ଅନୁଗୁଳରେ କଂସେଇଖାନା କେବେ ହେବ?

ଅନୁଗୁଳ: ଅନୁଗୁଳ ଜିଲ୍ଲା ହେବାର ୨୯ ବର୍ଷ ବିତିଲାଣି କିନ୍ତୁ ସହର ଭିତରେ ଆଜି ଯାଏ କଂସେଇଖାନା ହୋଇପାରିଲା ନାହିଁ । ସହରବାସୀ ଯେଉଁଠୁ ମାଛ ମାଂସ କିଣୁଛନ୍ତି ତାହା ନନ୍‌ଭେଜ ମାର୍କେଟ । ଓଡିଶା ମ୍ୟୁନିସିପାଲ ଆକ୍ଟ ସେକ୍ସନ ୩୧୩…

Continue Readingଅନୁଗୁଳରେ କଂସେଇଖାନା କେବେ ହେବ?

କିଶୋରନଗର ମହିଳା କଲେ କ୍ୟାପ୍‌ସିକମ୍ ଚାଷ

ଅନୁଗୁଳ:ରାଜ୍ୟ ସରକାରଙ୍କ ଏପିସି ପ୍ରକଳ୍ପରେ ଆଜି ଆଦିବାସୀ ବହୁଳ ବ୍ଲକରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ରୋଜଗାର ଦ୍ବିଗୁଣିତ କରିବାପାଇଁ ଯେଉଁ ବ୍ୟବସ୍ଥା ରହିଛି ମିଶନ ଶକ୍ତି ମାଧ୍ୟମରେ ତାର ଫାଇଦା ଉଠାଇଛନ୍ତି କିଶୋର ନଗର ମହିଳା ଚାଷୀ। ଅନୁଗୁଳ…

Continue Readingକିଶୋରନଗର ମହିଳା କଲେ କ୍ୟାପ୍‌ସିକମ୍ ଚାଷ

ଅନୁଗୁଳ ଜିଲ୍ଲା ମନ୍ତ୍ରୀପଦ ଶୂନ୍ୟ ହେଲା କାହିଁକି

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନିଜ ମନ୍ତ୍ରୀମଣ୍ଡଳ ଅଦଳବଦଳ କଲେ। ତେର ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଲା।କିନ୍ତୁ ଅନୁଗୁଳ ଜିଲ୍ଲାବାସୀ ନିରାଶ ହେଲେ। ଏବେ ପ୍ରଶ୍ନ ଉଠିଚି ଅନୁଗୁଳକୁ ହାଇକମାଣ୍ଡ ଅବହେଳା କରୁଛନ୍ତି ନା ଆମ ବିଧାୟକଙ୍କ ଦକ୍ଷତା…

Continue Readingଅନୁଗୁଳ ଜିଲ୍ଲା ମନ୍ତ୍ରୀପଦ ଶୂନ୍ୟ ହେଲା କାହିଁକି

ଆଜି ବିଶ୍ୱ ପରିବେଶ ଦିବସ: ବିଗିଡିଗଲାଣି ଜିଲ୍ଲାର ପାଣିପାଗ

ଅନୁଗୁଳ: ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ସଭା ସମିତି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରକୃତି ମିତ୍ର ପ୍ରକୃତି ବନ୍ଧୁ ପୁରସ୍କାର ବି ଦିଆ ଯିବ। କିନ୍ତୁ ଗତ ଚାଳିଶ ବର୍ଷର ଇତିହାସକୁ ଯଦି ଦେଖାଯାଏ ଆଜି…

Continue Readingଆଜି ବିଶ୍ୱ ପରିବେଶ ଦିବସ: ବିଗିଡିଗଲାଣି ଜିଲ୍ଲାର ପାଣିପାଗ

ଶିବ ବିବାହ: ମୁଖ୍ୟ ଆକର୍ଷଣ ସାଜିଛି ଦଣ୍ଡ ପ୍ରତିଯୋଗିତା, ବିଜୟୀ ଟିମକୁ ମିଳିବ ବାଇକ୍

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ ଗାଁରେ ପ୍ରଭୁ ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବ ପାର୍ବତୀ ବିବାହ ମହୋତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ହୋଇଥିଲା। ତା ପରେ ବରାନୁଗମନ, ପାଣି ଗ୍ରହଣ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ…

Continue Readingଶିବ ବିବାହ: ମୁଖ୍ୟ ଆକର୍ଷଣ ସାଜିଛି ଦଣ୍ଡ ପ୍ରତିଯୋଗିତା, ବିଜୟୀ ଟିମକୁ ମିଳିବ ବାଇକ୍

ମାନସିକ ରୋଗୀଙ୍କ ପାଇଁ ୱାର୍ଡ ଖୋଲିବାକୁ ଦାବି

ଅନୁଗୁଳ:ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମାନସିକ ରୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ୱାର୍ଡ ଖୋଲିବାକୁ ସମାଜସେବୀ ତଥା ମାନବ ସେବା ଚ୍ୟାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଚିନ୍ମୟୀ ସିଡ଼ିଏମଓଙ୍କୁ ଭେଟି ଏକ ସ୍ମାରକ ପ୍ରଦାନ କରିଛନ୍ତି। ମାନସିକ ୱାର୍ଡ ନଥିବାରୁ ରୋଗୀଙ୍କୁ…

Continue Readingମାନସିକ ରୋଗୀଙ୍କ ପାଇଁ ୱାର୍ଡ ଖୋଲିବାକୁ ଦାବି

ଯାତ୍ରୀ ଵିଶ୍ରାମାଗାରର ଠିକଣା ହଜିଛି

ଅନୁଗୁଳ:ଅନୁଗୁଳ ଘରୋଇ ବସ ଷ୍ଟାଣ୍ଡ ପରିସରରେ ଦୀର୍ଘଦିନ ହେବ ଏକ ଯାତ୍ରୀ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଖରା ବର୍ଷା ଶୀତ ଦାଉରୁ ଯାତ୍ରୀ ମାନେ ସୁରକ୍ଷିତ ରହିବା ପାଇଁ ଏହି ସେଡ଼ ନିର୍ମାଣ କରାଯାଇଥିଲା। ପୌରପାଳିକା ପକ୍ଷରୁ ନିର୍ମିତ ଏହି ସେଡ଼ର…

Continue Readingଯାତ୍ରୀ ଵିଶ୍ରାମାଗାରର ଠିକଣା ହଜିଛି

ମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଅନୁଗୁଳ:ଅନେକ ସମୟରେ ବିବାଦ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ପାଇଁ ଏକ କମିଟି ଗଢାଯାଇ ବ୍ୟବସ୍ଥାରେ ପରିବର୍ତନ ଅଣାଯାଉଛି। ନିକଟରେ କିଛି ନୂଆ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ସେଗୁଡ଼ିକୁ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି…

Continue Readingମେଡିକାଲ ଉନ୍ନତି ପାଇଁ ବ୍ୟବସ୍ଥାରେ ଉନ୍ନତି ଅଣାଯାଉଛି: ଏଡିଏମ୍‌ଓ

ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

ଅନୁଗୁଳ: ସ୍ଥାନୀୟ ଗନ୍ଧିମାର୍ଗ ସ୍ଥିତ ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ଏକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତିରେ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ଭୂମିକା ଉପରେ ଆଲୋଚନା ହୋଇଥିଲା। ପରିଷଦର ସଭାପତି…

Continue Readingଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୱତ୍ ପରିଷଦର ବୈଠକ

ଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ

ଅନୁଗୁଳ: ଦିଲ୍ଲୀ ଗଲା ଅନୁଗୁଳ ଆମ୍ବ। ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ଆମ୍ବକୁ ଆଜି ଦିଲ୍ଲୀ ବଜାରକୁ ପଠାଯାଇଛି। ଫଳରେ ଉଦ୍ୟାନ କୃଷି କରୁଥିବା ଚାଷୀଙ୍କ ପାଇଁ ରୋଜଗାରର ବାଟ ଫିଟିଛି। ଜିଲ୍ଲାର ବଛା ବଛା ଆମ୍ବ ଚାଷୀଙ୍କ ଠାରୁ…

Continue Readingଦିଲ୍ଲୀ ଗଲା ଅନୁଗୁଳର ମିଠା ଆମ୍ରପାଲି ଆମ୍ବ, ଚାଷୀଙ୍କ ପାଇଁ ଫିଟିଲା ରୋଜଗାରର ନୂଆ ବାଟ