ପୌରପାଳିକାର ତିନିଜଣ ଜୁନିଅର ଆସିଷ୍ଟାଣ୍ଟଙ୍କୁ ରାଜ୍ୟ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେବାସହ ସ୍ଥାନାନ୍ତର କରିଛି।କର୍ମଚାରୀ ଗୌରିଶଙ୍କର ପ୍ରଧାନ, ଶୁଭାଶିଷ ମିଶ୍ର, ଏବଂ ଯୁଧିଷ୍ଠିର ବେହେରାଙ୍କୁ ସରକାର ସିନିୟର୍ ଆସିଷ୍ଟାଣ୍ଟ ପଦବୀକୁ ଉନ୍ନୀତ କରିଛନ୍ତି। ଗୌରିଶଙ୍କର ଓ ଶୁଭାଶିଷ…
ଅନୁଗୁଳ: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ରାଜ୍ୟ ସରକାର ୨୦୧୮- ୨୧ ବ୍ୟାଚ ପୋଷ୍ଟ ପିଜି ୪୪୮ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ତାଲିକା…
ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ଗାଁର କ୍ଷୁଧାତୁର ତଥା ମାନସିକ ବିକୃତ ବ୍ୟକ୍ତି ପ୍ରାଣବନ୍ଧୁ ନାଏକଙ୍କୁ ଆଜି ସହାୟତାର ହାତ ବଢାଇଛନ୍ତି ଜଣାଶୁଣା ସମାଜସେବୀ ଚିନ୍ମୟୀ। ତାଙ୍କ କହିବା ମୁତାବକ, ପ୍ରାଣ ବନ୍ଧୁ ଦୀର୍ଘ ବର୍ଷ ହେବ ନିରାଶ୍ରୟ ଏବଂ…
ଅନୁଗୁଳ: ଡେଙ୍ଗୁ ଜ୍ଵର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାସ୍ତରୀୟ ଡେଙ୍ଗୁ ମାସ ପାଳନ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଅପରାହ୍ଣରେ ଜିଲ୍ଲା କୋର୍ଟ ରୁମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…