ଢେଙ୍କାନାଳ ସାଂସଦଙ୍କ ଘରୁ ଚୋରି
ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘରୁ ଚୋରି। ଗୁରୁବାର ରାତିରେ ପାଳଲହଡ଼ା ଥାନା ଇଲାକା ପେଣ୍ଡରାବସା ସ୍ଥିତ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଲୁଟେରା ତାଙ୍କ ଘରୁ ଏଲସିଡି ଟିଭି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିବା…
ଅନୁଗୁଳ: ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଘରୁ ଚୋରି। ଗୁରୁବାର ରାତିରେ ପାଳଲହଡ଼ା ଥାନା ଇଲାକା ପେଣ୍ଡରାବସା ସ୍ଥିତ ଘରେ ଦୁର୍ବୃତ୍ତ କଳାକନା ବୁଲାଇଛନ୍ତି । ଲୁଟେରା ତାଙ୍କ ଘରୁ ଏଲସିଡି ଟିଭି ସହିତ ବହୁ ମୂଲ୍ୟବାନ ସମ୍ପତ୍ତି ଲୁଟି ନେଇଥିବା…
ଅନୁଗୁଳ: ପାଳଲହଡ଼ା ଥାନା ରାଇପାଳ ଗାଁ ଛକରେ ଥିବା ବୀରବର ବାରିକଙ୍କ ସେଲୁନରୁ ଜିନିଷପତ୍ର ଓ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ବୀରବର ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇଛି। ପୁଲିସ…
ଅନୁଗୁଳ : ବହୁ ଚର୍ଚ୍ଚିତ ସି ସୋର ଚିଟ୍ଫଣ୍ଡ ସଂସ୍ଥାର ୬୫୦ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ ହେବ । ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି କଟକର ସ୍ବତନ୍ତ୍ର ଚିଟ୍ଫଣ୍ଡ ଅଦାଲତ । ସଂସ୍ଥାର ୧୯୭ ଏକର ଜମି, ୧୩୮୫…
ଅନୁଗୁଳୁ: ମହଙ୍ଗା ପଡ଼ିଛି ପରକୀୟା ପ୍ରୀତି । ସ୍ୱାମୀଙ୍କ କଳା କାରନାମା ପତ୍ନୀ ଜାଣିବା ପରେ ସଦଳବଳ ପହଞ୍ଚି ଘଟାଇଛନ୍ତି ତୁମୁଳକାଣ୍ଡ । ଗହଣା ଦୋକାନରେ ସ୍ଵାମୀକୁ ପର ମହିଳାଙ୍କ ସାଥୀରେ ଦେଖି କରିଛନ୍ତି ଗଣ୍ଡଗୋଳ । ଉଭୟଙ୍କୁ ବୋଲେରୋରେ ଉଠାଇ…
ଅନୁଗୁଳ: ପୁଣି ଥରେ ରାଜ୍ୟର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ସହର ଭାବେ ଅପଯଶ ମୁଣ୍ଡାଇଛି ଅନୁଗୁଳ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ଏକଥା ପ୍ରକାଶ କରିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହି ରିପୋର୍ଟ ଅନୁସାରେ…
ଅନୁଗୁଳ: ଜନଗହଳିପୂର୍ଣ୍ଣ ବଜାର ମଧ୍ୟରେ ରାସ୍ତା ପାର୍ଶ୍ଵରେ, ସରକାରୀ ଜାଗାରେ ସ୍ଥାପନ ହୋଇଛି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟ୍ରାନ୍ସଫର୍ମର । ପୁଣି ଏକ ବ୍ୟବସାୟିକ ସଂସ୍ଥା ସାର୍ଥରେ । ନିଜ ସୀମାରେ ବହୁତଳ ପ୍ରାସାଦ ନିର୍ମାଣ ପରେ ସରକାରୀ ଜାଗାରେ…
ଅନୁଗୁଳ: ଟାୱାର ବସାଇବା ନାଁରେ ଅନୁଗୁଳର ଜଣେ ବ୍ୟକ୍ତିଙ୍କୁ ୩.୫ ଲକ୍ଷ ଟଙ୍କା ଲୁଟିଥିଲେ ସାଇବର ଠକ। କମିଶନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କ ଡିଜିଟାଲ ଦୁନିଆରୁ ୩ ଲକ୍ଷ ଟଙ୍କା ଫେରାଇ ଆଣିବାରେ ସକ୍ଷମ ହୋଇଛି ।ଅନୁଗୁଳ ଖମାର ଥାନା…
ବନ୍ତଳା: ଅନୁଗୁଳ ବ୍ଲକ ତଥା ବନ୍ତଳା ହାଟବନ୍ଧ ନିକଟରେ ସ୍ଥାନୀୟ କାଶୀନାଥ ବେହେରା ଓରଫ କାଠିଆ(୩୪) ହତ୍ୟାକାଣ୍ଡର ତିନି ସପ୍ତାହ ପରେ ସଫଳତା ହାସଲ କରିଛି ବନ୍ତଳା ପୁଲିସ । ହତ୍ୟାକାଣ୍ଡରେ ସଂପୃକ୍ତି ଅଭିଯୋଗରେ ସ୍ଥାନୀୟ ଟୁନୀ ବେହେରା (୪୫) ନାମକ…
ତାଳଚେର: କଣିହାଁ ବ୍ଲକ୍ ପବିତ୍ରନଗର ସ୍ବାସ୍ଥ୍ୟକେନ୍ଦ୍ରରେ ୫ ମାସ ହେଲା ଡାକ୍ତର ନଥିବାରୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଡାକ୍ତର ନଥିବା ବେଳେ ଫାର୍ମାସିଷ୍ଟଙ୍କ ଭରସାରେ ରୋଗୀସେବା ଚାଲିଛି । ପବିତ୍ରନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ଶତାଧିକ…
ଅନୁଗୁଳ: ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣରେ ବିଫଳ ହୋଇ ପ୍ରେମିକ ଫେସବୁକ୍ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏ ନେଇ ପୁଲିସ ଥାନାରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି…