ଅନୁଗୁଳ: ଅନୁଗୁଳ ଶିମିଳିପଡ଼ା ଛକ ନିକଟରେ ଇନ୍ଦିରା ଗାନ୍ଧୀ ଓପନ ୟୁନିଭରସିଟିର ଆଞ୍ଚଳିକ କେନ୍ଦ୍ର ଖୋଲିଛି। ଯେଉଁମାନେ ବିଭିନ୍ନ ସାର୍ଟିଫିକେଟ କୋର୍ସ, ବ୍ୟଚେଲାର ଡିଗ୍ରୀ, ଡିପ୍ଲୋମା କୋର୍ସ କରିବାକୁ ଚାହୁଁଛନ୍ତି ତଥା ଡିଷ୍ଟାନ୍ସ କୋର୍ସ କରିବାକୁ ଚାହୁଁଛନ୍ତି ସେମାନେ ଏହି ସେଣ୍ଟରର ସେବା ନେଇପାରିବେ। ଖୁବ୍ ଶୀଘ୍ର ଆନୁଷ୍ଠାନିକ ଭାବେ ଏହା ଉଦଘାଟିତ ହେବ । ଅନୁଗୁଳ ପାଖ ଜିଲ୍ଲାର ବହୁ ବିଦ୍ୟାର୍ଥୀ ଏହି ସେଣ୍ଟରର ସୁବିଧା ନେଇ ପାରିବେ।
ଅନୁଗୁଳରେ ଖୋଲିଲା ଇଗ୍ନୌର ଆଞ୍ଚଳିକ କେନ୍ଦ୍ର
- Post published:July 20, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
କିଡନୀ ରୋଗରେ ପୀଡ଼ିତ ଗାଁ ବୁଲିଲେ ଉପଜିଲ୍ଲାପାଳ, ଗୁରୁତରଙ୍କୁ ସହାୟତା ପ୍ରଦାନ କରିବା ସହ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ଅର୍ଚ୍ଚନା ମାମଲାରେ ସମ୍ପୃକ୍ତ ଅନୁଗୁଳର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣା ଦେଲା ବିଜେପି, କମ୍ ଆନ୍ଦୋଳନକାରୀଙ୍କୁ ଦେଖି ଥଟ୍ଟା କଲେ ଲୋକ









